ଅନୁଗୁଳ:(ମହେଶ ଭୋମରାଜ)କୋରନା ଭୁତାଣୁ ସଂକ୍ରମଙ୍କୁ ରୋକିବା ପାଇଁ ସାମାଜିକ ଦୂରତ୍ୱ ଓ ମାକ୍ସ ପିନ୍ଧିବା ଏକମାତ୍ର ବିକଳ୍ପ ଏକାକୁ ମାନୁନାହାନ୍ତି ବଅରପାଳ ବ୍ଳକ ବେଣାଗାଡ଼ିଆ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଭିଡ଼ ଦେଖିବାବୁ ମିଳିଥିଲା ନା ପିନ୍ଧିଥିଲେ ମାକ୍ସ ନା ଥିଲା ସାମାଜିକ ଦୂରତ୍ୱ । ସରକାର ଏତେ ସଚେତନ କରୁଥିଲେ ମଧ୍ୟ ଏଠି ସରପଞ୍ଚଙ୍କୁ ଆମେ ପଚାରିବାରୁ ଲୋକମାନେ କାହିଁ ମାକ୍ସ ଓ ଦୂରତ୍ୱ ରଖି ନାହାନ୍ତି କି ହାତ ଧୋଇବା ପାଇଁ ପାଣି ,ସାବୁନ ନାହିଁ ସରପଞ୍ଚଙ୍କ ଅଜବ ଉତର ଏଥି ପାଇଁ ମତେ କୌଣସି ନିର୍ଦେଶ ନାହିଁ ।
ଲୋକ ଗଲେ ଘରେ ହାତ ଧୋଇବେ ବୋଲି ସରପଞ୍ଚ ବାବୁ କହିଥିଲେ । କୋରନା ଭୁତାଣୁ ସାରା ଦେଶରେ ବ୍ୟାପି ସାରିଲାଣି ରାଜ୍ୟ ସରକାର ସଚେତନ ପାଇଁ ତହସିଲଦାର ଓ ବିଡ଼ିଓ ପ୍ରତି ପଞ୍ଚାୟତର ସରପଞ୍ଚଙ୍କ ନିର୍ଦ୍ଦେଶ ଦେଇଛନ୍ତି ଆପଣ ଜାଣିନାହାନ୍ତି। ଆମେ କହିବାରୁ କାଲି ଠାରୁ ଆରମ୍ଭ କରିବେ ବୋଲି ଲୋକମାଙ୍କୁ ମାକ୍ସ ଓ ସାମାଜିକ ଦୂରତ୍ୱ ପାଇଁ କହିଥିଲେ।
Facebook Notice for EU!
You need to login to view and post FB Comments!