ଦ୍ଵିତୀୟ ଆକ୍ରାନ୍ତ ଚିହ୍ନଟ ପରେ ନୂଆ ନିୟମ ଜାରି କଲା ଯାଜପୁର ପ୍ରଶାସନ

883 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାପ୍ରଶାସନ ପକ୍ଷରୁ ବହି ଦୋକାନା, ଗ୍ୟାରେଜ, ବିଦ୍ୟୁତ୍ ଉପକରଣ ଦୋକାନ ଖୋଲିବା ଲାଗି ନେଇଥିବା ନିଷ୍ପତିରେ ଟିକେ ପରିବର୍ତନ ହୋଇଛି । ଏହି ସବୁ ଦୋକାନ ଦୈନିକ ପରିବର୍ତେ କେବଳ ରବିବାର ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତି ନେଇଛି ପ୍ରଶାସନ । ସେହିପରି ସାଇକେଲ ମରାମତି, ଦୁଗ୍ଧଯାତ ସାମଗ୍ରୀ ଆଦି ଦୈନିକ ସକାଳ ୬ରୁ ୧୦ଟା ପର୍ଯ୍ୟନ୍ତ ଖୋଲିବା ନିୟମ ବଳବତର ରହିଛି । ଅଧିକ ଦେ।।କାନ ଖୋଲା ହେବା ପଂଳରେ କେତେକ ଅମାନିଆ ବିଭିନ୍ନ ବାହାନା ଦେଖାଇ ବଜାର ଘାଟରେ ଅଯଥା ଭିଡ ଜମାଉଛନ୍ତି । ଜିଲାପାଳ ଆଜି ସକାଳେ ବିଭିନ୍ନ ବଜାର ପରିଦର୍ଶନ କରିବା ପରେ ଏପରି ନିଷ୍ପତି ନେଇଛନ୍ତି ।

ବଜାରରେ ଅନେକ ଅମାନିଆ ଭିଡ ଜମାଉଥିବାରୁ ସେମାନଙ୍କୁ ତାଗିଦ ମଧ୍ୟ କରିଛନ୍ତି ଜିଲାପାଳ । କେତେକ ବାଇକରୁ ପମ୍ପ ମଧ୍ୟ ଖୋଲାଯାଇଛି । ବଜାର ଆସିବା ବାହାନାରେ ସାମଜିକ ଦ୍ୱରତ୍ୱକୁ ପାଳନ କରୁନଥିବାରୁ କୋରୋନା ସଂକ୍ରମଣ ବୃଦ୍ଧିପାଇବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ବିଶେଷ କରି ଯାଜପୁର ଜିଲାରେ ୨ୟ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି ।

Related Post

କଳାହାଣ୍ଡିର ଇଷ୍ଟ ଦେବି ମା ମାଣିକେଶ୍ବରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ସୁରୁଖୁରୁରେ ପାଳିତ

Posted by - October 4, 2022 0
ନର୍ଲା:(ଅମୀୟ କୁମାର ଦାସ)ଏହି ବର୍ଷ କଳାହାଣ୍ଡି ର ଇଷ୍ଟ ଦେବି ମା ମାଣିକେଶ୍ବରୀ ର ପ୍ରସିଦ୍ଧ ଛତର ଯାତ୍ରା ରେ ଲକ୍ଷ୍ୟ ଲକ୍ଷ୍ୟ ଲୋକ ଙ୍କୁ ଦେଖଵା…

ଖପ୍ରାଖୋଲ ପୋଲିସ ର ଚଢ଼ାଉ ଆଠ ଦାଦନ ଶ୍ରମିକ ଉଦ୍ଧାର

Posted by - December 7, 2021 0
ପାଟଣାଗଡ଼: ୬/୧୨(ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ପୋଲିସ ବେଆଇନ ଦାଦନ ଶ୍ରମିକ ଚାଲାଣ ବେଳେ ଚଢ଼ାଉ କରି ସୋମବାର ଆଠଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର…

ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ,ରକ୍ତଦାନ ଶିବିର, ଶପଥପାଠ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

Posted by - April 18, 2022 0
ଟିଟିଲାଗଡ଼ 🙁 ସଞ୍ଜୟ କୁମାର ନାୟକ ) ଓଡ଼ିଶାର ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ଥିବା…

ବେଦାନ୍ତ ନନ୍ଦଘର ମମତା ହିମସ ତରଫରୁ ଅନ୍ତର୍ଜାତୀୟ ପ୍ଲାଷ୍ଟିକ ମୁକ୍ତ ଦିବସ ପାଳନ

Posted by - July 3, 2022 0
ମୁନିଗୁଡା: (ରମାକାନ୍ତ ପଡାଲ )ରାୟଗଡା ହାଟମୁନିଗୁଡା ଗ୍ରାମ ପଞ୍ଚାୟତ ର ବକ୍ସି ସିରିପୁର ନନ୍ଦ ଘର ( ଅଙ୍ଗନବାଡି କେନ୍ଦ୍ର ) ଠାରେ ଅନ୍ତର୍ଜାତୀୟ ପ୍ଲାଷ୍ଟିକ ମୁକ୍ତ…

ଶ୍ରୀ ଶ୍ରୀ ଗୀରିବାର ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଦମ୍ବରୁଗଡ ମହୋତ୍ସବର ପଞ୍ଚମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ

Posted by - December 8, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ସଦର ବ୍ଲକ ତାଳସରଡ଼ା ଗ୍ରାମପଞ୍ଚାୟତ ସିଦ୍ଧତପୋ ସେବାବନ ଡ଼ମ୍ଭରୁଗଡ଼ କଙ୍କଲା ଠାରେ ଶ୍ରୀ ଶ୍ରୀ ୧୦୦୮ ଶ୍ରୀ ମହନ୍ତ ଗିରିବାର ଦାଶ…

Leave a comment

Your email address will not be published.