ପୁରୀ:(ସମୀର ରଞ୍ଜନ ନାୟକ)ଅର୍ଣ୍ଣବ ଗୋସ୍ୱାମୀ ଙ୍କ ନାମରେ ଏତଲା ଆଜି ସନ୍ଧ୍ୟା ରେ ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କୁମ୍ଭାର ପଡା ଥାନାରେ ଦିଅହୋଇଛି ।
ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବିନାୟକ ଦାସମହାପାତ୍ର, ବୀରେନ୍ଦ୍ର ହୋତା, ବିଶ୍ୱକେଶରୀ ହରିଚନ୍ଦନ, ଅପୁ ମହାପାତ୍ର,, ମହିଳା କଂଗ୍ରେସ ର ବିଦୁଲତା ଆଚାର୍ଯ୍ୟ, ଯୁବ କଂଗ୍ରେସ ର ଆଲୋକ କୁମାର ଦାସ ଛାତ୍ର କଂଗ୍ରେସ ର ଜିଲ୍ଲା ସଭାପତି ଆସୁତୋଷ ମିଶ୍ର ଏବଂ ଅନ୍ୟ ପଧିକାରୀ ଗଣ ଉପସ୍ଥିତ ରେ ଏହି ଏତଲା କୁମ୍ଭାରପଡା ଥାନାରେ ଦିଆହୋଇଛି ।