Breaking News
11:30 pmରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମ ଙ୍କ ପ୍ରଶଂସା 11:26 pmହକି ବିଶ୍ବକପ୍‌ ପୋଜିସନ୍‌ ମ୍ୟାଚ୍‌: ରାଉରକେଲାରେ ଭାରତ ୫-୨ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା 11:24 pmନୂଆପଡ଼ା: ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡି ଦଲ୍ଲିପଡ଼ା ଠାରେ ଆଜି ବାଇକରେ ଲିଫ୍ଟ ଦେବାରେ ବିଲମ୍ବ କରିବା ସହ ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାରେ ଭର୍ତ୍ତି, ଅଭିଯୁକ୍ତ ଅଟକ 11:23 pmଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୩ ମାସରେ ସଂପୂର୍ଣ୍ଣ ହେବ: ମୁଖ୍ୟ ଶାସନ ସଚିବ 11:18 pmପିଏଚଡି କରିଥିବା କରିଥିବା ସରକାରୀ କଲେଜ ଅଧ୍ୟାପକଙ୍କୁ ପ୍ରଦାନ କରାଯାଇଥିବା ତିନୋଟି ଆଡଭାନ୍ସ ଇନକ୍ରିମେଣ୍ଟକୁ ପ୍ରତ୍ୟାହାର ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗକୁ ଝଟକା ,ଜାନୁଆରି ୭ର ଏପରି ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ:-ହାଇକୋର୍ଟ

କରୋନା ସହାୟତା ପାଇଁ ରେଡ଼କ୍ରସକୁ ଦାନ

598 63

ଯାଜପୁର ଅଫିସ ତା. ୨୪/୫ : ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡି଼ଥାଉ ଜଗତ ଉଦ୍ଧାର ହେଉ । ସନ୍ଥକବି ଭୀମ ଭୋଇଙ୍କର ଏହି ମହତ ବାଣୀ ଜାତିସଂଘ କାନ୍ଥରେ ସ୍ଥାନୀତ ହୋଇ ସମଗ୍ର ବିଶ୍ୱକୁ ଚମକୃତ କରିଛି । ସେମିତି ଭାବ ନେଇ ଆଜି କରୋନା ମହାମାରୀର ମୁକାବିଲା ପାଇଁ ପ୍ରତିଟି ସ୍ତରରେ ଉଦ୍ୟମ ଜାରି ରହିଛି । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ କ୍ଷମତା ମୁତାବକ ଏହି ଅଦୃଶ୍ୟ ଶକ୍ତି ସହ ଲଢ଼ିବା ପାଇଁ ସହଯୋଗର ହାତ ବଢ଼େଇ ଚାଲିଛନ୍ତି । ବିଂଝାରପୁର କପିଳାସ୍ଥିତ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକିର୍ତ୍ତନ ସେବା ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ରେଡ଼କ୍ରସ ପାଣ୍ଠିକୁ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ମାଧ୍ୟମରେ ପାଂଚହଜାର ଏକଶହଟଙ୍କା ପ୍ରଦାନ କରାଯାଇଛି ।

ଏହି ପରିଷଦର ସମସ୍ତ ସଦସ୍ୟ ସାଧାରଣ ଅଭାବୀ ମଣିଷ । କିଏ ଛୋଟ ମୋଟ କାର୍ଯ୍ୟକରି କିମ୍ବା କଳା ପ୍ରଦର୍ଶନ କରି ଜୀବନ ନିର୍ବାହ କରନ୍ତି । କିନ୍ତୁ ଦେଶର ବିପତ୍ତି ସମୟରେ ସେମାନଙ୍କର ଏହି ମହନୀୟ ସହାୟତା ସବୁଠାରୁ ବଡ଼ ଉପଲବ୍ଧୀ ବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିବା ସହ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଅର୍ଥକୁ ପରିଷଦର ସଦସ୍ୟ କୃତ୍ତିବାସ ଦାସ ମହାରାଜ, ଭରତ ବେହେରା, ସମ୍ଭାବୀ ମଲିକ, ଅଖିଳ ମଲିକ, ମହେନ୍ଦ୍ର ମଲିକ ପ୍ରମୁଖ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଏହି ଅର୍ଥପ୍ରଦାନ ସମୟରେ ଡେପୁଟି କଲେକ୍ଟର ତଥା ଜିଲ୍ଲା ରେଡ଼କ୍ରସ ସୋସାଇଟିର ସଂପାଦକ କୁଳମଣି ନାୟକ ଉପସ୍ଥିତ ଥିଲେ ।

Related Post

ଦୋଳଯାତ୍ରା ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Posted by - January 14, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭାଙ୍ଗା ବ୍ଲକ୍ ମଥୁରା ପଞ୍ଚାୟତ ବୃନ୍ଦାବନ ଶାନ୍ତି ମଠ ଠାରେ ମହନ୍ତ ପ୍ରଶାନ୍ତ ଦାସ ବାବା ଙ୍କ ସଭାପତିତ୍ବ ରେ ଦୋଳଯାତ୍ରା ମହୋତ୍ସବ…

ଆଞ୍ଚଳିକ ସାହିତ୍ୟ ପରିଷଦ,ଅତାବିରା ତରଫରୁ ସ୍ୱର୍ଗତ ଡଃ ମଙ୍ଗଲୁ ଚରଣ ବିଶ୍ୱାଲଙ୍କ ଶ୍ରଦ୍ଧାଞ୍ଜଲି ସଭା

