ପୁରୀ :(ସମୀର ରଞ୍ଜନ ନାୟକ) ଆଜି ପୁରୀ ର କୋଭିଡ଼ ସ୍ୱାସ୍ଥ୍ୟକେନ୍ଦ୍ର ରେ ଜଗନ୍ନାଥ ସେନା ସମସ୍ତ ଙ୍କ ମଙ୍ଗଳ ପାଇଁ ମହାପ୍ରଭୁ ଙ୍କ ଫୁଲ ମାଳ ପ୍ରଦାନ କରିଛନ୍ତି ।ଆଜି ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ରେ ଖୋଲାଯାଇଥିବା କୋଭିଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସମସ୍ତଙ୍କ ମଙ୍ଗଳ ପାଇଁ ଜଗନ୍ନାଥ ସେନା ର ଅଭାବହକ ପ୍ରିୟଦର୍ଶନୀ ପଟ୍ଟନାୟକ। ସୁରକ୍ଷା କର୍ମୀ ଙ୍କୁ ମହାପ୍ରଭୁ ଙ୍କ ମାଳମହାରଦ ଦେଇଛନ୍ତି ।
ଶ୍ରୀ ପଟ୍ଟନାୟକ ସାମ୍ବାଦିକ ମାନଙ୍କ ପ୍ରଶ୍ନ ର ଉତ୍ତର ଦେଇ କହିଲେ ପୁରୀରେ କେହି ଯେମିତି କୋରନାର ଶିକାର ନ ହୁଅନ୍ତୁ ଏବଂ ଏହି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯେମିତି କେହି ନ ଆସନ୍ତୁ ,ଯଦି କେହି ଆସନ୍ତି ସୁସ୍ଥ ହୋଇ ଯାଆନ୍ତୁ ।ଏଥି ନିମନ୍ତେ ପ୍ରଶାସନ ପୁରା ପୁରି ଭାବେ ପ୍ରସ୍ତୁତ ଅଛି ଏବଂ ଜନସାଧାରଣ ଲଗଡାଉନମାନନ୍ତୁ।ଏବଂ ଜନସାଧାରଣ ସରକାର ଙ୍କ ନିୟମାବଳୀ ମାନି ଘରେ ରୁହନ୍ତୁ ବୋଲି ସେ କହିଥିଲେ
Facebook Notice for EU!
You need to login to view and post FB Comments!