ରାଜ୍ୟରେ ୧୮୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଆଜି ପୁଣି ୯୬ ଚିହ୍ନଟ

300 4

ଭୁବନେଶ୍ବର :ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୭୭ ଜଣ ସୁସ୍ଥ ହୋଇଥିବାବେଳେ ୮୩୩ ଜଣ ଚିକିତ୍ସାଧୀନ ଅଛନ୍ତି। ୭ ଜଣଙ୍କର ମୃତ୍ୟୁ ଘଟିଛି।ଆଜି ରାଜ୍ୟରେ ୧୮ ଜିଲ୍ଲାରେ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଓଡିଶା ରେ କୋରୋନା ର ସରକାରୀ ତଥ୍ୟ

District Positive Recovered Active Deceased
Ganjam 404 318 83 3
Jajpur 259 174 85 0
Balasore 146 121 24 0
Khurdha 131 67 60 3
Bhadrak 113 95 18 0
Cuttack 95 35 59 1
Puri 87 44 43 0
Kendrapara 71 40 31 0
Balangir 69 6 63 0
Jagatsinghpur 66 28 38 0
Nayagarh 65 10 55 0
Sundergarh 48 27 21 0
Boudh 33 33 0 0
Deogarh 28 2 26 0
Angul 25 17 8 0
Keonjhar 22 8 14 0
Gajapati 20 0 20 0
Kalahandi 20 2 18 0
Malkangiri 19 2 17 0
Dhenkanal 18 1 17 0
Nuapada 18 0 18 0
Mayurbhanj 17 11 6 0
Kandhamal 13 3 10 0
Koraput 8 1 7 0
Sambalpur 8 3 5 0
Jharsuguda 7 2 5 0
Sonepur 5 0 5 0
Baragarh 2 0 2 0
Nawarangpur 2 0 2 0
Total 1819 1050 760 7

 

Related Post

ପୁରୀରେ ନବୀନଙ୍କ ମହିଳା ମିସନଶକ୍ତି ମହାସମାବେଶ, ବାରିପଦା ରେ ମୋଦି କହିଲେ ପିପିଲି ପୁରୀ ଝିଅ କୁ ନ୍ୟାୟ ଦେଇପାରିଲନି

Posted by - January 5, 2019 0
ଭୁବନେଶ୍ବର: ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିସନ୍ ଶକ୍ତି ମହାସମାବେଶ କରି ମହିଳା କାର୍ଡ ଖେଳିଥିବା ବେଳେ, ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଜବାବ ଦେଇଛନ୍ତି।କେନ୍ଦ୍ର…

ବରୀ ବନ୍ୟାକୁ ନେଇ ତହସିଲ୍ କାର୍ଯ୍ୟାଳୟରେ ଯାଜପୁର ଜିଲ୍ଲାପାଳ

Posted by - September 1, 2020 0
ବରୀ:ଆଜି ବରୀ ବନ୍ୟାକୁ ନେଇ ତହସିଲ୍ କାର୍ଯ୍ୟାଳୟରେ ଯାଜପୁର ଜିଲ୍ଲାପାଳ ଶ୍ରୀ ରଞ୍ଜନ କୁମାର ଦାସ ସମୀକ୍ଷା ବୈଠକ କରୁଛନ୍ତି l ବନ୍ୟା ଘେରରେ ଫସି ରହିଥିବା…

ରାଜ୍ୟରେ ବିସ୍ଫୋରଣ ; ଅନଗୁଳ ଜିଲ୍ଲାରେ ବ୍ରେକ୍ ଫେଲ୍

Posted by - July 19, 2020 0
ଅନୁଗୁଳ: (ମହେଶ ଭୋମରାଜ)ରାଜ୍ୟରୁ ଆଜି ଆଉ ୭୩୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରବିବାର ରାଜ୍ୟର ୨୫ଟି ଜିଲାରୁ ଚିହ୍ନଟ ୭୩୬ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ…

ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ,ସ୍ବାସ୍ଥ୍ୟ ମନ୍ତ୍ରୀ ଦୃଷ୍ଟି ଦେବେ କି ?

Posted by - November 29, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ସରକାରୀ ଡାକ୍ତରଖାନା ଉପରେ ସହରର ୧୫ ଟି ୱାର୍ଡ ସାଙ୍ଗକୁ ଟିଟିଲାଗଡ ସବଡିଭିଜନ ଅନ୍ତର୍ଗତ ବହୁତ ଗାଁ ସହ ପଡୋଶୀ ଜିଲ୍ଲାରୁ…

ଷ୍ଟ୍ରିଟ୍ ଲାଇଟ୍ କେଳେଙ୍କାରୀ,ଖାଇ ଯାଉଛନ୍ତି ଲକ୍ଷ ଲକ୍ଷ

Posted by - January 2, 2019 785
ଭୁବନେଶ୍ବର: ସହର‌େର ଲାଗୁଥିବା ଷ୍ଟ୍ରିଟ୍ ଲାଇଟ୍ ମହାଦୁର୍ନୀତିର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଏଇ ଓଡିଶା ହାତରେ ଲାଗିଛି। ଭୁବନେଶ୍ବର ଶିଖରଚଣ୍ଡୀ ଛକ ଠାରୁ ନନ୍ଦନ କାନନ ଏବଂ…

There are 4 comments

  1. I was lucky enough to stumble upon this site while surfing the internet and found something very interesting there. I really enjoy reading it. I enjoyed it a lot. Thanks for sharing this wonderful information 먹튀검증

  2. I always find and read your articles. I think you are really trying to share your knowledge and thoughts. I understand how hard it can be to write a blog post. I want to applaud your efforts. I’d love to see your article. I will bookmark it. Thank you. https://totoilmi.com/

Leave a comment

Your email address will not be published.