Facebook Notice for EU!
You need to login to view and post FB Comments!
Breaking News
Related Post
କରୋନା ମୁକାବିଲା : ୫ ହଜାର 2-DG ପ୍ୟାକେଟ୍ ଅର୍ଡର କଲା ଓଡିଶା
Facebook Notice for EU! You need to login to view and post FB Comments!
ମାଲକାନଗିରି: ଇଭିଏମ୍ରେ ଗଡ଼ବଡ଼! ଗୋଟିଏ ଚିହ୍ନରେ ଭୋଟ ଦେଲେ ଅନ୍ୟଟିକୁ ଚାଲିଯାଉଛି, ଅସନ୍ତୁଷ୍ଟ ହୋଇ ଫେରିଲେ ଅନେକ ଭୋଟର୍
Facebook Notice for EU! You need to login to view and post FB Comments!
ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା: ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ଲଢ଼ିବେ ନବୀନ
Facebook Notice for EU! You need to login to view and post FB Comments!
ପୁରୀରେ ରଥଯାତ୍ରା ଡ୍ୟୁଟିରେ ନିୟୋଜିତ ଜଣେ ଆଇଆରବି ହାବିଲଦାର ମୃତ, ହାବିଳଦାରଙ୍କ ନାମ ପତିତପାବନ ଦାସ । ରଥଯାତ୍ରା ଡ୍ୟୁଟି ସାରି ସେ ବିଶ୍ରାମ ନେଉଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Facebook Notice for EU! You need to login to view and post FB Comments!
ରାଜ୍ୟ ସରକାର ଜାରି କଲେ ମାର୍ଚ୍ଚ ମାସର ନୂଆ ମାର୍ଗଦର୍ଶିକା: ମନ୍ଦିରରେ ପାଳନ ହେବ ମହାଶିବରାତ୍ରୀ ଓ ଦୋଳପୂର୍ଣ୍ଣିମା , ଘରେ ଖେଳିପାରିବେ ହୋଲି ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶକୁ ଅନୁମତି
Facebook Notice for EU! You need to login to view and post FB Comments!
ବଡ ଖବର
- ଦୁର୍ଘଟଣାରୁ ଲୋକଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କଲେ ଟିଟିଲାଗଡ଼ ଉପଜିଲ୍ଲାପାଳ
- ଜୟପାଟଣାରେ ଅନ୍ୟାନ୍ୟ ପଛୁଆବର୍ଗର ଭାରତ ବନ୍ଦ୍ ଡାକରା ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ
- ସରକାରୀ ଦେଶୀ ମଦ ଭାଟିରେ ନକଲି ମଦ, ଅବକାରୀ ବିଭାଗର ଚଢ଼ାଉ,ବେଆଇନ ମଦ ଜବତ ଜଣେ ଗିରଫ
- ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ ଓଡିଶା ପାଇଁ ଟେକ ରଖିଲେ ଯୁଯୋମୁରାର ପ୍ରତିଯୋଗୀ ,ସରକାରୀ ପ୍ରୋତ୍ସାହନ ପାଇଁ ଦାବି
- ସିକ୍ୟୁରୀଟି ଗାର୍ଡ ଙ୍କର ମୃତ୍ୟୁ ନେଇ ଉତ୍କଳ ଆଲୁମିନା କାରଖାନା ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ।
- କେସିଙ୍ଗା ପୋଲିସ ଦ୍ବାରା ୨୪ ପେକେଟ ଗଞ୍ଜେଇ ଜବତ ,ଦୁଇ ଅଟକ
- କଣ୍ଟାମାଳ:ଗୋଷ୍ଠୀ ଶୌଚାଳୟ ସାଜିଛି ଭୂତ କୋଠି, କେବେ ହେବ କାର୍ଯ୍ୟକ୍ଷମ ?
- ସମ୍ବଲପୁର ଜିଲ୍ଲା ପରିଷଦ ର ବୈଠକ
- ଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି।
- ଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।