ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ଓ ପରିସରକୁ ପରିଷ୍କାର

781 2

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ୯୨ ତମ ଶ୍ରାଦ୍ଧ ଦିବସରେ OPCC ର ପ୍ରାକ୍ତନ ମୁଖପାତ୍ର,ସମ୍ପାଦକ ତଥା କୋଭିଡ-19 ର ରାଜ୍ଯ ସଂଯୋଜକ ଶ୍ରୀ ଯୁକ୍ତ ପଦ୍ମାକର ଗୁରୁ ତାଙ୍କ ସାଥି ମାନଙ୍କ ସହିତ ଯାଜପୁର ବ୍ୟାସନଗର ସ୍ଥିତ ଗୋପବନ୍ଧୁ ଛକ ରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ଓ ପରିସରକୁ ପରିଷ୍କାର କରିବା ସହିତ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଶ୍ରୀଯୁକ୍ତ ଗୁରୁ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଜନ୍ମଦିବସକୁ ଆନ୍ତର୍ଜାତୀୟ ସେବା ଦିବସ ରୂପେ ପରିଗଣିତ କରିବା ପାଇଁ ପୁଣି ସ୍ଵର ଟାଣ କରିଥିଲେ.

Related Post

ଯାଜପୁର ଜିଲା ବିଜେଡି ସଭାପତି ଭାବେ ସରୋଜ ମହାପାତ୍ର ପୁନଃର୍ବାର ମନୋନୀତ

Posted by - February 21, 2020 525
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲା ବିଜେଡି ସଭାପତି ଭାବେ ସରୋଜ ମହାପାତ୍ର ପୁନଃର୍ବାର ମନୋନୀତ ହୋଇଛନ୍ତି । ଆଜି ସରୋଜଙ୍କ ନାଁ ଘୋଷଣା ହେବା…

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଐତିହାସିକ ଚାରିଶମ୍ଭୁ ମନ୍ଦିର ପରିଦର୍ଶନ

Posted by - September 2, 2021 0
ବୌଦ୍ଧ(ଚିତ୍ତ ରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଜଗତି ନିକଟସ୍ଥ ଐତିହାସିକ ଚାରିଶମ୍ଭୁ ମନ୍ଦିରକୁ ଆଜି ଦିନିକିଆ ଗସ୍ତରେ ଆସି ବିଜେପିର ରାଷ୍ଟ୍ରୀୟ ଉପ।ଧ୍ୟକ୍ଷ ବୈଜୟନ୍ତ…

ଖପ୍ରାଖୋଲ ଅଞ୍ଚଳରେ ରଥଯାତ୍ରା : ହରିଶଙ୍କର ରେ ରଥ ଟାଣିଲେ ମହିଳା

Posted by - July 1, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଅଞ୍ଚଳ ର ବିଭିନ୍ନ ଗାଁରେ ଶୁକ୍ରବାର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦୁଇ ବର୍ଷ ହେଲା କୋଭିଡ ଯୋଗୁଁ…

There are 2 comments

  1. Yani Allah korusun herhangi bir kaza durumunda yolcu koltuğu boş
    ise hava yastığı Ana sayfa. Forumlar. Yeni mesajlar.
    Neler yeni. Yeni mesajlar Son aktiviteler. Giriş yap Kayıt ol.
    Neler yeni. Yeni mesajlar. Menü Yolcu Airbag ile
    ilgili bir soru. Konbuyu başlatan pckopat_6; Başlangıç tarihi ; pckopat_6.
    Kayıtlı.

Leave a comment

Your email address will not be published.