ଯାଜପୁର ଜିଲାପାଳ ଅପିଂସରେ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

11143 1,078

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାପାଳ ଅପିଂସର ଓସୱାନ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯର୍୍ୟୟକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ । ଭିଡିଓ କନପଂରେନ୍ସି ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ବର୍ଷାଦିନ ପୂର୍ବରୁ ରାସ୍ତାଘାଟ ମରାମତି ସହିତ ନଦୀବନ୍ଧ ଗୁଡିକର ମରାମତି କରିବାକୁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ । ଏଥିପାଇଁ ପ୍ରତ୍ୟେକ ବିଭାଗୀୟ ଅଧିକାରୀ ସଜାଗ ହେବାକୁ ପରାମର୍ଶ ଦେଇଥିଲେ ।

ବିଦ୍ୟୁତ୍‌,ପାନୀୟ ଜଳ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀ ମାନେ ଆବଶ୍ୟକ ପଦପେକ୍ଷପ ନେବାକୁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ । ସେହିପରି ବର୍ଷା ଦିନରେ ବିଭିନ୍ନ ନଦୀରେ ପଡିବାକୁ ଥିବା ଡଂଗା ଏବଂ ଡଂଗା ଚାଳକ ମାନଙ୍କର ପଂଜିକରଣ ବାଧ୍ୟତାମୁଳକ କରାଯାଇଛି । ବର୍ଷାଦିନ ପାଇଁ ଔଷଧ,ହାଲୋଜେନ ବଟିକା ସହିତ ସ୍ନେକ ହେଲ୍‌ପ ଲାଇନ ସଦସ୍ୟ  ଏବଂ ସ୍ୱେଚ୍ଚାସେବୀ ମାନଙ୍କର ତାଲିକା ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଧେଶ ଦିଆଯାଇଛି । ଏହି ବୈଠକରେ ଯାଜପୁର ଜିଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି,ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ଭୈରବୀ ଡିଗ୍ରୀ କଲେଜରେ ଭୋଟର ସଚେତନତା ଓ ସମ୍ବିଧାନ ଦିବସ ପାଳିତ

Posted by - November 27, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳରେ ଜାତୀୟ ସେବା ଯୋଜନା ଓ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ମିଳିତ ଅନୁକୁକୁଲ୍ୟରେ ଭୋଟର…

ଓଡିଶା ରାଜ୍ୟ କୃଷକ ସଂଗଠନ ତରଫରୁ ଚାଷି ସମସ୍ୟାକୁ ନେଇ ରିଲେ ଅନଶନ

Posted by - November 23, 2021 0
ବରଗଡ/ଅତାବିରା:ରାଜ୍ୟରେ ଚାଷିଭାଇଙ୍କ ବିଭିନ୍ନ ସମସ୍ୟା କୁ ନେଇ ସଦାସର୍ବଦା ଓଡିଶା ରାଜ୍ୟ କୃଷକ ସଂଗଠନ ସୁଖ ଦୁଖର ସାଥି ହୋଇ ଚାଷିଭାଇଙ୍କ ସହ ହାତକୁ ହାତ ମିଶାଇ…

ଟ୍ରକ ଚାପାରେ ଗଲା ମହିଳାଙ୍କ ଜୀବନ

Posted by - December 17, 2019 0
ଯାଜପୁର(ଆନନ୍ଦ ଚନ୍ଦ୍ର ସାହୁ) : ପୁଣି ୫୩ନଂ ଜାତୀୟ ରାଜପଥରେ ଦୁର୍ଘଟଣା। ଚଣ୍ଡିଖୋଲ ନିକଟ ଖୋସାଲିପୁର ରେଲୱେ ବ୍ରିଜ ଉପରେ ଟ୍ରକ ଚାପାରେ ମହିଳାଙ୍କ ମୃତ୍ୟୁ। ମୃତ…

କଳାହାଣ୍ଡିର ଇଷ୍ଟ ଦେବି ମା ମାଣିକେଶ୍ବରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ସୁରୁଖୁରୁରେ ପାଳିତ

Posted by - October 4, 2022 0
ନର୍ଲା:(ଅମୀୟ କୁମାର ଦାସ)ଏହି ବର୍ଷ କଳାହାଣ୍ଡି ର ଇଷ୍ଟ ଦେବି ମା ମାଣିକେଶ୍ବରୀ ର ପ୍ରସିଦ୍ଧ ଛତର ଯାତ୍ରା ରେ ଲକ୍ଷ୍ୟ ଲକ୍ଷ୍ୟ ଲୋକ ଙ୍କୁ ଦେଖଵା…

ଫ୍ରେଣ୍ଡସିଫ କ୍ଳବ ର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

Posted by - September 5, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)୩ ସେପ୍ଟେମ୍ବର ୨୦୨୧. ଫ୍ରେଣ୍ଡସିଫ୍ କ୍ଲବ ର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି |କ୍ଲବ ସଭାପତି ସୁମନ ସଡଙ୍ଗୀ ଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇଥିବାବେଳେ,ଏଥିର୍…

There are 1,078 comments