ପୁରୀ:(ସମୀର ରଞ୍ଜନ ନାୟକ)ଅଗ୍ନିକାଣ୍ଡ ଘଟି ପାଞ୍ଚ ବଖରା ଘର ଜଳିଯାଇଥିବା ଖବର ଆମ ହସ୍ତଗତ ହୋଇଛି। ମିଳିଥିବା ଖବର ଅନୁ ଯାଇ ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦି ବ୍ଲକ ଅଧିନସ୍ଥ ସାନ୍ତରା ପୁର ଗ୍ରାମ ର ଦିନ ବନ୍ଧୁ ସାହୁ ଙ୍କ ପତ୍ନୀ ଗ୍ୟାସ ରେ ରୋଷେଇ କରିବା ସମୟ ରେ ହଟାତ ଘରେ ନୁଆଁ ଲାଗିଯାଇ ଥିଲା ଚାହୁଁ ଚାହୁଁ ଗନ୍ଧର୍ବ ସାହୁ ନଗେଶସାହୁ ଘରେ ମଧ୍ୟ ନିଆଁ ଲାଗି ଯାଇ ଥିଲା ! ଏହି ଅଗ୍ନି କାଣ୍ଡ ରେ ତିନଟି ପରିବାର ଙ୍କ ଘର ସମ୍ପୂର୍ଣ ପୋଡି ଯାଇଛି ଏବଂ ଏହା ସହିତ ଅନୁମାନିକ ପାଞ୍ଚ ଲକ୍ଷ ସମ୍ପତି ପୋଡି ଯାଇଥିବା ଜଣା ପଡୁଛି । ଖବର ପାଇ ସତ୍ୟବାଦି ଅଗ୍ନିଶ୍ରମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ କରିଥିଲେ ! ସ୍ଥାନୀୟ ସରପଞ୍ଚ ଏହି ପରିବାର ଙ୍କୁ ଶୁଖିଲା ଖାଦ୍ୟ ଓ ପଲଥିନ ପ୍ରଦାନ କରିଛନ୍ତି।ମ
Facebook Notice for EU!
You need to login to view and post FB Comments!