ସରିଲା ଓଡ଼ିଶା ଟେନିସ୍‌ ପ୍ରିମିୟର ଲିଗ୍‌

857 0

ଭୁବନେଶ୍ୱର: ଓଡ଼ିଶା ଟେନିସ୍‌ ପ୍ରିମିୟର ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଶେଷ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଶେଷ ହୋଇଥିବା ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା କଣ୍ଟେନ୍‌ଡର୍ସ ଚାମ୍ପିଅନ୍‌ ହୋଇଛି।ଚାମ୍ପିଅନ୍‌ ଦଳକୁ ୨ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି। ସେହିପରି ରନର୍ସ ଅପ ଦଳକୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଏହି ପ୍ରମିୟର ଲିଗ୍‌ରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ। ନୀଳାଚଳ ଟେନିସ୍‌ ଏକାଡେମୀ ଏହାକୁ ଆୟୋଜନ କରିଥିଲା।

Facebook Notice for EU! You need to login to view and post FB Comments!

Related Post

ବିଜୁ ପଟ୍ଟନାୟକ ଇନ୍ ଡୋର୍ ଷ୍ଟାଡିୟମ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ; ବେଳଗୁଣ୍ଠ। ରେ ଖୁସି ର ଲହରୀ

Posted by - August 13, 2021 0
ବେଲଗୁଣ୍ଠା:12/08, (ସୁଶାନ୍ତ କୁମାର ବେହେରା)ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ ବେଲଗୁଣ୍ଠା ସହରରେ ବିଜୁପଟ୍ଟନାୟକ ଇନ୍ ଡୋର୍ ଷ୍ଟାଡିୟମ୍ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ…

ରାଜ୍ୟ ସ୍ତରୀୟ କରାଟେ ଚାଂପିଆନସିପ ଉଦଯାପିତ

Posted by - November 17, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ବୁର୍ଲା ସହର ଠାରେ ରାଜ୍ୟ ସ୍ତରୀୟ କରାଟେ ଚାଂପିଆନସିପ ଅନୁଷ୍ଠିତ ହୋଇଯାଇଛି । ପଞ୍ଚମ ରାଜ୍ୟ ସ୍ତରୀୟ ସାକୋ open କରାଟେ ଚାଂପିଆନସିପ ରେ…

ଫ୍ରେଣ୍ଡସିଫ୍ କ୍ଲବ୍ ର ବିଭିନ୍ନ ଶାଖାରେ ଯୋଗଦିବସ  ପାଳନ

Posted by - June 21, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ)କୋରୋନା କଟକଣା ମଧ୍ୟରେ ଅନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ…

ବିଶ୍ବକପ୍‌ରେ ବଡ଼ ବିପର୍ଯ୍ୟୟ, ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନାକୁ ହରାଇଲା ଫ୍ରାନ୍ସ ନ୍ୟୁଜିଲାଣ୍ଡ ସହ ଅମୀମାଂସିତ ରଖି ସ୍ପେନର ବିଦାୟ

Posted by - December 7, 2018 0
ଭୁବନେଶ୍ବର: ବଡ଼ ବିପର୍ଯ୍ୟୟ ସହିତ ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ରେ ଗୁରୁବାର ପୁଲ୍ ‘ଏ’ ଲିଗ୍ ପର୍ଯ୍ୟାୟ ଶେଷ ହୋଇଛି। ରିଓ ଅଲିମ୍ପିକ୍ସ ବିଜେତା ତଥା ବିଶ୍ବ…

ମା ବସ୍ତ୍ରେନ ଫୁଟବଳ ଟୁର୍ଣ୍ଣା ମ୍ୟାଣ୍ଟ ଉଦଯାପିତ,ଜୁରାବନ୍ଧ ବିଜୟୀ

Posted by - December 26, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ଗ୍ରାମ ପଞ୍ଚାୟତରେ ବଲାଙ୍ଗୀର ଜିଲ୍ଲା ନେହେରୁ ଯୁବକେନ୍ଦ୍ର ଓ ଜୁରାବନ୍ଧ କପିଲେଶ୍ବର ଯୁବକ ସଂଘ ଏବଂ ଇଲେଭେନ ଷ୍ଟାର ମିଳିତ…

There are 1 comments

Leave a comment

Your email address will not be published.