ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ପଜିଟିଭ୍‌ ସଂଖ୍ୟା ୪୪କୁ ବୃଦ୍ଧି

369 0

ଭୁବନେଶ୍ୱର: ଓଡ଼ିଶାରେ ଆଜି ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି କୁହାଯାଇଛି।ଢେଙ୍କାନାଳର ଜଣେ ୫୧ ବର୍ଷୀୟ ମହିଳା କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ଆକ୍ରାନ୍ତ ଜଣଙ୍କ ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ଜଣେ ୬୯ ବର୍ଷୀୟ ବ୍ୟକ୍ତି। ଦ୍ୱିତୀୟ ଆକ୍ରାନ୍ତ ମେଦିନିପୁରରୁ ଆସି ଭୁବନେଶ୍ୱର ଘରୋଇ କ୍ଲିନିକ୍‌ରେ ଚିକିତ୍ସାଧୀନ ଥିଲେ। ନୂଆ ୨ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି।

Related Post

ଯାଜପୁର ପୋୖରପାଳିକାରେ ବିଜେଡ଼ିର ବିଜୟ ଉତ୍ସବ ପାଳନ

Posted by - December 10, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ପୋୖରପାଳିକାରେ ବିଜେଡ଼ିର ବିଜୟ ଉତ୍ସବ ପାଳନ ହୋଇଯାଇଛି ।  ପଦ୍ମପୁର ରେ ବିଜେଡ଼ି ପ୍ରାର୍ଥୀନୀ ଶ୍ରୀମତୀ ବର୍ଷା ସିଂ ବରିହା…

ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ ଙ୍କ ମତଦାନ

Posted by - April 23, 2019 0
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଆସନ…

କଳାମାଟିଆ ପଂଚାୟତର ୪ଟି ଗ୍ରାମକୁ ବରୀ ପ୍ରଶାସନ ତରଫରୁ ସିଲ

Posted by - May 4, 2020 3
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ବରୀବ୍ଲକ ର କଳାମାଟିଆ ପଂଚାୟତର କାଇପଡା ଗ୍ରାମରୁ ଜଣେ , ଉଦୟନାଥପୁର ପଞ୍ଚାୟତ ର ଉଦ୍ୟନାଥପୁର ଗ୍ରମରୁ ଜଣେ ଓ ବାଇଁଶିରିଆ ପଂଚାୟତ…

ରାଜ୍ୟ ରେ କରୋନା ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଲା, ଆଜି ୩ଙ୍କର ମୃତ୍ୟୁ

Posted by - July 12, 2020 528
ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଛି।ରାଜ୍ୟରେ ୧୨୦୦ରୁ ଅଧିକ କରୋନା ଯୋଦ୍ଧା ଆକ୍ରାନ୍ତ ହେଲେଣି। ଏଥିମଧ୍ୟରେ ୮୦ରୁ ଊର୍ଦ୍ଧ୍ବ ସରକାରୀ ଓ ବେସରକାରୀ ଡାକ୍ତର ରହିଥିବା…

Leave a comment

Your email address will not be published.