କୋଭିଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମହାପ୍ରଭୂ ଙ୍କ ମାଳ ମହାରଦ ଦେଲେ ଜଗନ୍ନାଥ ସେନା

294 0

ପୁରୀ :(ସମୀର ରଞ୍ଜନ ନାୟକ) ଆଜି ପୁରୀ ର କୋଭିଡ଼ ସ୍ୱାସ୍ଥ୍ୟକେନ୍ଦ୍ର ରେ ଜଗନ୍ନାଥ ସେନା ସମସ୍ତ ଙ୍କ ମଙ୍ଗଳ ପାଇଁ ମହାପ୍ରଭୁ ଙ୍କ ଫୁଲ ମାଳ ପ୍ରଦାନ କରିଛନ୍ତି ।ଆଜି ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ରେ ଖୋଲାଯାଇଥିବା କୋଭିଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସମସ୍ତଙ୍କ ମଙ୍ଗଳ ପାଇଁ ଜଗନ୍ନାଥ ସେନା ର ଅଭାବହକ ପ୍ରିୟଦର୍ଶନୀ ପଟ୍ଟନାୟକ। ସୁରକ୍ଷା କର୍ମୀ ଙ୍କୁ ମହାପ୍ରଭୁ ଙ୍କ ମାଳମହାରଦ ଦେଇଛନ୍ତି ।

ଶ୍ରୀ ପଟ୍ଟନାୟକ ସାମ୍ବାଦିକ ମାନଙ୍କ ପ୍ରଶ୍ନ ର ଉତ୍ତର ଦେଇ କହିଲେ ପୁରୀରେ କେହି ଯେମିତି କୋରନାର ଶିକାର ନ ହୁଅନ୍ତୁ ଏବଂ ଏହି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯେମିତି କେହି ନ ଆସନ୍ତୁ ,ଯଦି କେହି  ଆସନ୍ତି ସୁସ୍ଥ ହୋଇ ଯାଆନ୍ତୁ ।ଏଥି ନିମନ୍ତେ ପ୍ରଶାସନ ପୁରା ପୁରି ଭାବେ ପ୍ରସ୍ତୁତ ଅଛି ଏବଂ ଜନସାଧାରଣ ଲଗଡାଉନମାନନ୍ତୁ।ଏବଂ ଜନସାଧାରଣ ସରକାର ଙ୍କ ନିୟମାବଳୀ ମାନି ଘରେ ରୁହନ୍ତୁ ବୋଲି ସେ କହିଥିଲେ

Facebook Notice for EU! You need to login to view and post FB Comments!

Related Post

ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ସେତୁ କାର୍ଯ୍ୟକ୍ରମ ଶୁଭାରମ୍ଭ

Posted by - July 23, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ସେତୁ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି l ସୋନପୁର ମଝିପଡ଼ା ସରକାରୀ…

ଦ୍ୱିତିୟ ପର୍ଯ୍ୟାୟ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

Posted by - November 18, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଯାଜପୁର ପୌରପାଳିକା ପକ୍ଷରୁ ଦ୍ୱିତିୟ ପର୍ଯ୍ୟାୟ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ପୌରପାଳିକାର କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଅଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ପରିମଳ ବିଶେଷଜ୍ଞ ଦେବାଶୀଷ ଭୂୟାଂ ଯୋଗ ଦେଇ ସହରକୁ କିପରି ସ୍ୱଚ୍ଛ ରଖାଯିବ ସେ ନେଇ ପରାମର୍ଶ ଦେଇଥିଲେ । ଧିରେ ଧିରେ ସହରରେ ପରିମଳ ବ୍ୟବସ୍ଥା ସୁଧୁରୁଥିବା ବେଳେ ଆଗକୁ ଏହା ରାଜ୍ୟର ୧ନଂ ସ୍ୱଚ୍ଛ ପୌରପାଳିକା କରିବାକୁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି କାର‌୍ୟ୍ୟନିର୍ବାହୀ ଅଧିକାରୀ କହିଥିଲେ । ଆଗାମୀ ଦିନରେ ଏହିପରି ପ୍ରଶିକ୍ଷଣ ଶିବିର ଓ୍ୟାର୍ଡ ସ୍ତରୀୟ କରାଯିବ ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ପୌରପାଳିକା କର୍ମଚାରୀ ସମେତ ୧୫୦ରୁ ଉର୍ଦ୍ଧ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ । Facebook Notice for EU! You need to login to view and post FB Comments!

ମାର୍ଗ ଶିର ମାସ ମାଣ ବସାଉଷା,ମହାଲକ୍ଷ୍ମୀପୁରାଣ ସତସଙ୍ଗ ଅନୁଷ୍ଠିତ ହୋଇଛି

Posted by - December 18, 2021 0
ବଙ୍ଗୋମୁଣ୍ଡା ;ତା୧୭/(ଅଭିମନ୍ୟୁ ବହିଦାର)ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତଭାଲୁମୁଣ୍ଡା ଗାଁ ମହାଲକ୍ଷ୍ମୀ ପୂଜା ଉପଲକ୍ଷେ ଆଜି ବରଗଛ ପଡା ରେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ଏହି ସତସଙ୍ଗ ରେ…

ବଣମଲ୍ଲୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ହିଁ ମାଟିଲଗ୍ନାର ସୃଷ୍ଟି

Posted by - November 13, 2021 0
ମାଥିଲି :(ଅବଦୁଲ ଗନି)ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ଆଜି ମାଲକାନଗିରି ଜିଲ୍ଲାର ମାଥିଲି ଜୁନିୟର କଲେଜ ସଭାଗୃହ ଠାରେ ମାଟିଲଗ୍ନା ରାଜ୍ୟ…

ହରଭଙ୍ଗା ମଣ୍ଡଳ (09ନଂ ଜୋନ )ର ବିଜେପି କାର୍ଯ୍ୟକାରିଣୀ ବୈଠକ

Posted by - September 8, 2021 0
ବୌଦ୍ଧ:୭/୯ ( ଚିତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ମଣ୍ଡଳ ସଭାପତି ତପନ ଡାଙ୍ଗ ଙ୍କ ଅଧକ୍ଷତlରେ ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି!ଜିଲ୍ଲା ସାଧାରଣ…

Leave a comment

Your email address will not be published.