Breaking News
6:08 pmକଟକ ସବ୍‌ରେଜିଷ୍ଟ୍ରେର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା: ଅବକାରୀ ବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ 6:07 pmଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ,ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ : କଂଗ୍ରେସ, 6:06 pmନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର 3:38 pmଯାଜପୁର:ନାବାଳିକାଙ୍କୁ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର,କୋରେଇ ଥାନା କଡମା ଗ୍ରାମ ନିକଟରେ ହେଉଥିବା ଏକ ମେଳା ଦେଖିବାକୁ ଯାଇଥିଲେ ସେହି ଗ୍ରାମର ଜନୈକ ୧୬ ବର୍ଷୀୟା ନାବାଳିକା । ତେବେ ଫେରିଵା ବାଟରେ କଡମା ଗ୍ରାମର ଜଣେ ଯୁବକ ଓ ରାଉତପଡା ଗ୍ରାମର ଜଣେ ଯୁବକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଖବର 3:36 pmନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି। କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା

ଯାଜପୁର କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥରେ ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ବଣ୍ଟନ

418 0

ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥ -୧୬ ର ସଠିପୁର ନିକଟରେ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଯାଜପୁର ବିଧାନସଭାର କଂଗ୍ରେସ ନେତା ସନ୍ତୋଷ ନନ୍ଦଙ୍କ ନେତୃତ୍ୱରେ ପୂର୍ବତନ ସାଂସଦ ଅଂଚଳ ଦାସ, ଜିଲ୍ଳା ଦଳିତ ସେଲ ସଭାପତି ଦୁର୍ୟୋଧନ ବେହେରା, କାର୍ଯ୍ୟକାରୀ ସଭାପତି ବଳଭଦ୍ର ଦାସ, ଉପ-ସଭାପତି ଭିବୁତି ମହାପାତ୍ର, ସାଧରଣ ସମ୍ପାଦକ ହୃଷିକେଶ ପତି, ଅନୀଲ ମହାନ୍ତି, ଜୋନ କଂଗ୍ରେସ ସଭାପତି ରଘୁନାଥ ମାଝି, ଉପ-ସଭାପତି ଅଶୋକ ଦାସ , ରବି ସ୍ୱାଇଁ, ଦେବେନ୍ଦ୍ର ଧଳ, ଶ୍ରୀନିବାସ ମାଝି, ବିଜୟ ମହାପାତ୍ରଙ୍କ ସମେତ ବହୁ କର୍ମୀ ସାମିଲ ହୋଇ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ।

ଆଜି ପୂର୍ବାହ୍ନରେ ଜାତୀୟ ରାଜପଥ ନିକଟରେ ସଠିପୁର ଛକ ଠାରେ ବିଭିନ୍ନ ଗାଡି, ସାଇକେଲ, ଓ ଚାଲି ଚାଲି ଆସୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଅଟକାଇ ସେମାନଙ୍କର ସମସ୍ୟା ବୁଝିବା ସହ ଶୁଖିଲା ଖାଦ୍ୟ, ପାଣି,ଓଆରଏସ ଗ୍ଲୁକୋଜ ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରେ ବହୁ ପ୍ରବାସୀ ଓଡ଼ିଆ ତାମିଲନାଡୁ, ବେଙ୍ଗାଲୁରୁ, କର୍ଣ୍ଣାଟକ,ଭାଇଯାଗ, ତେଲେଙ୍ଗାନା ରୁ ଆସି ମୟୁରଭଂଜ,ଭଦ୍ରକ,ବାଲେଶ୍ୱର ଅଭିମୁଖେ ଯାତ୍ରା କରୁଥିଲେ।

କେତେକ ଶ୍ରମିକ ପଡ଼ୋଶୀ ରାଜ୍ୟ ବିହାର, ପଶ୍ଚିମ ବଙ୍ଗ, ଝାରଖଣ୍ଡ କୁ ଯିବେ ବୋଳି ପ୍ରକାଶ କରିଥିଲେ। ପ୍ରବାସୀ ମାନେ ଏପରି ସାହାଯ୍ୟ ପାଇ ବହୁ ଖୁସିବ୍ୟକ୍ତ କରିଥିଲେ । ଜିଲା କଂଗ୍ରେସ ର ଏପରି ମହାନ କାର୍ଯ୍ୟକୁ ସାଧାରଣରେ ବେଶ ପ୍ରସଂଶା କରାଯାଇଛି ।

Related Post

ଟମାଟୋ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତୀଲେ ଡ୍ରାଇଭର, ହେଲପର

Posted by - November 29, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ନିକଟରେ ଆଜି ଭୋର୍ ସମୟରେ ଏକ ଟମାଟୋ ବୋଝେଇ ଟ୍ରକ ଭାରସାମ୍ଯ ହରାଇ…

୮୯ତମ ଦିନରେ ନାଟକ ମଙ୍ଗୁଲୁ ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ

Posted by - June 18, 2020 0
ଯାଜପୁର ଅଫିସ :୮୯ତମ ଦିନରେ ନାଟକ ମଙ୍ଗୁଲୁ ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ। ମହାମାରୀ କରୋନାର ବିନାଶ ପାଇଁ ମାର୍ଚ୍ଚ ୨୨ତାରିଖରୁ ସରକାରୀ ସ୍ତରରେ ତାଲା ବନ୍ଦ…

ହରଭଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ଦାବି ନେଇ ବିକ୍ଷୋଭ ଓ CDMO ଙ୍କ ଉଦେଶ୍ୟ ରେ ଦାବିପତ୍ର

Posted by - October 5, 2021 0
ହରଭଙ୍ଗା:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ଠାରେ ଅଂଚଳ ବାସୀଙ୍କ ଏକ ଶୋଭାଯାତ୍ରା ସହିତ “ଆମର ଦାବି ସରକାର ପୂରଣ କର, ହରଭଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର…

ଧର୍ମଗଡ ପୋଲିସ ପ୍ରଶାସନ ଆନୁକୂଲ୍ୟରେ ଧର୍ମଗଡ ସରକାରୀ ଚିକିତ୍ସାଲୟ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - June 8, 2022 0
ଧର୍ମଗଡ :(ହେମନ୍ତ କୁମାର ମାଝୀ) କଳାହାଣ୍ଡି ପୋଲିସ ପ୍ରଶାସନ ଆନୁକୂଲ୍ୟରେ ଧର୍ମଗଡ ଆଜି ଧର୍ମଗଡ ସରକାରୀ ଚିକିତ୍ସାଳୟ ପରିସରେ ଥିବା ରେଡକ୍ରସ ରକ୍ତ ଭଣ୍ଡାର ଠାରେ ଏକ…

Leave a comment

Your email address will not be published.