କୋରାପୁଟ : ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା କମଳା ପୂଜାରୀ ଅସୁସ୍ଥ। ଗତ ୫ଦିନ ଧରି ଜ୍ୱରରେ ପୀଡ଼ିତ ଥିବା କମଳା ପୂଜାରୀଙ୍କ ରକ୍ତଚାପ ବଢିଯାଇଥିଲା।ପରିବାର ଲୋକେ ତାଙ୍କୁ ଜୟପୁରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ୨ଦିନ ଚିକିତ୍ସା ପରେ କମଳା ପୂଜାରୀଙ୍କୁ ବର୍ତ୍ତମାନ କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
Breaking News
Related Post
ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ନୂଆଦିଲ୍ଲୀ ୧୧|୬: ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ସକାଳ ସାଢେ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ସରକାରୀ ବାସଭବନରେ…
ବଡ ଖବର
- ପୂର୍ବତନ ମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲା: କ୍ରାଇମ୍ବ୍ରାଞ୍ଚ ଗଠନ କଲା ଆଉ ୨ଟି ଟିମ୍
- ଝାରସୁଗୁଡ଼ା: ବଦଳିଲେ ଝାରସୁଗୁଡ଼ା ଏସ୍ପି ରାହୁଲ ଜୈନ୍। ପରମାର ସ୍ମିତ୍ଙ୍କୁ ମିଳିଲା ନୂଆ ଦାୟିତ୍ବ
- ମୁଁ ଏଥର ବରୀରୁ ନିଶ୍ଚିତ ଲଢ଼ିବି: ଦେବାଶିଷ ନାୟକ, ଅସ୍ବୀକାର କଲେ ବିଆର୍ଏସ୍ରେ ମିଶିବା ଚର୍ଚ୍ଚାକୁ
- ମନ୍ତ୍ରୀଙ୍କ ହତ୍ୟାକୁ ୩ ଦିନ: କ୍ରାଇମବ୍ରାଞ୍ଚ ହାତ ଖାଲି, ଭାଇ ହୋଟେଲରେ ହତ୍ୟା ଯୋଜନା! ଗୋପାଳ ବଡ଼ ଭାଇକୁ ବ୍ରହ୍ମପୁରରୁ ଉଠାଇଆଣିଲା କ୍ରାଇମବ୍ରାଞ୍ଚ
- ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ
- ଟିଟିଲାଗଡ ନିକଟସ୍ଥ ସିରୋଲ ଗ୍ରାମର ତପୋବନ ଏକାଡେମୀରେ ବିଦ୍ୟାଶ୍ରି ପାଠାଗାର
- ମା ରୁଦ୍ରକାଳୀ ହରଭଙ୍ଗା ଲୋକ ମହାତ୍ସବ ଉଦଯାପିତ
- ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ବ୍ଲକ ସ୍ତରୀୟ କ୍ୟାମ୍ପ କୋର୍ଟ
- ସରକାରୀ ଅର୍ଥ ଅପବ୍ୟୟ କାମ ଉପରେ କାମ,ସୁଧୁରୀ ପାରୁନି ରାସ୍ତା
- କୁମ୍ଭିପଡ଼ାର ନରେଶ ବାଗ ନିଖୋଜ ମାମଲା,ଭୋଇପଡ଼ା ନିକଟରୁ ବାଇକ ଓ କଙ୍କାଳ ଠାବ, ନରେଶ ଏବେ କେଉଁଠି ?