ଭାରତୀୟ ଷ୍ଟେଟ ବ୍ୟାଙ୍କ ଅନଗୁଳ ଶାଖା ତରଫରୁ ବ୍ରେଡ ଓ ବିସ୍କୁଟ ବଣ୍ଟନ .

599 0

ଅନୁଗୁଳ: (ମହେଶ ଭୋମରାଜ)ଆତଙ୍କର ଅନ୍ୟନାମ ପାଲଟିଛି କରୋନା। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଦେଶ ଏବେ ଲକଡ଼ାଉନରେ। ଏହାପରେ ଅସ୍ୱାଭାବିକ ହୋଇପଡିଛି ଜୀବନଯାତ୍ରା। ଗରିବ, ଦିନ ମଜୁରିଆ ମୁଠାଏ ଖାଦ୍ୟ ପାଇଁ ସଂଘର୍ଷ କରୁଥିବାବେଳେ ଏଥିରୁ ବାଦ ପଡିନାହାନ୍ତି କେହି।

ଏପରି ଘଡିସନ୍ଧି ମୁହୁର୍ତ୍ତରେ ହେମସୁରପଡା ଦଶହରା ପଡିଆ ପାଖରେ ରହୁଥିବା କିଛି (ଯାଯାବର )ଅସହାୟ ଲୋକଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଖାଦ୍ୟ ବଣ୍ଟନ କରାଯାଇଛି .ଉକ୍ତ କାର୍ଯ୍ୟକ୍ରମ ରେ ଶାଖାର ମହାପ୍ରବନ୍ଧକ ଚନ୍ଦ୍ର ଶେଖର ମହାରଣା ଓ DBM ଅମିତାଭ ଦାସ ଉପସ୍ତିତି ରହି ଖାଦ୍ୟ ବଣ୍ଟନ କରିଥିଲେ .

Facebook Notice for EU! You need to login to view and post FB Comments!

Related Post

ପାଂଚଦିନରେ ପହଞ୍ଚିଲା ବ୍ଲକ କର୍ମ ଚାରୀଙ୍କ କଲମ ଛାଡ ଆନ୍ଦୋଳନ

Posted by - March 22, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)କଣ୍ଟାମାଳ ବ୍ଲକର ସରକାରୀ ଯନ୍ତ୍ରୀଂ ସୃତିରଞ୍ଜନ ସେଠି ଙ୍କୁ ବିଜେଡି କର୍ମୀ ସାନ୍ତ୍ବନୁ ଥାଟି ଘରେ ପଶି ମlରଣାଅସ୍ରରେ ମରଣାତକ ଆକ୍ରମଣ କରି ମୁଣ୍ଡରେ…

କଠିନ ଓ ତରଳ ବର୍ଯ୍ୟ ବସ୍ତୁ ର ସୁପରିଚାଳନା କର୍ମଶାଳା ଉଦଯାପିତ

Posted by - October 30, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଜଳ ଓ ପରିମଳ ମିଶନ ଦ୍ବାରା ଆୟୋଜିତ କଠିନ ଓ ତରଳ ବର୍ଯ୍ୟ ବସ୍ତୁ ର ସୁପରିଚାଳନା ସମ୍ପର୍କରେ ଘିକୁଣ୍ଡି ଗ୍ରାମପଞ୍ଚାୟତ…

ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୟୀ ହୋଇଥିବା ପ୍ରତିନିଧିଙ୍କୁ ଦିଆଗଲା ସମ୍ବର୍ଦ୍ଧନା

Posted by - May 9, 2022 0
ଟିଟିଲାଗଡ/ ବଲାଙ୍ଗିର: – ବଲାଙ୍ଗିର ଯାଦବ ଭବନ ଠାରେ ଜିଲ୍ଲା ଯାଦବ ମହାସଭା ତରଫରୁ ପଞ୍ଚାୟତ ଓ ପୌରନିର୍ବାଚନରେ ନବ ନିର୍ବାଚିତ ହୋଇଥିବା ଯାଦବ ସମାଜର ଭାଇ…

ପ୍ରାର୍ଥୀଙ୍କ ଭୋଟ ଗଣତି ରେ ଅନିୟମିତତା ଅଭିଯୋଗ,ଏନ ଏଚ ୫୯ ଅବରୋଧ

Posted by - March 3, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଙ୍କ ଭୋଟ ଗଣନାରେ ଭୁଲ ତଥ୍ୟ ଦିଆଯାଇଥିବା ଅଭିଯୋଗ କରି ସରପଞ୍ଚ ପ୍ରାର୍ଥୀଙ୍କ…

Leave a comment

Your email address will not be published.