ବେଣାଗାଡ଼ିଆ ସରପଞ୍ଚଙ୍କ ଅଜବ ଉତ୍ତର ନା ଅଛି ମାକ୍ସ ନା ଅଛି ସାମାଜିକ ଦୂରତ୍ୱ

251 0

ଅନୁଗୁଳ:(ମହେଶ ଭୋମରାଜ)କୋରନା ଭୁତାଣୁ ସଂକ୍ରମଙ୍କୁ ରୋକିବା ପାଇଁ ସାମାଜିକ ଦୂରତ୍ୱ ଓ ମାକ୍ସ ପିନ୍ଧିବା ଏକମାତ୍ର ବିକଳ୍ପ ଏକାକୁ ମାନୁନାହାନ୍ତି ବଅରପାଳ ବ୍ଳକ ବେଣାଗାଡ଼ିଆ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଭିଡ଼ ଦେଖିବାବୁ ମିଳିଥିଲା ନା ପିନ୍ଧିଥିଲେ ମାକ୍ସ ନା ଥିଲା ସାମାଜିକ ଦୂରତ୍ୱ । ସରକାର ଏତେ ସଚେତନ କରୁଥିଲେ ମଧ୍ୟ ଏଠି ସରପଞ୍ଚଙ୍କୁ ଆମେ ପଚାରିବାରୁ ଲୋକମାନେ କାହିଁ ମାକ୍ସ ଓ ଦୂରତ୍ୱ ରଖି ନାହାନ୍ତି କି ହାତ ଧୋଇବା ପାଇଁ ପାଣି ,ସାବୁନ ନାହିଁ ସରପଞ୍ଚଙ୍କ ଅଜବ ଉତର ଏଥି ପାଇଁ ମତେ କୌଣସି ନିର୍ଦେଶ ନାହିଁ ।

ଲୋକ ଗଲେ ଘରେ ହାତ ଧୋଇବେ ବୋଲି ସରପଞ୍ଚ ବାବୁ କହିଥିଲେ । କୋରନା ଭୁତାଣୁ ସାରା ଦେଶରେ ବ୍ୟାପି ସାରିଲାଣି ରାଜ୍ୟ ସରକାର ସଚେତନ ପାଇଁ ତହସିଲଦାର ଓ ବିଡ଼ିଓ ପ୍ରତି ପଞ୍ଚାୟତର ସରପଞ୍ଚଙ୍କ ନିର୍ଦ୍ଦେଶ ଦେଇଛନ୍ତି ଆପଣ ଜାଣିନାହାନ୍ତି। ଆମେ କହିବାରୁ କାଲି ଠାରୁ ଆରମ୍ଭ କରିବେ ବୋଲି ଲୋକମାଙ୍କୁ ମାକ୍ସ ଓ ସାମାଜିକ ଦୂରତ୍ୱ ପାଇଁ କହିଥିଲେ।

Facebook Notice for EU! You need to login to view and post FB Comments!

Related Post

ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧଜିଲ୍ଲା, ବୁଦ୍ଧ ଜୟନ୍ତୀ ମହାସମାରୋହରେ ପାଳନ କରିବାକୁ ନିଷ୍ପତି

Posted by - May 11, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ପ୍ରତିବର୍ଷ ବୁଦ୍ଧ ଜୟନ୍ତୀ କମିଟି ତରଫରୁ ବୁଦ୍ଧ ଜୟନ୍ତୀ ପାଳନ କରାଯାଉଥିବା ବେଳେ ଗତ ୨ବର୍ଷ କୋଭିଡ କଟକଣା ଯୋଗୁଁ ସାଧାରଣ…

ଆରମ୍ଭ ହୋଇଛି ମାଟ୍ରିକ ପରିକ୍ଷା,ହାଇସ୍କୁଲ କର୍ତୁପକ୍ଷ ଙ୍କ ଅବହେଳା ଯୋଗୁଁ ଦୁଇ ଛାତ୍ର ପରିକ୍ଷା ଦେବାରୁ ବଂଚିତ

Posted by - February 19, 2020 0
ଯାଜପୁର:19/02(ଆନନ୍ଦ ଚନ୍ଦ୍ର ସାହୁ)ଆଜି ଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରିକ୍ଷା । ଏଥିପାଇଁ ପ୍ରତ୍ୟେକ ଛାତ୍ର ଛାତ୍ରୀ ଉତ୍କଣ୍ଠାର ସହିତ ପରିକ୍ଷା ଦେଉଥିବା ବେଳେ…

ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବର୍ତ୍ତିଲ ଚାଲାକ

Posted by - October 6, 2021 0
ବରଗଡ :ବରଗଡ ଜିଲ୍ଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ଘେଁସ ଠାରୁ ବିଜେପୁର କୁ ସଂଯୋଗ କରୁଥିବା ରାସ୍ତା ନିକଟବର୍ତି ବଡଯୋର ଅଂଚଳ ପାଳଟିଛି ମରଣଯନ୍ତା ।…

Leave a comment

Your email address will not be published.