Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ସଂକ୍ରମିତ ବ୍ରହ୍ମବରଦା ଅଞ୍ଚଳକୁ କଣ୍ଟେନମେଂଟ ଅଞ୍ଚଳ ଭାବେ ଘୋଷଣା

1452 161

ଯାଜପୁର;(ଆନନ୍ଦ ଚନ୍ଦ୍ର ସହୁ)ଯାଜପୁର ଜିଲ୍ଲାର ପ୍ରଥମ କୋରୋନା ସଂକ୍ରମିତ ବ୍ରହ୍ମବରଦା ଅଞ୍ଚଳକୁ କଣ୍ଟେନମେଂଟ ଅଞ୍ଚଳ ଭାବେ ଘୋଷଣା କଲେ ଜିଲାପାଳ ରଞ୍ଜନ କୁମାର ଦାସ ।ବ୍ରହ୍ମବରଦା ର ୩ କିମି ପରିଧି ଭିତର ଅଞ୍ଚଳ କୁ କଣ୍ଟେନମେଂଟ ଅଞ୍ଚଳ ଭାବେ ଘୋଷଣା ହେଲା ।

ଏହି ଅଞ୍ଚଳରେ ୧୨ଟି ଗ୍ରାମ ରହିବ । ସଂକ୍ରମଣ କୁ ରୋକିବା ପାଇଁ ଜିଲା ପ୍ରଶାସନ ର ବଡ଼ ପଦକ୍ଷେପ ।ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବ ଜିଲା ପ୍ରଶାସନ। ସମସ୍ତ କାର୍ଯ୍ୟ କୁ ତଦାରଖ କରିବେ ୨ଜଣ ଓ ଏ ଏସ ଏବଂ ଜଣେ ମେଡିକାଲ ଅଧିକାରୀ ।

ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରହିବ ସମସ୍ତ କଟକଣା।ବ୍ରହ୍ମବରଦା ସମେତ ବନ୍ଧଡିହ, ଲଙ୍କାବାଲିସାହି, ବଡ଼ରାଏପଡା, ଖଣ୍ଡାସ, ବାଲିଗୁଡା, ମହେଶ୍ୱରପୁର, ଚାନ୍ଦପୁର, କୋଠିଡିହ, ବାଙ୍କସାହି, ସାହାପଡା, ଦେଉଳି (ଆଂଶିକ) ଅଂଚଳ ଏହି ଜୋନ ଭିତରେ ରହିବ।

Related Post

ମମିତା କୁ ନ୍ୟାୟ ଓ କଳାହାଣ୍ଡି ର ସ୍ୱାଭିମାନ ପାଇଁ ଭକ୍ତ ଦାସ ଙ୍କ ଜନତା କର୍ଫ୍ୟୁ ଡାକରା

Posted by - November 6, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଠାରେ ମମିତା ମେହେର ର ଜଘନ୍ଯ ହତ୍ୟାକାଣ୍ଡ ଘଟଣା ସମଗ୍ର ମାନବ ସଭ୍ଯତା ର କଳଙ୍କ, ଏହା ପବିତ୍ର କଳାହାଣ୍ଡି…

ବିଂଝାରପୁରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Posted by - March 8, 2021 0
ଯାଜପୁର :ଯାଜପୁର ଜ଼ିଲ୍ଲା ବିଂଝାରପୁରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ l ମହିଳାଙ୍କୁ ସଶକ୍ତ କରିବାକୁ ଆଜି ସାରା ବିଶ୍ୱ ଏହି ଦିନ ପାଳନ କରୁଥିବା ବେଳେ…

ଯାଜପୁର ପ୍ରଶାସନ ପକ୍ଷରୁ ଜାତୀୟ ମତଦାତା ଦିବସ ପାଳିତ

Posted by - January 25, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ପ୍ରଶାସନ ପକ୍ଷରୁ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର…

କ୍ରସର୍ ଚାଲୁ କରିବା ସପକ୍ଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Posted by - September 3, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ହରଭଙ୍ଗା ବ୍ଲକ୍ ଖରଭୁଇଁ ଗ୍ରାମରେ ଥିବା କ୍ରସର୍ ଗୁଡିକ ବନ୍ଦ କରିବା ଓ ପଥର କୁଆଁରୀ ଗୁଡିକ ନିଲାମ ବାତିଲ କରିବା ଦାବୀରେ ଆନ୍ଦୋଳନ ଚାଲିଥିବା ବେଳେ…

There are 161 comments

Leave a comment

Your email address will not be published.