ମାସ୍କ କିଣାରେ ବ୍ୟାପକ ଦୁର୍ନିତି ଅଭିଯୋଗ କରି ପ୍ରତିବାଦ

537 21

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ସାରା ରାଜ୍ୟରେ କୋରୋନା ଯୁଦ୍ଧ ନାଁରେ କୋଟି କୋଟି ଟଙ୍କା ହଡପ କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ଯାଜପୁର ଜିଲା କଂଗ୍ରେସ ପକ୍ଷରୁ ଆଜି ଜିଲାପାଳ ଅପିଂସ ସମ୍ମୁଖରେ ମାସ୍କ କିଣାରେ ବ୍ୟାପକ ଦୁର୍ନିତି ହୋଇଥିବା ଅଭିଯୋଗ କରି ଏକ ପ୍ରତିବାଦ କରିଥିଲା । ଜିଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅନେକ କଂଗ୍ରେସ କର୍ମୀ ଯୋଗ ଦେଇ ରାଜ୍ୟ ସରକାରଙ୍କ ପଦକ୍ଷେପ କୁ ନିନ୍ଦା କରିଥିଲେ ।

ଏଠାରେ ଭିଡିଓ ଦେଖନ୍ତୁ 

ଏହି ମାସ୍କ ଓ ପିପିଇ କିଣାରେ ବ୍ୟାପକ ଦୁର୍ନିତିରେ ସଂପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତପାଂ ଦାବୀ କରିଥିଲେ । ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ଯାଜପୁର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।ଏହି ଅବସରରେ ସନ୍ତୋଷ ନନ୍ଦ, ବଳଭଦ୍ର ଦାସ, ନାରାୟଣ ସାମନ୍ତ, ଦୁର୍ଯ୍ୟୋଧନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ କଂ ଦ୍ଵିତୀୟ ପାଳିର ତୃତୀୟ ବର୍ଷ ଶାସନ ର ସେବା, ସୁଶାସନ ଓ ଗରିବ କଲ୍ଯାଣ ପକ୍ଷ ର ଜନ ସମ୍ପର୍କ ଯାତ୍ରା

Posted by - June 13, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ କଂ ଦ୍ଵିତୀୟ ପାଳିର ତୃତୀୟ ବର୍ଷ ଶାସନ ର ସେବା,…

ରାଜ୍ୟରେ ଅଛନ୍ତି ଅନେକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ – ପ୍ରତାପ ଷଡଙ୍ଗୀ

Posted by - December 6, 2018 6,080
ବିଜେପି ଏକ ଜାତୀୟ ଦଳ ଓ ଦଳ କାହା ନେତୃତ୍ୱରେ ନିର୍ବାଚନ ଲଢିବ ତାହା ପାର୍ଲାମେଣ୍ଟାରି ବୋର୍ଡ ନିଷ୍ପତ୍ତି ନେବ । ରାଜ୍ୟରେ ବହୁ ଯୋଗ୍ୟ ନେତା…

ବର୍ତ୍ତିଗଲେ ଅନୁଭବ ଓ ପ୍ରତାପ,ଭୁସୁଡି ପଡିଲା ମଞ୍ଚ

Posted by - April 1, 2019 616
ଭୁବନେଶ୍ବର:୩୧/୦୩/ ଅଭିନେତାରୁ ରାଜନେତା ପାଲଟି ଥିବା ଅନୁଭବ ମହାନ୍ତି ଚଳିତ ନିର୍ବାଚନରେ କେନ୍ଦ୍ରାପଡ଼ାରୁ ବିଜେଡିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ଗତଥର ପରାଜୟ ସମ୍ମୁଖୀନ ହୋଇଥିବା ପ୍ରତାପ…

ବଡପଡା ପଂଚାୟତ ରେ ବିଜେଡ଼ି ର ମିଶ୍ରଣ ପର୍ବ,ପୂର୍ବତନ ସମିତି ସଭ୍ୟ ଅଶୋକ ଜେନା ବିଜେଡିର ସାମିଲ

Posted by - November 22, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଲକ ବଡପଡା ପଞ୍ଚାୟତ ଅନ୍ତର୍ଗତ ମା ଉଖୁଡେଇ ପୀଠରେ ବିଜେଡ଼ି ର ମିଶ୍ରଣ ପର୍ବ ବ୍ଲକ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ନାୟକ…

Leave a comment

Your email address will not be published.