ଅନୁଗୁଳ: (ମହେଶ ଭୋମରାଜ)ଆତଙ୍କର ଅନ୍ୟନାମ ପାଲଟିଛି କରୋନା। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଦେଶ ଏବେ ଲକଡ଼ାଉନରେ। ଏହାପରେ ଅସ୍ୱାଭାବିକ ହୋଇପଡିଛି ଜୀବନଯାତ୍ରା। ଗରିବ, ଦିନ ମଜୁରିଆ ମୁଠାଏ ଖାଦ୍ୟ ପାଇଁ ସଂଘର୍ଷ କରୁଥିବାବେଳେ ଏଥିରୁ ବାଦ ପଡିନାହାନ୍ତି କେହି।
ଏପରି ଘଡିସନ୍ଧି ମୁହୁର୍ତ୍ତରେ ହେମସୁରପଡା ଦଶହରା ପଡିଆ ପାଖରେ ରହୁଥିବା କିଛି (ଯାଯାବର )ଅସହାୟ ଲୋକଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଖାଦ୍ୟ ବଣ୍ଟନ କରାଯାଇଛି .ଉକ୍ତ କାର୍ଯ୍ୟକ୍ରମ ରେ ଶାଖାର ମହାପ୍ରବନ୍ଧକ ଚନ୍ଦ୍ର ଶେଖର ମହାରଣା ଓ DBM ଅମିତାଭ ଦାସ ଉପସ୍ତିତି ରହି ଖାଦ୍ୟ ବଣ୍ଟନ କରିଥିଲେ .
Facebook Notice for EU!
You need to login to view and post FB Comments!