Breaking News
11:30 pmରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମ ଙ୍କ ପ୍ରଶଂସା 11:26 pmହକି ବିଶ୍ବକପ୍‌ ପୋଜିସନ୍‌ ମ୍ୟାଚ୍‌: ରାଉରକେଲାରେ ଭାରତ ୫-୨ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା 11:24 pmନୂଆପଡ଼ା: ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡି ଦଲ୍ଲିପଡ଼ା ଠାରେ ଆଜି ବାଇକରେ ଲିଫ୍ଟ ଦେବାରେ ବିଲମ୍ବ କରିବା ସହ ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାରେ ଭର୍ତ୍ତି, ଅଭିଯୁକ୍ତ ଅଟକ 11:23 pmଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୩ ମାସରେ ସଂପୂର୍ଣ୍ଣ ହେବ: ମୁଖ୍ୟ ଶାସନ ସଚିବ 11:18 pmପିଏଚଡି କରିଥିବା କରିଥିବା ସରକାରୀ କଲେଜ ଅଧ୍ୟାପକଙ୍କୁ ପ୍ରଦାନ କରାଯାଇଥିବା ତିନୋଟି ଆଡଭାନ୍ସ ଇନକ୍ରିମେଣ୍ଟକୁ ପ୍ରତ୍ୟାହାର ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗକୁ ଝଟକା ,ଜାନୁଆରି ୭ର ଏପରି ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ:-ହାଇକୋର୍ଟ

ଜୀବନ ସହ ଜୀବିକାକୁ ସୁରକ୍ଷିତ ରଖିବା ପ୍ରୟାସ ଜାରି ରହିଚ୍ଥି :ଯାଜପୁର ଜିଲ୍ଲାପାଳ

485 0

ଭୁବନେଶ୍ବର : ତା ୮ା୫: ଅଦୃଶ୍ୟ ଶକ୍ତି କରୋନା ସହ ମଣିଷ ଜାତିର ଲଢେଇ ଜାରି ରହିଚ୍ଥି । ସରକାର ଓ ବିଶେଷଜ୍ଞ ମାନଙ୍କ ମତରେ ଏ ସଂଘର୍ଷ ଦୀର୍ଘଦିନ ଧରି ଚାଲିପାରେ । ସେଥିରେ ଜୀବନ ଓ ଜୀବିକା ଉଭୟ ପ୍ରଭାବିତ ହେଊଚ୍ଥନ୍ତି । ତେବେ ଜୀବନ ରକ୍ଷା ପାଇଁ ବିବିଧ ଚିକିତ୍ସା ପ୍ରଣାଳୀ ଦ୍ୱାରା ଜନସାଧାରଣକୁ ସେବା ଯୋଗାଉଥିବା ସରକାର ଜୀବିକା ପାଇଁ ବର୍ତ୍ତମାନ ଅଧିକ କ୍ରିୟାଶୀଳ ହୋଇଚ୍ଥନ୍ତି । ସମସ୍ତ ଜିଲ୍ଳା ବର୍ତ୍ତମାନ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଲୋକ ମାନଙ୍କୁ କାମ ଯୋଗାଇଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଚ୍ଥନ୍ତି । ସେହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଳ୍‌ାରେ ନରେଗାର କାର୍ଯ୍ୟକୁ ପରିବ୍ୟାପ୍ତ କରାଯାଇଚ୍ଥି ବୋଲି ଯାଜପୁର ଜିଲ୍ଲା  ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ସୂଚନା ଦେଇଚ୍ଥନ୍ତି । ବର୍ତ୍ତମାନ କାର୍ଯ୍ୟ ଦୃତ ଗତିରେ ଚାଲିବା କଥା କିନ୍ତୁ କରୋନା ପାଇଁ ମାର୍ଚ୍ଚ ମାସରେ କାମ ହୋଇପାରି ନଥିଲା ।

ତେବେ ସରକାର ଓ ଜିଲ୍ଳ୍‌ା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଅପ୍ରେଲ ମାସ ୧ ତାରିଖ ଠାରୁ କାର୍ଯ୍ୟ ଆରମ୍ଭ ହୋଇଚ୍ଥି ବୋଲି ଶ୍ରୀ ନାୟକ କହିଚ୍ଥନ୍ତି । ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ କହିବା ଅନୁସାରେ କରୋନା ସମଗ୍ର ବିଶ୍ୱର ଅର୍ଥନୀତିକୁ ନଷ୍ଟ କରିଦେଇଥିବା ବେଳେ ଏହାକୁ ପୁନର୍ଜୀବିତ କରିବା ସହ ସାଧାରଣ ଜନତାଙ୍କୁ ଆର୍ଥିକ ସହଯୋଗ କାର୍ଯ୍ୟ ମାଧ୍ୟମରେ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଚ୍ଥି । ଆମ ଜିଲ୍ଳ୍‌ାର ନରେଗାର କାର୍ଯ୍ୟ ସହ ଜିଲ୍ଳ୍‌ା ଖଣିଜ ପାଣ୍ଠି ବା ଡି.ଏମ୍‌.ଏପଂ୍‌. ଋୁ ମଧ୍ୟ ସଂଖ୍ୟାଧିକ ପ୍ରକଳ୍ପକୁ ମଞ୍ଜୁର କରାଯାଇଅଚ୍ଥି । ଯାହା ପଂଳରେ ଲୋକ ମାନଙ୍କୁ ଆର୍ଥିକ ସୁବିଧା ମିଳିପାରିବ । ଏହାର ସହଯୋଗ ନେବାକୁ ସେ ଅନୁରୋଧ କରିଚ୍ଥନ୍ତି । ତେବେ ସରକାରଙ୍କ ନିୟମ ଅନୁସାରେ କାର୍ଯ୍ୟ କ୍ଷେତ୍ରରେ ପ୍ରତ୍ୟେକ ବ୍ୟକ୍ତି ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଅଚ୍ଥି ।

