ରିପ୍ଲବିକ ଭାରତ ନିଉଜ ଚାନେଲ ର ମୁଖ୍ୟ ଙ୍କ ନା ରେ ଏତଲା

478 0

ପୁରୀ:(ସମୀର ରଞ୍ଜନ ନାୟକ)ଅର୍ଣ୍ଣବ ଗୋସ୍ୱାମୀ ଙ୍କ ନାମରେ ଏତଲା ଆଜି ସନ୍ଧ୍ୟା ରେ ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କୁମ୍ଭାର ପଡା ଥାନାରେ ଦିଅହୋଇଛି ।

ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବିନାୟକ ଦାସମହାପାତ୍ର, ବୀରେନ୍ଦ୍ର ହୋତା, ବିଶ୍ୱକେଶରୀ ହରିଚନ୍ଦନ, ଅପୁ ମହାପାତ୍ର,, ମହିଳା କଂଗ୍ରେସ ର ବିଦୁଲତା ଆଚାର୍ଯ୍ୟ, ଯୁବ କଂଗ୍ରେସ ର ଆଲୋକ କୁମାର ଦାସ ଛାତ୍ର କଂଗ୍ରେସ ର ଜିଲ୍ଲା ସଭାପତି ଆସୁତୋଷ ମିଶ୍ର ଏବଂ ଅନ୍ୟ ପଧିକାରୀ ଗଣ ଉପସ୍ଥିତ ରେ ଏହି ଏତଲା କୁମ୍ଭାରପଡା ଥାନାରେ ଦିଆହୋଇଛି ।

Related Post

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ପ୍ରତିବାଦରେ କଂଗ୍ରେସର ଆନ୍ଦୋଳନ

Posted by - August 7, 2022 0
ସୋନପୁର::(ଅଜିତ କୁମାର ପୂଜାହାରୀ)ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ପ୍ରତିବାଦରେ କଂଗ୍ରେସର ଆନ୍ଦୋଳନ। ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ…

ବିଜେପି ର କର୍ମୀ ସମ୍ମିଳନୀ ସହ ବନ୍ଧୁ ମିଳନ

Posted by - December 30, 2021 0
ଅମ୍ବାଦଳା:(ରମାକାନ୍ତ ପଡାଲ)ତ୍ରିସ୍ତରୀୟ ନିର୍ବାଚନକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲା ଅମ୍ବାଦଳା ବିଜେପି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ସହ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅମ୍ବାଦଳା…

ଯାଜପୁର ଟାଉନସ୍ଥିତ ବିରଜା କଲ୍ୟାଣମଣ୍ଡପରେ ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ

Posted by - October 2, 2019 0
ଯାଜପୁର ଟାଉନ: (ଆନନ୍ଦ ଚଦ୍ର ସାହୁ)   ଯାଜପୁର ଟାଉନସ୍ଥିତ ବିରଜା କଲ୍ୟାଣମଣ୍ଡପରେ ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ…

ରାୟଗଡା ବିଜେପି SC ମୂର୍ଚ୍ଛା ସେଲ ତରଫରୁ ୨୦୨୪ ନିର୍ବାଚନ ପ୍ରସ୍ତୁତି ବୈଠକ

Posted by - December 20, 2022 0
କାଶୀପୁର :(ଅଞ୍ଜନ କୁମାର ନାଏକ)ଭାରତୀୟ ଜନତା ପାର୍ଟି ଜନଜାତି ମୋର୍ଚ୍ଚା ତରଫରୁ କାଶୀପୁର ଚେରକଟା ଠାରେ ଏକ କର୍ମୀ ସମ୍ମିଳନୀ ସହ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ…

Leave a comment

Your email address will not be published.