ଅନୁଗୋଳ ଛୁଇଁଲା କରୋନା – ୧୩ ପୋଜିଟିଭ.

3523 544

ଅନୁଗୋଳ:(ମହେଶ ଭୋମରାଜ)ରାଜ୍ୟରେ କରୋନା  ପରିସ୍ଥିତି ଗମ୍ଭୀର ରୂପ ନେଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୦ ଟପିଲା । ରାଜ୍ୟରେ ଆଜି ଆଉ ୫୮ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି । ଏଥିସହିତ ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।ଅନୁଗୁଳ ଜିଲ୍ଲା କରୋନା ମୁକ୍ତ ଥିବାବେଳେ ଆଜି ଏହି ଜିଲ୍ଲାରେ କରୋନା ପାଦ ଥାପିଛି  ।

ସେପଟେ ପ୍ରଥମ ଥର ପାଇଁ ଅନୁଗୋଳରୁ ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ । ଅନୁଗୋଳରେ ଏକାବେଳକେ ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଓଡ଼ିଶାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ସଂଖ୍ୟା ୨୦ରେ ପହଞ୍ଚିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

Related Post

ଡିପି ମାନ୍ୟତା ଦାବି ନେଇଁ ପ୍ରଶାସନ ର ଦମନ ସହୁଛନ୍ତି କାଶୀପର ବ୍ଲକ କୁପାଖାଲ ଗ୍ରାମବାସୀ

Posted by - November 15, 2022 0
କାଶୀପୁର:(ଅଞ୍ଜନ କୁମାର ନଏକ)ଦୁଇ ଦଶନ୍ଧି ହେଲା ପ୍ରଶାସନ ର ଦମନ ସହି ଆସୁଛନ୍ତି ପାଇକ କୁପାଖାଲ ଅଞ୍ଚଳ ବାସୀ ।ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ମାଇକଞ୍ଚ…

ଓଜେଏସ୍‌ ପାଇଲେ ବୁର୍ଲାର ଝିଅ ପ୍ରତିଭା ଦାଶ

Posted by - November 13, 2022 0
ସମ୍ବଲପୁର: (ରମାକାନ୍ତ ବିଶ୍ବାଳ) ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଅନୁଷ୍ଠିତ ଓଡ଼ିଶା ନ୍ୟାୟିକ ସେବା(ଓଜେଏସ୍‌) ପାଇଁ ଚୟନ ହୋଇଛନ୍ତି ବୁର୍ଲାର ଝିଅ ପ୍ରତିଭା ଦାଶ। ବୁର୍ଲା ପିଜି…

ଜିଲ୍ଲା ପରିବର୍ତ୍ତନ ଅନୁଷ୍ଠାନ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ

Posted by - October 21, 2021 0
ସୋନପୁର:(ଅଜିତ୍ କୁମାର୍ ପୁଝାରି)କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ମହାଲିଙ୍ଗି ସ୍ଥିତ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା, ସ୍କୁଲ ଏବଂ ମହାଲିଙ୍ଗି କଲେଜରେ ଚାଲିଥିବା…

ଦୁଇ ପୁଅର ଅକାଳ ବିୟୋଗ ପରେ ରୋଗ ଶଯ୍ୟାରେ ସାନପୁଅ; ଔଷଧ କିଣିବାକୁ ବିଧବା ମାଆର ନାହିଁ ସମ୍ବଳ

Posted by - August 23, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା) ପ୍ରଥମେ ନିଜ ଆଖି ଆଗରେ ନିଜର ଇହ କାଳ ପର କାଳର ଦେବତା ସ୍ୱାମୀକୁ ହରାଇବା ପରେ ସ୍ତ୍ରୀ ଟିଏ ଭାବି…

There are 544 comments

  1. Pingback: 1sharpness

Leave a comment

Your email address will not be published.