ପୁରୀ :(ସମୀର ରଞ୍ଜନ ନାୟକ)ଶ୍ରୀକ୍ଷେତ୍ର ପରିବା ପାଇକାରୀ ସଂଘ ,ପୁରୀ ଦ୍ୱାରା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ କୋଭିଡ ୧୯ ସହାୟତା ପାଇଁ ଟ: ୧,୦୧,୧୧୧ (ଏକ ଲକ୍ଷ ଏକ ହଜାର ଶହେ ଏଗାର ଟଙ୍କା )ପ୍ରଦାନ କରା ଯାଇ ଅଛି . ସଂଘ ତରଫରୁ ସଂଘ ସମ୍ପାଦକ ଶ୍ରୀ ଅଶୋକ କୁମାର ଶତପଥି ଉକ୍ତ ଅର୍ଥ ରାଶି ର ଏକ ବ୍ୟାଙ୍କ ଡ୍ରାଫ୍ଟ ଜିଲ୍ଲାପାଳ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ପ୍ରଦାନ କରି ଥିଲେ .:।
