ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପୁରୀ ଗସ୍ତ, ଗସ୍ତପୂର୍ବରୁ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅଟକ

958 0

ପୁରୀରେ ମିଶନ ଶକ୍ତି ମହିଳା ସମାବେଶରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ସମାବେଶରେ ରାଜ୍ୟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ପ୍ରାୟ ୫୦ ହଜାର ମହିଳା ଯୋଗ ଦେଇଛନ୍ତି । ସମାବେଶରେ ସ୍ବୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ପ୍ରୋତ୍ସାହନ ରାଶି ଓ ମୋବାଇଲ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭର କାର୍ଯ୍ୟକ୍ରମ ରହିଛି । ସମାବେଶରେ ରାଜ୍ୟର ୨୫ ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ଓ ସଂପାଦକମାନେ ଯୋଗଦେଇଛନ୍ତି । ପୂର୍ବରୁ ଘୋଷିତ ହୋଇଥିବା ଏହି ଯୋଜନାରେ ପ୍ରତ୍ୟେକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଓ ୩ ହଜାର ଟଙ୍କାର ଏକ ମୋବାଇଲ ପାଇଁ ଅର୍ଥରାଶି ପ୍ରଦାନ କରାଯିବ।ମିଶନ ଶକ୍ତି ସଭାରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ଶୂନ ପ୍ରତିଶତ ସୁଧରେ ଏସ୍‌ଏଚ୍‌ଜି ଗୁଡ଼ିକୁ ଋଣ ମିଳିବ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ସହ କିଛି ସହଯୋଗୀଙ୍କୁ ଅଟକ ରଖିଛି ପୋଲିସ ।

Related Post

ପ୍ରମୋଦ ଭଗତଙ୍କୁ ୧ କୋଟି ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ

Posted by - November 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଗୋଲଡେନ ବୟ ପ୍ରମୋଦ ଭଗତ ଙ୍କୁ ୧କୋଟି ୧୦ଲକ୍ଷ ଟଙ୍କାର ଚେକ ଦେଲା ସମ୍ବଲପୁର ଜୀବନ ବୀମା ନିଗମ।ଟୋକିଓ ପାରା ଅଲିମ୍ପିକ  ୨୦୨୦ ବେଡ଼ମିଣ୍ଟନ…

ଭଙ୍ଗା ହେଲା ଯାଜପୁର ବହୁ ଚର୍ଚ୍ଚିତ ରୂପେସ୍ ଭଦ୍ରଙ୍କ ରଙ୍ଗଶାଳା

Posted by - February 8, 2020 887
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ବହୁ ଚର୍ଚ୍ଚିତ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଏକ ବଳିଷ୍ଠ ପଦକ୍ଷେପ ।…

ରବିବାର ଠାରୁ ଭକ୍ତ ମାନଙ୍କ ସକାଶେ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର ଦ୍ଵାର

Posted by - January 8, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ର ଦେଶ ତଥା ରାଜ୍ୟରେ କୋଭିଡ ସହ ଅମିକ୍ରନ ଆକ୍ରାନ୍ତ ଙ୍କ ସଂଖ୍ୟା ତୀବ୍ର ଗତିରେ ବୃଦ୍ଧି ପାଉଥିବା ରୁ…

ଟିକାକରଣକୁ ନେଇ ଷଣ୍ଢପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

Posted by - May 12, 2021 0
ବାରଙ୍ଗ:( ସନ୍ତୋଷ ରାଉତ)ବାରଙ୍ଗଥାନା ଷଣ୍ଢପୁର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ୧୮ରୁ ୪୪ବର୍ଷର ବ୍ୟକ୍ତି ମାନଙ୍କୁ ବୁଧବାର ସାଢେ ୧୦ଟା ବେଳେ ଟିକା ନେବାକୁ ଆସି ଧାଡିରେ ଛିଡା…

ପ୍ରଶାସନର ତ୍ରୁଟି ଯୋଗୁଁ,ସରକାରୀ ଜୋଜନାରୁ ବାଦ ପଡିଛନ୍ତି ଖଳିସାହି ଗ୍ରାମବାସୀ

Posted by - July 12, 2021 0
ବୌଦ୍ଧ-(ଚିତ୍ତରଞ୍ଜନ ସିଂ)ଗରିବ ଅସହାୟ ତଥା ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ୨୦୨୨ ସୁଧା ସମସ୍ତ କଚ୍ଚାଘର ହେବ ପକ୍କାଘର ।…

Leave a comment

Your email address will not be published.