ସରକାରଙ୍କ ଠାରୁ ମିଳୁଥିବା ନିୟମାବଳୀକୁ କଡାକଡି ପାଳନ କରାଯାଇ କାର୍ଯ୍ୟ ତ୍ୱରାନ୍ୱିତ ହୋଇଚ୍ଥି ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ କହିଚ୍ଥନ୍ତି । ବର୍ତ୍ତମାନ ସୁଦ୍ଧା ୭୨୬୨୦ କର୍ମ ଦିବସ ସୃଷ୍ଟି ହୋଇଥିବା ବେଳେ ୨୮୬.୯୨ ଲକ୍ଷ ଟଙ୍କା ବିନିଯୋଗ ହୋଇଚ୍ଥି । ଚଳିତ ମାସ ୭ ତାରିଖ ସୁଦ୍ଧା ବଡଚଣା ୨୦୨୩, ବରୀରେ ୭୧୩୨, ବିଂଝାରପୁରରେ ୫୪୦୩, ଦାନଗଦୀରେ ୩୪୧୧, ଦଶରଥପୁରରେ ୨୮୭୩୫, ଧର୍ମଶାଳାରେ ୫୪୯୪, ଯାଜପୁରରେ ୫୭୦୪, କୋରାଇରେ ୬୮୮୬, ରସୁଲପୁରରେ ୧୦୪୦ ଓ ସୁକିନ୍ଦା ବ୍ଳ୍‌କରେ ୬୭୯୨ ଶ୍ରମ ଦିବସ ସୃଷ୍ଟି କରାଯାଇପାରିଚ୍ଥି ବୋଲି ନରେଗାର ସଂଯୋଜକ ଚିନ୍ମୟ ସିଂ ସୂଚନା ଦେଇଚ୍ଥନ୍ତି । ଆଗ୍ରହି ବ୍ୟକ୍ତି ମାନେ କାର୍ଯ୍ୟ କରିବାକୁ ଚାହିଲେ ତୁରନ୍ତ ସଂପୃକ୍ତ ବି.ଡି.ଓ., ସରପଞ୍ଚ ମାନଙ୍କ ସହ ଯୋଗାଯୋଗ କରିବାକୁ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ଅନୁରୋଧ କରିଚ୍ଥନ୍ତି ।

Related Post

ସମାଜ କଲ୍ୟାଣ ପରିଷଦ ସଭା ଗୃହରେ ଶ୍ରୀ କଲ୍ୟାଣ ସେବା ପରିବାର ତରଫରୁ ଗୁରୁପୂର୍ଣ୍ଣିମା ପାଳିତ

Posted by - July 14, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ଟିଟିଲାଗଡ ଶ୍ରୀ କଲ୍ୟାଣ ସେବା ପରିବାର ତରଫରୁ ଧୁମଧାମରେ ଏହି ଦିବସକୁ ପାଳନ କରାଯାଇଛି। ସଂସ୍ଥାର ସଭାପତି ପ୍ରମୋଦ…

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ହେଲେ କେଶବ ନାରାୟଣ ଜୈନ

Posted by - March 25, 2022 0
ବଙ୍ଗୋମୁଣ୍ଡା: ତା୨୩/୩(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତିର ଆଜି ବୁଧବାର ଥିଲା ଉପାଧ୍ୟକ୍ଷ ନିର୍ବାଚନ ରେ କଂଗ୍ରେସ ସମରର୍ଥିତ ପ୍ରାଥି କେଶବ ନାରାୟଣ ଜୈନ…

ଭଙ୍ଗା ହେଲା ଯାଜପୁର ବହୁ ଚର୍ଚ୍ଚିତ ରୂପେସ୍ ଭଦ୍ରଙ୍କ ରଙ୍ଗଶାଳା

Posted by - February 8, 2020 949
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ବହୁ ଚର୍ଚ୍ଚିତ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଏକ ବଳିଷ୍ଠ ପଦକ୍ଷେପ ।…

ଧାନ ଚୋରା ଚାଲାଣ ରୋକିବା ଜିଲ୍ଲା ପ୍ରଶାସନ ର ଦୃଢ଼ ପଦକ୍ଷେପ

Posted by - February 5, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲାରେ ଧାନ ଚୋରା ଚାଲାଣ ରୋକିବା ପାଇଁ ଯୋଗାଣ ବିଭାଗ ତରଫରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି I ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଯୋଗାଣ…

ନବରଙ୍ଗପୁରରେ ନୂତନ ଏସପି ଙ୍କ ଦାଇତ୍ୱ ଗ୍ରହଣ

Posted by - July 15, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଏସପି ପ୍ରହଲ୍ଲାଦ ସାହାଇ ମିନାଙ୍କ ମାଲକାନଗିରି ଜିଲାକୁ ବଦଳି ପରେ ଗୁରୁବାର ନୂତନ ଏସପି ପି .ଏସ ପରଷୋତ୍ତମ ଦାସ ଦାଇତ୍ୱ…

Leave a comment

Your email address will not be published.