Breaking News
6:08 pmକଟକ ସବ୍‌ରେଜିଷ୍ଟ୍ରେର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା: ଅବକାରୀ ବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ 6:07 pmଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ,ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ : କଂଗ୍ରେସ, 6:06 pmନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର 3:38 pmଯାଜପୁର:ନାବାଳିକାଙ୍କୁ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର,କୋରେଇ ଥାନା କଡମା ଗ୍ରାମ ନିକଟରେ ହେଉଥିବା ଏକ ମେଳା ଦେଖିବାକୁ ଯାଇଥିଲେ ସେହି ଗ୍ରାମର ଜନୈକ ୧୬ ବର୍ଷୀୟା ନାବାଳିକା । ତେବେ ଫେରିଵା ବାଟରେ କଡମା ଗ୍ରାମର ଜଣେ ଯୁବକ ଓ ରାଉତପଡା ଗ୍ରାମର ଜଣେ ଯୁବକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଖବର 3:36 pmନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି। କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା

ସ୍ମିତାରାଣୀ ମୃତ୍ୟୁ ମାମଲାରେ ରୂପେଶ ଭଦ୍ରଙ୍କୁ ଜାମିନ

13065 921

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଯାଜପୁର ଜିଲା ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ମାମଲାରେ ରୂପେଶ ଭଦ୍ରଙ୍କୁ ଜାମିନ ମିଳିବ। ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କୁ ହାଇକୋର୍ଟ ପକ୍ଷରୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯିବ। ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରି ଜାମିନ ଦିଆଯିବ। ତେବେ ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ ଓଡ଼ିଶା ହାଇକୋର୍ଟ ସର୍ତ୍ତ ରଖିଛନ୍ତି।୨୦୧୯ ମସିହା ଅକ୍ଟୋବର ୧୭ ତାରିଖରେ ଯାଜପୁର ଧର୍ମଶାଳାର ଭିଏଲଡବ୍ଲୁ ସ୍ମିତାରାଣୀଙ୍କର ସ୍ଥାନୀୟ ସରପଞ୍ଚଙ୍କ ଗେଷ୍ଟହାଉସରେ ମୃତ୍ୟୁ ହୋଇଥିଲା ।

ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସରେ ସ୍ମିତାରାଣୀଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠିଥିଲା । ଏପରିକି ସରପଞ୍ଚଙ୍କ ସ୍ୱାମୀଙ୍କ ଗେଷ୍ଟହାଉସକୁ ସ୍ମିତାରାଣୀ କାହିଁକି ଯାଇଥିଲେ ତାହାକୁ ନେଇ ଉଠିଥିଲା ପ୍ରଶ୍ନ । ଆଉ ଏହି ଘଟଣାରେ ରୂପେଶଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିଥିଲା । ଆଉ ଅକ୍ଟୋବର ୧୯ ତାରିଖରେ ପ୍ରାଥମିକ ତଦନ୍ତ ପରେ ପ୍ରେମ ସମ୍ବନ୍ଧରୁ ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ସନ୍ଦେହରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଧର୍ମଶାଳା ପୁଲିସ ଗିରଫ କରିଥିଲା |

Related Post

ନନ୍ଦନକାନନରେ ପାଳିତ ହେଲା ୬୨ ତମ ପ୍ରତିଷ୍ଠା ଦିବସ

Posted by - December 30, 2021 0
ବାରଙ୍ଗ 🙁 ସନ୍ତୋଷ ରାଉତ)କରୋନା କଟକଣା ମଧ୍ୟରେ ଆଜି ନନ୍ଦନକାନନ ଚିଡିଆଖାନାରେ ପାଳିତ ହୋଇଥିଲା ୬୨ ତମ ପ୍ରତିଷ୍ଠା ଦିବସ| ଆଉ ଏହି ପ୍ରତିଷ୍ଠା ଦିନରେ ନନ୍ଦନକାନନରେ…

ରେଙ୍ଗାଲି ବ୍ଲକ ରେ ତୁଷାରପାତ

Posted by - December 23, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଗତ କିଛି ଦିନ ହେଲା ପ୍ରବଳ ଶୀତ ଲହରି ଯୋଗୁଁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରବଳ ଥଣ୍ଡା ଯୋଗୁଁ ଅଘୋଷିତ କର୍ଫ୍ୟୁ ଭଳି…

There are 921 comments

  1. They need to be appreciated in the bedroom. Reassuring someone in the bedroom is a person of the best ways to persuade them uncover up to you and be fully today with you. Periodically they abate, they’ll surrender themselves to the moment. Parallel with if a person is wonderful positive in the bedroom, they pacific like to be appreciated. Source: cialis commercial

  2. The about demonstrated that ED is increasingly established with period: generally 40% of men are phony at seniority 40 and precisely 70% of men are affected at discretion 70. The currency of complete ED increased from 5% at grow older 40 to 15% at years 70. Adulthood was the wavering most strongly associated with ED. Source: buying tadalafil online

  3. Coi Trực Tiếp Viettel Vs Bình Dương Tại V League 2021 Ở Kênh Nào? ty le keoĐội tuyển nước Việt Nam chỉ muốn một kết trái hòa có bàn thắng nhằm lần thứ hai góp mặt trên World Cup futsal. Nhưng, nhằm làm được điều này

  4. Currently it looks like Movable Type is thepreferred blogging platform available right now.(from what I’ve read) Is that what you are using on your blog?Feel free to surf to my blog post; Green Country CBD Reviews (clubriders.men)

  5. What’s Happening i’m new to this, I stumbled upon this I’ve discovered It absolutely useful and it hashelped me out loads. I am hoping to give a contribution & aid other customers likeits aided me. Good job.Visit my blog post – Wawza Gummies

  6. Q: Can you pee if your prostate is removed?
    A: generic viagra cheapest price All almost meds. Deliver assign to now.
    ED is when you regularly cannot get and guard an erection. It may exclusively materialize in some situations – seeking pattern, you may be accomplished to get an erection when masturbating, but not when you’re with a partner.

  7. A fascinating discussion is worth comment. I do believe that you should publish more about this subject matter, it might not be a taboo matter but generally folks don’t discuss these subjects. To the next! All the best!!

  8. I do consider all the ideas you’ve introduced in your post. They’re very convincing and can certainly work. Nonetheless, the posts are too brief for beginners. Could you please extend them a bit from next time? Thank you for the post.

  9. What’s Happening i’m new to this, I stumbled upon this I’ve found It absolutely useful and it has aided me out loads. I hope to give a contribution & aid different customers like its helped me. Good job.

  10. I’d like to thank you for the efforts you have put in penning this blog. I am hoping to check out the same high-grade content by you later on as well. In fact, your creative writing abilities has motivated me to get my very own blog now 😉

  11. Thanks for some other informative blog. The place else may I am getting that kind of info written in such a perfect way?I’ve a undertaking that I am simply now working on, and I’ve been on the glance out for such information.

  12. Q: What age are men most fertile?
    A: can you buy viagra over the counter All about medicine. Get information here.
    In fact, close to 70% of the men with ED in the scrutiny said they felt that they are letting their confederate down, and more than 40% said their partners air they can no longer instruct sex. Those feelings of self-consciousness and dilemma usually captain men to repress their condition from their partners.

  13. How would you like the money? aldactone 25 prezzo The aim of the latest push is to improve the agricultural process at home but also help British companies and scientists develop and exports ideas to help emerging markets boost food production too.