Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଯାଜପୁର ଗସ୍ତରେ ଗୁଇନ୍ଦା ମହାନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି

1546 187

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଗସ୍ତରେ ଗୁଇନ୍ଦା ମହାନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି । ସେ ଆଜି ଯାଜପୁରରେ ପହଂଚି ପ୍ରଥମେ କୋରୋନାର ହଟସ୍ପଟ ପାଲଟିଥିବା ଦଶରଥପୁର ବ୍ଳକର କଟିକଟା ପଂଚାୟତକୁ ଯାଇଥିଲେ । ସେଠାରେ ପରିସ୍ଥିତି ଅନୁଧ୍ୟାନ କରିବା ସହିତ ବିଭିନ୍ନ କ୍ୱାରେଂଟିନ କେନ୍ଦ୍ରକୁ ମଧ୍ୟ ଯାଇଥିଲେ ।

ସେଠାରୁ ପେଂରିବା ପରେ ଯାଜପୁର ଥାନା ପରିଦର୍ଶନ କରିଥିଲେ । ଥାନାରେ ରହିଥିବା ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ପଚାରିବୁଝିଥିଲେ । ଥାନା ପରିସରରେ ଥିବା ବାରାକ କୁ ମଧ୍ୟ ବୁଲି ଦେଖିଥିଲେ । ଗୁଇନ୍ଦା ମହାନିର୍ଦ୍ଧେଶକଙ୍କ ସହିତ ଯାଜପୁର ଏସପି ଚରଣ ସିଂ ମିନା ମଧ୍ୟ ଥିଲେ ।

Facebook Notice for EU! You need to login to view and post FB Comments!

Related Post

ହିନ୍ଦୁ ଓ ସନାତନ ପ୍ରେମୀ ମାନଙ୍କ ଭାବାବେଗ ରେ କୁଠାରଘାତ,ଥାନା ରେ ଏତଲା

Posted by - June 17, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଏକ ଟିିଭି ଚ୍ୟାନେଲରେ ହିନ୍ଦୁ ଦେବା ଦେବୀଙ୍କ ଅସମ୍ମାନ ସୂଚକ ମନ୍ତବ୍ୟ ଦେବା ଅଭିଯୋଗରେ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଙ୍କ ବିରୋଧରେ ଯାଜପୁର…

ତୁରେକେଲା ଗାଁ ମଞ୍ଜୁରମରା ପାହାଡ଼କୁ ସବୁଜ ସୁନ୍ଦର କରିବା ପାଇଁ ଚାରାରୋପଣର ଶୁଭ ଉଦ୍ଧଘାଟନ 

Posted by - May 23, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକତୁରେକେଲାଗାଁ ମଞ୍ଜୁରମରା ପାହାଡକୁ ବନବିଭାଗ ପକ୍ଷରୁ ଆଜି ସୋମବାର ସକାଳ ୧୦ଟା ବେଳେ ବଙ୍ଗୋମୁଣ୍ଡା ବନାଞ୍ଚଳ ଅଧିକାରୀ ଜନାର୍ଦ୍ଦନ ଠାକୁରଙ୍କ…

ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର, ପୋଲିସ ର ତଦନ୍ତ ଜାରି

Posted by - May 14, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଳାହାଣ୍ଡି ଜିଲ୍ଲା କେସିଙ୍ଗା ସଦର ମହକୁମା ଜଗନ୍ନାଥ ପଡା କମ୍ପ୍ଲେକ୍ସ ନିକଟରେ ଜୈନିକ ଅଜଣା ବ୍ଯକ୍ତି ସଂଜ୍ଞାହୀନ ଅବସ୍ଥା ରେ…

ନୂତନ ବ୍ଲକ ଅଧ୍ୟକ୍ଷ ଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

Posted by - April 16, 2022 0
ମାଥିଲି: (ଅବଦୁଲ ଗନି) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ନୂତନ ଅଧ୍ୟକ୍ଷ ମହେଶ କୁମାର ବାକା ଏସ. ଏସ. ଡି. ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା…

There are 187 comments

  1. Asking questions are actually nice thing if you are
    not understanding something entirely, however
    this piece of writing offers pleasant understanding even.

  2. Having read this I believed it was really enlightening. I appreciate you taking the
    time and effort to put this content together. I once again find
    myself personally spending way too much time both reading and commenting.
    But so what, it was still worthwhile!

  3. Hi there! Do you know if they make any plugins to assist with Search Engine Optimization? I’m trying to get my blog
    to rank for some targeted keywords but I’m not seeing very
    good success. If you know of any please share.

    Thank you!

  4. Hey I know this is off topic but I was wondering if you knew of
    any widgets I could add to my blog that automatically tweet my
    newest twitter updates. I’ve been looking for a plug-in like this
    for quite some time and was hoping maybe you would
    have some experience with something like this. Please let
    me know if you run into anything. I truly enjoy reading your blog
    and I look forward to your new updates.

  5. I am not sure where you are getting your information, but great
    topic. I needs to spend some time learning more or understanding
    more. Thanks for fantastic information I was looking for this information for my mission.

  6. Excellent blog you have got here.. It’s difficult to find high quality writing
    like yours these days. I seriously appreciate people like you!

    Take care!!

  7. Hmm is anyone else having problems with the pictures on this blog
    loading? I’m trying to figure out if its a problem on my end or
    if it’s the blog. Any feedback would be greatly appreciated.

  8. Remarkable things here. I’m very glad to look your
    post. Thank you a lot and I’m taking a look ahead to touch you.
    Will you please drop me a mail?

Leave a comment

Your email address will not be published.