ରାଜ୍ୟ ରେ କୋରୋନା ମୃତ୍ୟୁ ୫ ନୁହେଁ ୪,ସ୍ପଷ୍ଟ କଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

4388 343

ବୁବନେଶ୍ବର :ରାଜ୍ୟ ରେ କୋରୋନା ମୃତ୍ୟୁ ସଂଖ୍ୟା ୫ ହେଲା ବୋଲି ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଥିଲା। ହେଲେ ଏହା ତ୍ରୁଟି କୁହାଯାଇଛି । ଆଜି ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟରୁ ଜଣଙ୍କର ରିପୋର୍ଟ ନେଗେଟିଭ୍ ଥିଲା । ଏଣୁ ଏବେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ନୁହେଁ, ବରଂ ୪ ବୋଲି କୁହାଯାଇଛି ।ଆସନ୍ତୁ ନଜର ପକାଇବା ରାଜ୍ୟ ରେ ସରକାର ଙ୍କ କୋରୋନା ଆକ୍ରାନ୍ତ ଙ୍କ ରିପୋର୍ଟ ଉପରେ

ଓଡିଶା ର କୋରୋନା ସ୍ଥିତି (୧୭ ମଇ ଘ୧୫॰୫୯ମି)

District Positive Recovered Active Deceased
Ganjam 292 30 260 2
Jajpur 121 52 69 0
Balasore 119 22 97 0
Bhadrak 74 21 53 0
Khurdha 59 45 12 2
Kendrapara 27 2 25 0
Sundergarh 27 12 15 0
Puri 25 1 24 0
Cuttack 22 2 20 0
Angul 15 0 15 0
Mayurbhanj 11 0 11 0
Keonjhar 8 2 6 0
Nayagarh 6 0 6 0
Jagatsinghpur 5 0 5 0
Balangir 4 0 4 0
Boudh 4 0 4 0
Deogarh 2 1 1 0
Jharsuguda 2 2 0 0
Kalahandi 2 2 0 0
Dhenkanal 1 1 0 0
Koraput 1 1 0 0
Sambalpur 1 0 1 0
Total 828 196 628 4

Related Post

ପ୍ରଣବ ପ୍ରକାଶ ଦାସ ଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ 

Posted by - June 29, 2022 0
ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ଜନ୍ମଦିନ ଅବସରରେ ଯାଜପୁର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ । ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ସହିତ ବିଭିନ୍ନ ପ୍ରକଳ୍ପ ଉଦଘାଟନ ହୋଇଛି ।   ଉପର ବରୁହାଁ ପଂଚାୟତର କଚେରୀଗାଁ ଠାରେ ନୂତନ ମିଶନ ଶକ୍ତି ଗୃହର ଉଦଘାଟନ କରାଯାଇଛି । ଏହାକୁ ସମାଜସେବୀ ସଂଜୁଦେବୀ ଉଦଘାଟନ କରିଥିଲେ ।ବରୁହାଁରେ ନୂତନ ଦମକଳ କେନ୍ଦ୍ର ମଧ୍ୟ ଉଦଘାଟନ କରାଯାଇଛି । ଯାଜପୁର ମାର୍କେଟ କମ୍ପଲେକ୍ସ ପରିସରରେ ସିଲେଇ ମେସିନ ମହିଳା ମାନଙ୍କୁ ବଂଟନ କରାଯାଇଛି Iସେହିପରି ମାଳଆନନ୍ଦପୁର ପଂଚାୟତ ଷଠିପୁର ଠାରେ ମିଶନ ଶକ୍ତି ପକ୍ଷରୁ କାପେଂ ଉଦଘାଟନ କରାଯାଇଛି । ଏହି ସବୁ କାର୍ଯ୍ୟକ୍ରମରେ ଯାଜପୁର ବିଧାୟକଙ୍କ ପ୍ରତିନିଧି ଭବପ୍ରସାଦ ଦାସ ଏବଂ ଅଶୋକ ଦାସ ପାଂଉଣ୍ଡେସନର ବିଭିନ୍ନ କର୍ମକର୍ତା ମାନେ ଉପସ୍ଥିତ ଥିଲେ  ଏଠାରେ ଭିଡିଓ ଦେଖନ୍ତୁ   

ଓଡ଼ିଶା ଛୁଇଁବନି ବାତ୍ୟା: ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବ

Posted by - October 20, 2022 0
ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ସି-ତ୍ରାଙ୍ଗ’। ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହେଉଥିବା ନେଇ ସୂଚନା ମିଳିଛି। ଓଡିଶା ଉପକୂଳରୁ କିଛି ଦୂରରେ ସ୍ପର୍ଶ କରି…

୧୬ ଦିନ ହେଲାଣି ଆକ୍ରାନ୍ତ ଙ୍କ କୌଣସି ପତ୍ତା ମିଳୁନି

Posted by - June 4, 2021 0
ପାରାଦୀପ: କରୋନାରେ ଆକ୍ରାନ୍ତ ହେବା ପରେ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। କିନ୍ତୁ ୧୬ ଦିନ ହେଲାଣି ତାଙ୍କର କୌଣସି ପତ୍ତା ମିଳୁନି। ପରିବାର ଲୋକେ ଡାକ୍ତରଖାନାରୁ ଥାନା,…

ମମିତା ମେହେର ମୃତ୍ୟୁ ଘଟଣାର ପ୍ରତିବାଦ ରେ ବି ଜେ ପି ପକ୍ଷରୁ ଧାରଣା

Posted by - November 8, 2021 0
ଖପ୍ରାଖୋଳ:( ତାପସ ରଂଜନ ବେହେରା) ବଲାଙ୍ଗିର ଜିଳ୍ଳା ଖପ୍ରାଖୋଳ ବ୍ଳକ ବି ଜେ ପି ଦଳ ପକ୍ଷରୁ ମମିତା ମେହେର ଙ୍କୁ ନୃସଂଶ ଭାବେ ହତ୍ୟା କରି…

ରାଜ୍ୟ ରେ କରୋନା ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଲା, ଆଜି ୩ଙ୍କର ମୃତ୍ୟୁ

Posted by - July 12, 2020 201
ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଛି।ରାଜ୍ୟରେ ୧୨୦୦ରୁ ଅଧିକ କରୋନା ଯୋଦ୍ଧା ଆକ୍ରାନ୍ତ ହେଲେଣି। ଏଥିମଧ୍ୟରେ ୮୦ରୁ ଊର୍ଦ୍ଧ୍ବ ସରକାରୀ ଓ ବେସରକାରୀ ଡାକ୍ତର ରହିଥିବା…

There are 343 comments

Leave a comment

Your email address will not be published.