Posted by - January 14, 2022 0
ଅତାବିରା:ଗୁରବାର ଦିନ ସନ୍ଧ୍ୟା ୬ ଟା ସମୟରେ ସାରସ୍ୱତ ସାଧକ ଦିବଂଗତ ଡଃ ମଂଗଲୁ ଚରଣ ବିଶ୍ୱାଲଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଲି ସଭା ଆଞ୍ଚଲିକ ସାହିତ୍ୟ ପରିଷଦ,ଅତାବିରା…

ଜେଲ ଅନ୍ତେବାସୀଙ୍କୁ ସମାଜ ର ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ ସଚେତନତା କର୍ଯ୍ୟକ୍ରମ

Posted by - May 16, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମଣିଷ ସବୁବେଳେ ନିଜ ସ୍ବାର୍ଥ ପାଇଁ କାମକରେ ।ଅନ୍ୟକୁ ତଳେ ପକାଇ ନିଜେ ବଡ଼ ହେବାର ସ୍ବପ୍ନ ଦେଖେ ।…

ଅନୁଗୁଳ ହନୁମାନ ଭକ୍ତ ମଣ୍ଡଳୀ ଆନୁକୂଲ୍ୟରେ ଦ୍ବିଦିବସୀୟ ୨୧ ତମ ବାର୍ଷିକ ଶହସ୍ର କୁମ୍ଭ ସ୍ଥାପନ ଓ ୧୦୮ ହନୁମାନ ଚାଳିଶା ପାଠ

Posted by - December 23, 2019 0
ଅନୁଗୁଳ: ହନୁମାନ ଭକ୍ତ ମଣ୍ଡଳୀ ଆନୁକୂଲ୍ୟରେ ଦ୍ବିଦିବସୀୟ ୨୧ ତମ ବାର୍ଷିକ ଶହସ୍ର କୁମ୍ଭ ସ୍ଥାପନ ଓ ୧୦୮ ହନୁମାନ ଚାଳିଶା ପାଠ ଅମଲାପଡା ସ୍ଥିତ ବାସନ୍ତୀ…

There are 63 comments

  1. отель росси в твери санаторий увильды цены
    аэростар гостиница москва путевки на море золотая миля анапа
    крым судак отзывы санаторий нарзан нальчик пансионат кавказ в геленджике

  2. отель бутик москва сосны быково официальный сайт
    отель cronwell inn стремянная отель амстердам в санкт петербурге багратион санкт петербург синопская набережная 66
    гостевой дом милана витязево гостиница ореанда happy отель москва

  3. берендеево царство валдай официальный сочи санаторий видный
    абхазия вилла виктория официальный сайт путевка геленджик сан плаза кисловодск официальный сайт
    железноводск источники питомник обезьян адлер санаторий улан

  4. форос санаторий южный официальный сайт отзывы о военном санатории ялта
    санаторий россия г ессентуки официальный сайт лоо горный воздух гостиница топаз
    анапа спа отели отель день и ночь айвазовский санаторий крым

  5. санаторий карагай гуп рк солнечная таврика
    вытегра отели санатории ярославля с бассейном отель милан домодедовская цены на номера
    санаторий крым партенит купить путевку 2021 цены www anapa sanrus ru нальчик санаторий

  6. отдых крым алушта мухачева 256
    идисюда ру адлер объединение пансионатов курорта пицунда гостиница в тюмени цены
    отель на лялином климат сочи для астматиков губкинский гостиницы

  7. спелеокамера москва сколько стоит слетать в крым
    старый дворик анапа солнечный крым николаевка отели в пицунде абхазия на берегу моря
    база остров первоуральск самарская область цена пансионат на чем можно доехать до крыма

  8. анапа селена официальный тихвин отель с аквапарком астрал
    партенит парк айвазовского официальный сайт выборг отели с бассейном и спа турбаза золотой пляж
    мини отель искра санкт петербург официальный сайт фреш хостел здрав алтай

  9. санаторий дубки ундоры ульяновская область официальный сайт гостиницы в таганроге цены недорого
    красная пахра санаторий официальный сайт подмосковье санаторий металлург сочи от турфирмы нафтуся гостиницы в пошехонье ярославской области
    жемчужина михайловка отдых в крыму береговое озеро провал пятигорск часы работы

  10. автобус 20 сергиев посад загорские дали гостиницы на левобережной ростов на дону
    муссон ялта официальный сайт гостиница джузеппе санаторий ромашкино татарстан официальный сайт
    замок коварства и любви как добраться отель игуасу дом отдыха им челюскинцев абхазия официальный сайт

  11. гостиница хокко санаторий аврора г сочи
    пансионат севастополь в севастополе официальный сайт санаторий крым бассейн с морской водой лазаревское санаторий чемитоквадже
    гостиница у татьяны ноглики отель венеция севастополь официальный сайт отели в судаке с бассейном и питанием

  12. select отель санкт петербург отдых в аквалоо 2021
    путевка в краснодарский край аквамарин резорт крым иль маре отель анапа
    отель алиса должанская бальнеологический санаторий источник ессентуки отзывы

  13. radisson hotel москва голубая волна алушта официальный сайт отзывы
    иззи отель санкт петербург медцентр коралл таруса welna eco spa resort
    берта спа вилладж интурист ялта официальный сайт цены алушта санатории по социальной путевке

  14. курорты башкирии гостевой дом альянс великий новгород
    скк мо рф официальный санаторий им анджиевского г ессентуки имера витязево официальный сайт
    база беловодье бургас санаторий отель большая морская 7 санкт петербург

  15. маринус кабардинка туры в крым в августе
    обуховское санаторий вилла фортеция плес официальный сайт санаторий сочи забронировать
    эко отель ялта санаторий самарский бассейн двусторонний микролитиаз

Leave a comment

Your email address will not be published.