ରାଜ୍ୟ ରେ କୋରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ପହଞ୍ଚିଲା ୨୪୫ ରେ ,(ଅପଡେଟ ମଇ ୮ ସକାଳ ୮.୦୭)

463 0

ଭୁବନେଶ୍ବର :ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮୧ ଜଣ ଚିକିତ୍ସାଧୀନ ଥିବାବେଳେ ୬୨ ଜଣ ସୁସ୍ଥ ହୋଇଛନ୍ତି। ତେବେ ୨ଜଣଙ୍କ ମୃତ୍ୟୁ ଘଟିଛି।ତେବେ ଦେଖନ୍ତୁ ଚିତ୍ର ମାଧ୍ୟମ ରେ କେଉଁ  ଜିଲ୍ଲା ରେ କେତେ ତ ହେଲେଣି। ଆଜି ସକାଳ ରୁ ଏକାଥରକେ ୨୬ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ।ତା ମଧ୍ୟରୁଚିହ୍ନଟ ହୋଇଥିବା ୨୬ ନୂଆ ଆକ୍ରାନ୍ତ ଗଞ୍ଜାମରୁ ୧୯ ଜଣ, କେନ୍ଦ୍ରାପଡ଼ାରୁ ୫ ଓ ଭଦ୍ରକ ଜିଲ୍ଲାରୁ ୨ ନୂଆ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ଏ ବିଷୟ ରେ ସରକାର ଙ୍କ ତରଫ ରୁ ସୂଚନା  ଦିଅ ଯାଇଛି।

 

Related Post

ଡିଏଭି ମହାବିଦ୍ୟାଳୟ ପରିସରରୁ ବିନା ଅନୁମତିରେ ଶାଗୁଆନ ଗଛ କଟା ଘଟଣା,ବନ ବିଭାଗ ଅଧିକାରୀ ଆସି କଲେ ଅନୁଧ୍ୟାନ

Posted by - May 6, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ପରିସରରେ ନିର୍ମାଣ ହେବ ଟାଉନ ହଲ, ଟାଉନ ହଲ ପାଖରେ ବୋଏଜ ହଷ୍ଟେଲ ଏବଂ କମର୍ସ ବ୍ଲକରେ ନିର୍ମାଣ ହେବ…

ଆବାସ ଯୋଜନାରେ ମହା ଘୋଟଲା,ସହ ସହ ହିତାଧିକାରୀ ବ୍ଲକ ଘେରାଉ

Posted by - January 10, 2023 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ)ସବୁ ବେଳେ ଚର୍ଚ୍ଚାରେ ସେ ବିଜୁ ପକ୍କାଘର ହେଉ କି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କୁହନ୍ତୁ ବୌଦ୍ ଜିଲ୍ଲାରେ ଲାଗି ରହିଛି ଉଲଟା…

ଆନ୍ଧ୍ର ପ୍ରଦେଶ ରୁ ଦାଦନ ଶ୍ରମିକଙ୍କ ମୃତ ଦେହ ବୌଦ୍ଧ ଜିଲ୍ଲା ପ୍ରଶାସନ ଦ୍ୱାରା ଉଦ୍ଧାର

Posted by - October 4, 2021 0
ବୌଦ୍ଧ(ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମର ଟିକୁନୁ ସେଠୀ ଦୀର୍ଘ ତିନି ମାସ ତଳେ ଆନ୍ଧ୍ରପ୍ରଦେଶ କୁ କାମ ପାଇଁ ଯାଇଥିଲା l ସେଠାରେ…

ସର୍ବଭାରତୀୟ ଆୟୋଜିତ କମ୍ପୁଟର ବିଜ୍ଞାନ ମେଳାରେ ଓଡିଶା ପାଇଁ ଗର୍ବ ଆଣିଲେ ଯାଜପୁର ଝିଅ

Posted by - December 2, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ସର୍ବଭାରତୀୟ ଆୟୋଜିତ କମ୍ପୁଟର ବିଜ୍ଞାନ ମେଳାରେ ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଓଡିଶା ପାଇଁ ଗର୍ବ ଆଣିଲେ ଯାଜପୁର ର ଝିଅ…

ଦୁବାଇରେ ଶେଷହେଲା ଓଡିଶା ଇନଭେଷ୍ଟର ମିଟ : ମୁଖ୍ୟମନ୍ତ୍ରୀ ଙ୍କ ନିମନ୍ତ୍ରଣ ରେ ଓଡିଶା ଆସିବେ ବଡ ବଡ କମ୍ପାନି :ବିଭିନ୍ନ କ୍ଷେତ୍ରରେ ନିବେଶ ହେବ ୨୧ହଜାର କୋଟି ଓ ସୃଷ୍ଟି ହେବ ୧୯ ହଜାରରୁ ଉର୍ଦ୍ଧ୍ଵ ନିଯୁକ୍ତି ସୁଯୋଗ

Posted by - June 30, 2022 0
ଭୁବନେଶ୍ଵର: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଦୁବାଇରେ ଜୁନ୍ ୨୯ ତାରିଖରେ ଶେଷ ହୋଇଛି ଓଡିଶା ଇନଭେଷ୍ଟଟର ମିଟ-୨୦୨୨ l ରାଜ୍ୟର ବିଭିନ୍ନ କ୍ଷେତ୍ରରେ…

Leave a comment

Your email address will not be published.