ସୋସିଆଲ ମିଡ଼ିଆ ରେ ସାମ୍ବାଦିକ ମାନଙ୍କୁ ଗାଳି କରି ଯୁବକ ଗିରଫ

1845 0

ଯାଜପୁର:ସୋସିଆଲ ମିଡ଼ିଆ ରେ ସାମ୍ବାଦିକ ମାନଙ୍କୁ ଗାଳି କରି ଯୁବକ ଗିରଫ,ସାମ୍ବାଦିକ ମାନଙ୍କୁ ସୋସିଆଲ ମିଡ଼ିଆ ରେ ଆକ୍ଷେପ କରି ବ୍ରହ୍ମବରଦା ଗ୍ରାମ ର ଯୁବକ ଫେସ ବୁକ ରେ ଛାଡି ଥିବା ର ଜାଣି ସାମ୍ବାଦିକ ମାନଙ୍କ ମଧ୍ୟରେ ପ୍ରତିକ୍ରିୟା ହୋଇଥିଲା .ଏ ସମ୍ପର୍କରେ ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ହରି ହର ସ୍ୱାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଙ୍କୁ ଜଣାଇଥିଲେ. ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲା ସଭାପତି ହରି ହର ସ୍ୱାଇଁ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ଙ୍କୁ ଭେଟି ଆରକ୍ଷୀ ଅଧିକ୍ଷକ ଙ୍କ ପାଖକୁ ଏକ ଲିଖିତ ଅଭିଯୋଗ କରିଥିଲେ

ପରେ ବ୍ରହ୍ମବରଦା ଅଂଚଳ ର ସମାଜ ପ୍ରତିନିଧି ପ୍ରକାଶ ଚନ୍ଦ୍ର ସାହୁ, ସମ୍ବାଦ ପ୍ରତିନିଧି ବାପୁଜି ଚରଣ ଜେନା, ସମୟ ଲାଇଫ ପ୍ରତିନିଧି ଶଙ୍କର୍ଷଣ ସେଠୀ, ଗୋପୀନାଥ ଦାସ ପ୍ରମୁଖ ବ୍ରହ୍ମବରଦା ଫାଣ୍ଡି ରେ ଉକ୍ତ ଯୁବକ ବିରୁଦ୍ଧରେ ଆଉ ଏକ ଅଭିଯୋଗ କରିଥିଲେ . ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଦାସ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ଙ୍କ ନିର୍ଦେଶ କ୍ରମେ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ଉକ୍ତଯୁବକ କୁ ଗିରଫ କରି (  case No. 145/20)ଦଫା 292 IPC ଧାରା 500 ରେ କୋର୍ଟ ଚାଲାଣ କରିଛନ୍ତି.

Related Post

ୟୁଟ୍ୟୁବ ଚାନେଲ କରି ରଖିଥିଲା ସାପ ସହ ବିରଳ ପ୍ରଜାତିର ସରିସୄପ, ମାଡି ବସିଲା ବନବିଭାଗ ୧ ଗିରଫ

Posted by - August 24, 2022 0
ସମ୍ବଲପୁର :୨୩/୦୮ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲାର ସଦର ରେଞ୍ଜ ବନବିଭାଗ କୁ ମିଳିଛି ବଡ ସଫଳତା । ନିଜେ ଗୋଟିଏ ୟୁଟ୍ୟୁବ ଚାନେଲ କରି ନିଜ ଘରେ ବିଷଧର…

ଯାଜପୁର ଜିଲାର ବହୁଚର୍ଚ୍ଚିତ ଟ୍ରିପଲ ମ୍ୟାରେଜ ଘଟଣାର ନୂଆମୋଡ

Posted by - January 7, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାର ବହୁଚର୍ଚ୍ଚିତ ଟ୍ରିପଲ ମ୍ୟାରେଜ ଘଟଣାର ନୂଆମୋଡ । ଟ୍ରିପଲ ମ୍ୟାରେଜ ଘଟଣାକୁ ଲୋକଲୋଚନକୁ ଆଣିଥିବା ସବିନା ବିବିଙ୍କ ନାଁରେ ପେଂରାଦ…

କବାଡିଖାନା ଉପରେ ପୋଲିସ ର ଚଢ଼ାଉ,ଘଟଣାରେ ୩ ଅଟକ

Posted by - November 7, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସହର ଶିତଳେଶ୍ୱର ଠାରେ ଥିବା ଏକ କବାଡିଖାନା ଉପରେ ପୋଲିସ ର ଚଢ଼ାଉ,ଘଟଣାରେ ୩ଅଟକ।ସୂଚନା ମୁତାବକ କଟକ ଜଗତପୁର ଅଞ୍ଚଳରୁ ଏକ…

ଟିଉସନ ସାର ଫେରାର ହେବା ଘଟଣା ୨ନାବାଳିକା ଛାତ୍ରୀ ସମ୍ବଲପୁର ରୁ ଉଦ୍ଧାର

Posted by - December 22, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଭୁବନେଶ୍ୱର ବଡଗଡ଼ ଅଞ୍ଚଳ ର ୨ ନାବାଳିକା ଛାତ୍ରୀ ଙ୍କୁ ନେଇ ଟିଉସନ ସାର ଫେରାର ହେବା ଘଟଣା। ସମ୍ବଲପୁର ଅଇଁଠାପାଲି ଥାନା ପୋଲିସ ସମ୍ପୃକ୍ତ…

ପ୍ରେମର ପରିଣତି,ଯୁବତୀଙ୍କୁ ଭିଡିଓ କଲ କରି ଯୁବକଙ୍କ ଆତ୍ମହତ୍ୟା.

Posted by - May 2, 2020 0
ନାଲକୋନଗର:(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ନାଲକୋନଗର ଥାନା କୋଲାଡ଼ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ପ୍ରେମରେ ବିଫଳ ହୋଇ ଜଣେ ଯୁବକ ଫ୍ୟାନରେ ଝୁଲି…

Leave a comment

Your email address will not be published.