ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ.

1535 259

ଅନୁଗୋଳ:(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ସାନକେରଜାଙ୍ଗ ଗାଁରେ ହତ୍ୟାକାଣ୍ଡ । ପାରିବାରିକ କଳହରୁ ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି (ଗୁରୁବାର) ସନ୍ଧ୍ୟା ପ୍ରାୟ ୭ ଟା ବେଳେ ବଡ ଭାଇ ବଂଶିଧର ନାଏକ(୪୦) ଓ ସାନ ଭାଇ ଦିଲୀପ ନାଏକ(୩୦)ଙ୍କ ମଧ୍ୟରେ ପାରିରିବାରିକ କଥାକୁ ନେଇ ବଚସା ହୋଇଥିଲା । ବଚସା ବେଳେ ବଡଭାଇ ବଂଶିଧର ନାଏକ ଉତ୍ତ୍ୟକ୍ତ ହୋଇ ଏକ ଟାଙ୍ଗିଆରେ ଦିଲୀପକୁ ଆକ୍ରମଣ କରିଥିଲା । ଦିଲୀପ ଗୁରୁତର ହୋଇ ତଳେ ପଡି ଯାଇଥିବା ବେଳେ ପରିବାର ଲୋକ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ନିଶା ଶିଳ୍ପାଞ୍ଚଳ ଥାନା ଅଧିକାରିଣୀ ପ୍ରୀତି ମଞ୍ଜରି ମେଣ୍ଡୁଳି ସଦଳବେଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ହତ୍ୟାକାଣ୍ଡ ଭିଆଇ ଫେରାର ହୋଇ ଯିବାକୁ ବସିଥିବା ବଡ ଭାଇ ବଂଶିଧରକୁ କାବୁ କରି ନେଇଥିଲେ । ଏ ସମ୍ପର୍କରେ ପୋଲିସ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରୁଥିବା ଅଧିକାରିଣୀ ପ୍ରୀତି ମଞ୍ଜରି ମେଣ୍ଡୁଳି କହିଛନ୍ତି ।

Facebook Notice for EU! You need to login to view and post FB Comments!

Related Post

ଯାଜପୁର ଥାନା ଅଂଚଳରେ ୫ ବର୍ଷର ଶିଶୁ କନ୍ୟାକୁ ଦୁସ୍କର୍ମ ଅଭିଯୋଗ ।

Posted by - June 27, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଥାନା ଅଂଚଳରେ ୫ ବର୍ଷରୁ ଶିଶୁ କନ୍ୟାକୁ ଦୁସ୍କର୍ମ ଅଭିଯୋଗ । ଘଟଣାର ଅଭିଯୁକ୍ତ ବିହାରୀ ପଂଚାୟତ ଅଚଂଳର ପ୍ରପୁଂଲ୍ଲ ପଣ୍ଡାଙ୍କୁ…

ହତ୍ୟା ମାମଲା ରେ ଜଣେ ଆଜୀବନ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ

Posted by - June 1, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା ସଦରଥାନା ଅନ୍ତର୍ଗତ ପାଷ୍ଟିକୁଡି ରେ ଜଣେ ୧୬ ବର୍ଷ ବାଳକ କୁ ଟାଙ୍ଗିଆ…

ବଡ଼ବିଲ ଥାନାରେ ହତ୍ୟା ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ , ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଚକିତ କରୁଛି ଏଭଳି ଘଟଣା

Posted by - November 21, 2019 0
କେନ୍ଦୁଝର:ବଡ଼ବିଲ ଥାନା ହାଜତରେ ଜଣେ ହତ୍ୟା ଅଭିଯୁକ୍ତ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ବଡ଼ବିଲ ସରକାରୀ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ…

ଅମ୍ବାଦଳା ପୁଲିସ ଦ୍ୱାରା ୮ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ ବାଇକ ସହ ୩ ଗିରଫ

Posted by - December 4, 2021 0
ମୁନିଗୁଡ଼ା:(ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଷ୍ଟେସନ ଦହିଖାଲ ରୁ ଖରିଆର ରୋଡ଼ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ୮୪.୯୯୦ କେଜି ଗଞ୍ଜେଇ ସହ…

There are 259 comments

  1. Pingback: bimatoprost 0.03

  2. Pingback: order clomid 50mg

  3. Pingback: clomid 200mg

  4. Pingback: 12mg tizanidine

  5. Pingback: nolvadex pct

  6. Pingback: tamoxifen usa

  7. Howdy! Do you know if they make any plugins to safeguard against hackers?
    I’m kinda paranoid about losing everything I’ve worked hard on.
    Any tips?

  8. Right now it appears like BlogEngine is the preferred
    blogging platform available right now. (from what I’ve read) Is that what you’re using on your blog?

  9. I’ve been browsing online more than three hours lately,
    but I by no means discovered any interesting article like yours.
    It is pretty price enough for me. In my opinion, if all website owners and bloggers made just right content material as you probably did, the net can be much
    more helpful than ever before.

  10. I’m not sure why but this site is loading extremely slow for me.
    Is anyone else having this issue or is it a issue on my end?

    I’ll check back later on and see if the problem still exists.

  11. Howdy! I understand this is somewhat off-topic but I needed to ask.
    Does managing a well-established website such as yours require a massive amount work?
    I’m brand new to blogging but I do write in my journal
    on a daily basis. I’d like to start a blog so I will be able to share my
    experience and feelings online. Please let me know if you have any
    kind of suggestions or tips for new aspiring blog owners.
    Thankyou!

  12. I’m not sure exactly why but this weblog is loading extremely slow for me.
    Is anyone else having this issue or is it a problem on my end?
    I’ll check back later on and see if the problem still exists.

  13. Hi there everyone, it’s my first pay a quick visit at this site,
    and paragraph is actually fruitful in favor of me, keep up posting these posts.

  14. Hi there to all, how is everything, I think every one is getting more from this web site, and your views are good for new viewers.

  15. It is appropriate time to make some plans for the future and it’s time to be happy.
    I have read this post and if I could I want to suggest you few interesting things or tips.
    Perhaps you can write next articles referring to this article.
    I want to read more things about it!

  16. Exceptional post however I was wondering if you could write a litte more on this topic?

    I’d be very thankful if you could elaborate a little bit further.
    Bless you!

  17. Hi! I know this is somewhat off topic but I was wondering which blog platform are you
    using for this site? I’m getting fed up of WordPress because I’ve had problems with hackers and I’m looking at
    options for another platform. I would be awesome if you could point me in the direction of a good platform.

  18. Hi, I do think this is an excellent blog. I stumbledupon it 😉
    I may come back yet again since i have saved as a favorite it.
    Money and freedom is the best way to change, may you be rich and continue to help others.

  19. Pingback: bahis siteleri

  20. Pingback: 2autonomy

Leave a comment

Your email address will not be published.