ଯାଜପୁର ରେ କୋରୋନା ସ୍ଥିତି ସମୀକ୍ଷା କଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ପି କେ ମେହେର୍ଦ୍ଦା

3633 413

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ରେ କୋରୋନା ସ୍ଥିତି ର ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ତଥା ରାଜ୍ୟପାଳ ଙ୍କ ସଚିବ ପି କେ ମେହେର୍ଦ୍ଦା। ସେ ଆଜି କଳିଙ୍ଗ ନଗର ଠାରେ ଥିବା କୋବିଡ଼ ହସ୍ପିଟାଲ କୁ ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଅନୁଧ୍ୟାନ କରିଥିଲେ।

ଯାଜପୁର ଜିଲ୍ଲାପାଳ ରଂଜନ ଦାସ ଶ୍ରୀଯୁକ୍ତ ମେହେର୍ଦ୍ଦା ଙ୍କୁ କୋବିଡ଼ ହସ୍ପିଟାଲ କୁ ବୁଲାଇ ଦେଖାଇବା ସହିତ ଜିଲାର କୋରୋନା ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ।

Related Post

୬ ବର୍ଷ ପରେ ହତ୍ୟା ଅଭିଯୁକ୍ତ ଗିରଫ

Posted by - March 12, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ହରଭଙ୍ଗା ଥାନା ଅନ୍ତର୍ଗତ ପୁରୁଣା କଟକ ଠାରେ ଗତ ୨୦୧୬ ମସିହାରେ ନିଜ ସସୁରକୁ ହତ୍ୟା କରି ଫେରାର ଥିବା ଅଭିଯୁକ୍ତକୁ ଗିରଫ କରିଛି ହରଭଙ୍ଗା…

ମାରାଥନ ରେସ ପ୍ରତିଯୋଗିତା

Posted by - January 30, 2023 0
ମୁନିଗୁଡା:(ରମାକାନ୍ତ ପୋଢାଳ )କିଟ୍ ର 25 ବର୍ଷ ପୂର୍ତୀ ଅବସରରେ ରାୟଗଡା ଜିଲ୍ଲାରେ ଏକ ମାରାଥନ ରେସ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତାରେ 15…

ଯାଜପୁର ସଂସ୍କୃତି ଭବନ ପରିସର ରେ ବିରଜା ନର୍ସିଂ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

Posted by - May 23, 2022 0
ଯାଜପୁର ସଂସ୍କୃତି ଭବନ ପରିସର ରେ ବିରଜା ନର୍ସିଂ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛିIଏଥିରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ,ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିରଞ୍ଚି ନାରାୟଣ ବାରିକ ଯୋଗ ଦେଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସିଂ ଛାତ୍ର ଛାତ୍ରୀ ଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ  ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ପୌରପାଳିକା ର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ ଯୋଗ ଦେଇ ମାନବ ସେବା କୁ ମାଧବ ସେବା ସମ୍ପର୍କରେ ଉଦାହରଣ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେI ଏହି ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଟୀକାକରଣ ସଚେତନତା ରଥ ଉଦଘାଟିତ

Posted by - March 12, 2022 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଟୀକାକାରଣ ସଚେତନତା ରଥ ଉଦଘାଟିତ ହୋଇଯାଇଛି l ଏଥିରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ…

ଖଡ଼ଙ୍ଗ ଲୋକମହୋତ୍ସବ ମଣ୍ଡପ ଉଦଘାଟିତ

Posted by - January 12, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଖଡ଼ଙ୍ଗ ଲୋକମହୋତ୍ସବ ସାଂସ୍କୃତିକ ମଣ୍ଡପ ମଙ୍ଗଳବାର ଉଦଘାଟିତ ହୋଇଯାଇଛି |ମଧ୍ୟାହ୍ନରେ ଏକ ମଶାଲ ଶୋଭାଯାତ୍ରା ରୁଗୁଡ଼ିପାଲି ଶିବ…

There are 413 comments

  1. Pingback: 2concerning

Leave a comment

Your email address will not be published.