ଯାଜପୁର ର ଅଗ୍ରଣୀ ସଂଗଠନ ଯୁବଶକ୍ତି କ୍ଲବ ପକ୍ଷରୁ ବିଭିନ୍ନ ବସ୍ତି ରେ ରନ୍ଧା ଖାଦ୍ୟ ବଣ୍ଟନ

673 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ପାଇଁ ଏବେ ଲୋକେ ବାହାରକୁ ବାହାରି ପାରୁନାହାନ୍ତି। ଗରିବ ଓ ଖଟିଖିଆ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ସେଥିପାଇଁ ଯାଜପୁର ର ଅଗ୍ରଣୀ ସଂଗଠନ ଯୁବଶକ୍ତି କ୍ଲବ ପକ୍ଷରୁ ବିଭିନ୍ନ ବସ୍ତି ରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ଗତ କିଛି ଦିନ ହେଲା ଯାଜପୁର ଏହାର ଆଖପାଖ ଅଞ୍ଚଳର ବସ୍ତି ବାସିନ୍ଦା ମାନଙ୍କୁ ଦୈନିକ ୫୦୦ ଲୋକଙ୍କ ମୁହଁ ରେ ଆହାର ଯୋଗାଉଛି ଏହି ଯୁବ ଶକ୍ତି କ୍ଲବ। କ୍ଲବ ର ସଭାପତି ସମ୍ବିତ ନାୟକ ଙ୍କ ନେତୃତ୍ୱରେ କ୍ଲବର ସଦସ୍ୟ ମାନେ ସାମାଜିକ ଦୂରତ୍ୱ ରଖି ଖାଦ୍ୟ ବଣ୍ଟନ କରିଥିଲେ।

ଏଭଳି ସେବା ପାଇଁ ବସ୍ତି ବାସିନ୍ଦା ମାନଙ୍କ ପକ୍ଷରୁ ଧନ୍ୟବାଦ ଦିଆଯାଇଛି। ଏହି ଅବସରରେ ସବ୍ୟସାଚୀ ପତି,ସାଇମୋହନ ନାୟକ, ଦେବଦତ୍ତ ଶତପଥୀ, ସଞ୍ଜୟ ସେଠୀ, ହରିହର ହାଜରା, ସୁକଦେଵ ସାହୁ, ଆଶିଷ ପରିଡା, ସୁରେଶ ମାର୍ଥା, ଅଜୟ ବେହେରା,ରତିକାନ୍ତ ନନ୍ଦ,ମନୋଜ ବେହେରା,ସୁଦୀପ୍ତ ଦତ୍ତ,ହିରଣ୍ୟ ବଳ, କମଳାକାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବସ୍ତିବାସୀଙ୍କୁ ଖାଦ୍ୟ ବଂଟନ କରିବା ସହ କରୋନାର ମୁକାବିଲା କରିବା ପାଇଁ ସଚେତନ କରାଇଥିଲେ ।

Related Post

ଯୁବ ଖେଳାଳି ସଞୟ°କ ନୀଧନ ରେ ପୁରା କୁଡୁମୁଲୁଗୁମ୍ମା ଶୋକମୟ

Posted by - February 23, 2022 0
ମାଲକାନଗିରି :(ଅବଦୁଲ ଗନି)୨୦/୦୨କୁଡୁମୁଲୁଗୁମ୍ମା ଗ୍ରାମର ଜଣେ ଜଣାଶୁଣା ଓ ଲୋକପ୍ରିୟ ଯୂବଖେଳାଳି ସଞ୍ଜୟ ବିଶ୍ୱାସ°କ ନୀଧନ ହୋଇଯାଇଛି । ରାତିରେ ତାଙ୍କର ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ…

ସାମାଜିକ ସଂଗଠନ “ମେ ଆଇ ହେଲ୍ପ ୟୁ” ର ବାଲିଆପାଳ ଶାଖା ଗଠିତ

Posted by - November 22, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ) ଆଜି ମେ ଆଇ ହେଲ୍ପ ୟୁ ସାମାଜିକ ସଂଗଠନର ଏକ ଶାଖା ବାଲିଆପାଳ ବ୍ଲକର ଲଙ୍ଗଳେଶ୍ୱର ଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହୋଇଥିଲା l…

ଭାଲୁ କାମୁଡାରେ ସନୁ ବୁରୁଡି ଆହତ

Posted by - October 31, 2021 0
ମାଥିଲି (ଅବଦୁଲ ଗନି) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡା ପଞ୍ଚାୟତ ଅନ୍ତର୍ଗତ ଡାଇଗୁଡ଼ା ଗ୍ରାମର ସନୁ ବୁରୁଡି ବୟସ 37 ବର୍ଷ ପ୍ରତ୍ୟେକ ଦିନ ଭଳି…

ଯାଜପୁର ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୭୦ ତମ ସମ୍ବିଧାନ ଦିବସ ଓ ଆଇନ ଦିବସ ଜିଲା କୋର୍ଟ ପରିସରରେ ଅନୁଷ୍ଠିତ

Posted by - November 26, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୭୦ ତମ ସମ୍ବିଧାନ ଦିବସ ଓ ଆଇନ ଦିବସ ଜିଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି…

Leave a comment

Your email address will not be published.