Breaking News
6:08 pmକଟକ ସବ୍‌ରେଜିଷ୍ଟ୍ରେର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା: ଅବକାରୀ ବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ 6:07 pmଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ,ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ : କଂଗ୍ରେସ, 6:06 pmନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର 3:38 pmଯାଜପୁର:ନାବାଳିକାଙ୍କୁ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର,କୋରେଇ ଥାନା କଡମା ଗ୍ରାମ ନିକଟରେ ହେଉଥିବା ଏକ ମେଳା ଦେଖିବାକୁ ଯାଇଥିଲେ ସେହି ଗ୍ରାମର ଜନୈକ ୧୬ ବର୍ଷୀୟା ନାବାଳିକା । ତେବେ ଫେରିଵା ବାଟରେ କଡମା ଗ୍ରାମର ଜଣେ ଯୁବକ ଓ ରାଉତପଡା ଗ୍ରାମର ଜଣେ ଯୁବକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଖବର 3:36 pmନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି। କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା

ଶ୍ରୀକ୍ଷେତ୍ର ପରିବା ପାଇକାରୀ ସଂଘ ର କୋଭିଡ ୧୯ ସହାୟତା ପାଇଁ ଏକ ଲକ୍ଷ ଏକ ହଜାର ଶହେ ଏଗାର ଟଙ୍କାପ୍ରଦାନ

405 0

ପୁରୀ :(ସମୀର ରଞ୍ଜନ ନାୟକ)ଶ୍ରୀକ୍ଷେତ୍ର ପରିବା ପାଇକାରୀ ସଂଘ ,ପୁରୀ ଦ୍ୱାରା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ କୋଭିଡ ୧୯ ସହାୟତା ପାଇଁ ଟ: ୧,୦୧,୧୧୧ (ଏକ ଲକ୍ଷ ଏକ ହଜାର ଶହେ ଏଗାର ଟଙ୍କା )ପ୍ରଦାନ କରା ଯାଇ ଅଛି . ସଂଘ ତରଫରୁ ସଂଘ ସମ୍ପାଦକ ଶ୍ରୀ ଅଶୋକ କୁମାର ଶତପଥି ଉକ୍ତ ଅର୍ଥ ରାଶି ର ଏକ ବ୍ୟାଙ୍କ ଡ୍ରାଫ୍ଟ ଜିଲ୍ଲାପାଳ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ପ୍ରଦାନ କରି ଥିଲେ .:।

Related Post

ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବରୀ ପରିଦର୍ଶନ

Posted by - April 9, 2020 683
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବରୀର ବଜାର ବୁଲି ଦେଖିବା ସହିତ ଲୋକଙ୍କୁ ସଚେତନ କରାଇଥିଲେ ।…

ଟିକରପଡା ବନ୍ୟାଞ୍ଚଳ ପରିଦର୍ଶନ କଲେ ଆଠମଲ୍ଲିକ ବିଧାୟକ

Posted by - August 20, 2020 0
ଅନୁଗୁଳ:(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଟିକରପଡାରେ ଅାଜି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ । ବିଧାୟକ ପ୍ରଥମେ ମଝିପଡା,ଗଇଁଦି,ବେହେର‍ସାହି…

ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା

Posted by - April 26, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ହରଭଙ୍ଗା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ବିଦ୍ୟାଳୟର ପ୍ରଧନଶିକ୍ଷକ…

ଜିଲାପାଳ ଅପିଂସ ସମ୍ମୁଖରେ ନ୍ୟାୟ ଦାବିରେ ଆମରଣ ଅନଶନ

Posted by - September 11, 2021 0
ସରକାରୀ ଜମି ଜବରଦଖଲ ପ୍ରତିବାଦରେ ଜିଲାପାଳ ଅପିଂସ ସମ୍ମୁଖରେ ଅନଶନରେ ବସିଲେ ପରିବାର ଲୋକେIଯାଜପୁର ବିଂଝାରପୁର ବ୍ଲକ କଂଟିପୁର ଅଂଚଳର ପ୍ରପୁଂଲ୍ଲ ନାୟକଙ୍କ ଘର ପାଖରେ ରହିଛି ସରକାରୀ ଜମି । ଏହାକୁ ପଡୋଶୀ ଜଣକ ଜବରଦଖଲ କରି ରହିଥିବାରୁ ପ୍ରପୁଂଲ୍ଲ ନିଜ ଘରକୁ ଯିବାକୁ ଅସୁବିଧା ଭୋଗ କରୁଛନ୍ତି । ଏ ନେଇ ସେ ସ୍ଥାନୀୟ ପ୍ରଶାସିନକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କୌଣସି ସୁପଂଳ ନମିଳିବାରୁ ବାଧ୍ୟ ହୋଇ ପରିବାର ଲୋକେ ଆଜି ଜିଲାପାଳ ଅପିଂସ ସମ୍ମୁଖରେ ଧାରଣାରେ ବସିଛନ୍ତି । ଦାବୀ ପୁରଣ ନ ହେବା ପର୍ଯ୍ୟନ୍ତ ଧାରଣାରେ ବସି ରହିବାକୁ ଚେତାବନି ଦେଇଛନ୍ତି ପ୍ରପୁଂଲ୍ଲଙ୍କ ପରିବାର ଲୋକେ ।

ବୋଲେରୋ,ବାଇକ ମୁହାଁ ମୁହିଁ ଧକ୍କା ଦୁଇ ଗୁରୁତ୍ୱର

Posted by - December 22, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଡିମୁଣ୍ଡା ଗ୍ରାମ ନିକଟରେ ଏକ ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କା ହେବାରୁ ସ୍ୱାମୀ ସ୍ତ୍ରୀ ଦୁହେଁ ଗୁରୁତର…

Leave a comment

Your email address will not be published.