ଯାଜପୁର: କୋରେଇ ଥାନା ଅନ୍ତର୍ଗତ ସାଦକପୁର ପଞ୍ଚାୟତ କାଜୁ ବସ୍ତିର ଶେଖ ବାବରଙ୍କ ଝିଅ ମୁନି ଖାତୁନଙ୍କୁ ତାଙ୍କ ଭାଇଭାଉଜ ମାଡ଼ ମାରିଥିବା କୋରେଇ ଥାନାରେ ଅଭିଯୋଗ ହୋଇଥିଲା। ମୁନି କଟକରେ ବିବାହ କରିଥିବା ବେଳେ ତାଙ୍କ ସ୍ବାମୀ ବାଙ୍ଗାଲୋରରେ ରହି କାମ କରୁଛନ୍ତି। ଶାଶୂଘରେ କେହି ନଥିବାରୁ ମୁନି କୋରେଇ କାଜି ବସ୍ତିରେ ଘରଭଡ଼ା ନେଇ ରହୁଛନ୍ତି। କୌଣସି କାରଣକୁ ନେଇ ମୁନିଙ୍କ ବଡ଼ଭାଇ ଓ ଭାଉଜ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ମୁନି ଏନେଇ କୋରେଇ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ କରିନଥିଲା। ଏଥିପାଇଁ ଆଜି ମୁନି ଯାଜପୁର ଏସ୍ପି ଚରଣ ସି˚ ମୀନାଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ। ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି କୋରେଇ ପୁଲିସ।
Facebook Notice for EU!
You need to login to view and post FB Comments!
This massive growth now allows participants to perform for much bigger quantities of money.
Come on, step into happiness with Bodrum Escorts, Bodrum escort ladies, Bodrum escorts and Bodrum escort girls.