ମୋଦି ପୁରୀରୁ ନିର୍ବାଚନ ଲଢିବେ

1298 2

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସ୍‌ରେ ଏବେ ଓଡ଼ିଶା ରହିଛି ଏବଂ ସେ ପୁରୀକୁ ଭଲ ପାଆନ୍ତି। ଗତ ଥର ସେ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ବାରଣାସୀରୁ ଲଢ଼ି ବିଜୟୀ ହୋଇଥିଲେ। ତେଣୁ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀକ୍ଷେତ୍ର ପୁରୀରୁ ମୋଦି ଲଢ଼ି ପାରନ୍ତି ବୋଲି ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏହି ସୂଚନା ଦେଇଛନ୍ତି। ମୋଦୀ ଙ୍କର ପୁରୀରୁ ନିର୍ବାଚନ ଲଢ଼ିବା ପ୍ରସଙ୍ଗକୁ ଏଡ଼ାଇ ହେବ ନାହିଁ ବୋଲି ପୁରୋହିତ କହିଛନ୍ତି।

Related Post

ଚର୍ଚ୍ଚା ରେ ଖପ୍ରାଖୋଲ ବ୍ଲକ ବେନ୍ଦେର ଗାଁ ର ପଧାନ ପରିବାର, ଗୋଟିଏ ପରିବାର ରୁ ତିନି ପ୍ରାର୍ଥୀ

Posted by - February 6, 2022 0
ଖପ୍ରାଖୋଲ:( ତାପସ ରଞ୍ଜନ ବେହେରା) ଚଳିତ ପଂଚାୟତ ନିର୍ବାଚନ ରେ ବିଭିନ୍ନ ସ୍ଥାନ ରେ ରୋଚକ ଦ୍ରୁଶ୍ଯ ଦେଖିବାକୁ ମିଳୁଥିବା ବେଳେ ବିଭିନ୍ନ ପଦ ପଦବୀ ପାଇଁ…

ଆଗକୁ ପଞ୍ଚାୟତ ନିର୍ବାଚନ ରେଙ୍ଗାଲି ବିଜୁ ଜନତା ଦଳ ପକ୍ଷରୁ ଲଇଡା ଠାରେ କର୍ମୀ ସମିଳନୀ ଅନୁଷ୍ଠିତ

Posted by - October 11, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲଇଡା ଖେଳପଡିଆ ଠାରେ ରେଙ୍ଗାଲି ବ୍ଲକ ବିଜୁ ଜନତାଦଳ ପକ୍ଷରୁ କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି କର୍ମୀସମ୍ମିଳନିରେ…

ବୈପାରୀ ଗୁଡ଼ାରେ ବିଜେଡି ର ମିଶ୍ରଣ ପରବ

Posted by - October 30, 2021 0
କୋରାପୁଟ:(ସୁନାମ ହନ୍ତାଳ)କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକର ମହୁଲି ପଂଚାୟତ ଅନ୍ତର୍ଗତ ମହୁଲି ମା ମନ୍ଦିର ପ୍ରାଙ୍ଗଣରେ 300 ରୁ ଉର୍ଦ୍ଧ କଂଗ୍ରେସ ପରିବାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ…

ଅଷ୍ଟମ ଦିନରେ ବୌଦ୍ଧ ଜିଲ୍ଲା କଂଗ୍ରେସ ର ଜନଜାଗରଣ କାର୍ଯ୍ୟକ୍ରମ

Posted by - November 29, 2021 0
ବୌଦ୍ଧ :(ସମରେଶ ମିଶ୍ର )ବୌଦ୍ଧ ଜିଲ୍ଲା କଂଗ୍ରେସ ଦ୍ୱାରା ଜିଲ୍ଲାରେ ଆୟୋଜିତ ହେଉଥିବା ଜନଜାଗରଣ କାର୍ଯ୍ୟକ୍ରମ ଅଷ୍ଟମ ଦିନରେ ପହଂଚି ଯାଇଛି, 28/11 ତାରିଖରେ ୬ ନମ୍ବର…

ଶ୍ରୀ ଶ୍ରୀ ବୁଡାରାଜା ମନ୍ଦିର ସମ୍ମୁଖରେ କଂଗ୍ରେସ ଦଳର ନୀରବ ପ୍ରାର୍ଥନା

Posted by - November 7, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ରାଜ୍ଯର ବହୁ ଚର୍ଚ୍ଚିତ ଲୋମହର୍ଷଣକାରୀ ମମିତା ହତ୍ୟାକାଣ୍ଡ ଘଟଣା ରେ ସମଗ୍ର ରାଜ୍ଯ ଅଶାନ୍ତ ହୋଇପଡିଥିବା ବେଳେ ରାଜନୈତିକ ଦଳ ସମେତ ଜନସାଧାରଣ ମମିତା…

Leave a comment

Your email address will not be published.