ନ୍ୟାୟ ନମିଳିବାରୁ ଜଣେ ସଂଖ୍ୟା ଲଘୁ ମହିଳା ଙ୍କ ଯାଜପୁର ଏସ୍‌ପିଙ୍କ ନିକଟରେ ଗୁହାରି

2128 274

ଯାଜପୁର: କୋରେଇ ଥାନା ଅନ୍ତର୍ଗତ ସାଦକପୁର ପଞ୍ଚାୟତ କାଜୁ ବସ୍ତିର ଶେଖ ବାବରଙ୍କ ଝିଅ ମୁନି ଖାତୁନଙ୍କୁ ତାଙ୍କ ଭାଇଭାଉଜ ମାଡ଼ ମାରିଥି‌ବା କୋରେଇ ଥାନାରେ ଅଭିଯୋଗ ହୋଇଥିଲା। ମୁନି କଟକରେ ବିବାହ କରିଥିବା ବେଳେ ତାଙ୍କ ସ୍ବାମୀ ବାଙ୍ଗାଲୋରରେ ରହି କାମ କରୁଛନ୍ତି। ଶାଶୂଘ‌ରେ କେହି ନଥିବାରୁ ମୁନି କୋରେଇ କାଜି ବସ୍ତିରେ ଘରଭଡ଼ା ନେଇ ରହୁଛନ୍ତି। କୌଣସି କାରଣକୁ ନେଇ ମୁନିଙ୍କ ବଡ଼ଭାଇ ଓ ଭାଉଜ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ମୁନି ଏନେଇ କୋରେଇ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ କରିନଥିଲା। ଏଥିପାଇଁ ଆଜି ମୁନି ଯାଜପୁର ଏସ୍‌ପି ଚରଣ ସି˚ ମୀନାଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ। ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି କୋରେଇ ପୁଲିସ।

Related Post

ବିଧାୟକ ଓ ଜିଲ୍ଲାପାଳ ଙ୍କ ଦ୍ଵାରା ଶ୍ରେଣୀଗୃହ ଉଦଘାଟନ, ବୃକ୍ଷ ରୋପଣ, ଓ 5 ଟି ଉଚ୍ଚ ବିଦ୍ୟାଳୟ କାର୍ଯ୍ୟ ପରିଦର୍ଶନ

Posted by - August 7, 2021 0
ବୌଦ୍ଧ(ଚିତ୍ତରଞ୍ଜନସିଂ) କଣ୍ଟାମାଲ ବିଧାୟକ ମହିଧର ରଣା, ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଆଜି କଣ୍ଟାମାଲ ବ୍ଲକ ନୂଆଁପାଲି ଉଛ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ରେ ନିର୍ମିତ…

ଛତ୍ରଙ୍ଗ ଗ୍ରାମପଞ୍ଚାୟତରେ ଭୋଟ ପରବର୍ତ୍ତୀ ହିଂସା

Posted by - March 4, 2022 0
ହରଭଙ୍ଗା :(ଚିତ୍ତରଂଜନସିଂ)ଗତକାଲି ରାତି ୦୮ଟା ସମୟରେ ନାମ ସଙ୍କୀର୍ତ୍ତନ ସାରି ନେଡିସାହିଠାରୁ ନିଜ ଗ୍ରାମ ଝାରଖମଣ ଫେରୁଥିବା ବେଳେ ଝାରଖମଣ ଛକ ନିକଟରେ ବିନୋଦ ମଲିକଙ୍କୁ ତାଙ୍କ…

ପୁସ୍ତକ ମହାସମର ଏବଂ ପଞ୍ଚକନ୍ୟା ଲୋକାର୍ପଣ ଉତ୍ସବ

Posted by - June 17, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବୀଚିତ୍ରପୁର ପଂଚାୟତ ବାଲିଆ ମୁଣ୍ଡଳୀ ଗ୍ରାମର ବନ ବିହାରୀ ମଠ ପରିସରରେ ଔପନ୍ୟାସିକ ଜଗନ୍ନାଥ ଧଳ ଙ୍କ ରଚିତ ପୁସ୍ତକ…

ପାଞ୍ଚ ଶହ ସ୍ୱଚ୍ଛତା କିଟ ଭାରତୀୟ ରେଡ଼କ୍ରସ ଜିଲ୍ଲା ଶାଖା ନବରଙ୍ଗପୁରକୁ ପ୍ରଦାନ

Posted by - January 11, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ, ନବରଙ୍ଗପୁର ଜିଲ୍ଲା ନିମନ୍ତେ ପାଞ୍ଚ ଶହ ସ୍ୱଚ୍ଛତା କିଟ ଭାରତୀୟ ରେଡ଼କ୍ରସ ଜିଲ୍ଲା ଶାଖା…

ଖପ୍ରାଖୋଲ ରେ ସିଆରପିଏଫ ର ସ୍ଥାପନା ଦିବସ ପାଳିତ

Posted by - March 4, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ସ୍ଥାନୀୟ ସିଆରପିଏଫ ୧୮୯ ବ୍ଯାଟେଲିଏନ କାର୍ୟ୍ଯାଲୟ ପରିଷରରେ ସିଆରପିଏଫ ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ୟ୍ଯକ୍ରମ ରେ…

There are 274 comments

Leave a comment

Your email address will not be published.