ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ,ବାହାରକୁ ଗଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

431 0

ଭୁବନେଶ୍ୱର: ରାଜ୍ୟରେ ଆଉ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଲୋକେ ଭୟଭୀତ ହାଇପଡ଼ିଛନ୍ତି।ସାମାଜିକ ଦୂରତ୍ୱ ପାଇଁ ଏବେ ନୂଆ ନିୟମ। ଲକଡାଉନ ବେଳେ କୋହଳ ସମୟ ବେଳେ ଲୋକଙ୍କ ଭିଡ ଦେଖି ପ୍ରଶାସନ ଏବେ ନୂଆ ସମୟ ଧାର୍ଯ୍ୟ କରିଛି । ସାମାଜିକ ଦୂରତ୍ୱ ଓ ବଜାରରେ ଅଧିକ ଭିଡ ନ କରିବା ପାଇଁ ପ୍ରଶାସନ କେତେକ ନିୟମ କରିଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ପାଇଁ ଅଧିକ ସମୟ ଦିଆଯାଇଥିବା ବେଳେ ବାଇକ ଓ ଘରୋଇ ଗାଡି ଉପରେ ଲଗାମ ଲଗାଇଛି ପ୍ରଶାସନ ।ଘର ବାହାରକୁ ଗଲେ ମାସ୍କ ଓ ରୁମାଲରେ ନାକ ଓ ପାଟି ଢାଙ୍କିବାକୁ ନିର୍ଦ୍ଦେଶ ଦିଆଯାଇଛି ,ଯେଉଁମାନେ ସିଙ୍ଗିଲ୍ ୟୁଜ୍ ମାସ୍କ ବ୍ୟବହାର କରୁଛନ୍ତି, ଏହି ସବୁ ମାସ୍କକୁ ଭଲ ଭାବେ ସାବୁନ, ସର୍ଫରେ ସଫା କରି ଖରାରେ ଶୁଖାଇ ପୁଣି ଥରେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

ଏହାସହ ଜମେ ବ୍ୟବହାର କରୁଥିବା ମାସ୍କକୁ ଅନ୍ୟ କେହି ବ୍ୟବହାର ନକରିବାକୁ କୁହାଯାଇଛି ।  ଏହି ନିର୍ଦ୍ଦେଶ ଏପ୍ରିଲ ୯ ତାରିଖ ସକା ୭ଟାରୁ କାର୍ଯ୍ୟକ୍ଷମ ହେବ ,ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚାଇ ଦେଇଛନ୍ତି । ସେହିପରି  ସାମାଜିକ ଦୂରତା ନିୟମ ଭଙ୍ଗ ହେଲେ ଜିରୋ ଟଲରାନ୍ସ ନୀତି ଆପଣାଯିବ। ଏହି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ଚେତାବନୀ  ଦିଆଯାଇଛି

Facebook Notice for EU! You need to login to view and post FB Comments!

Related Post

ଚଢା ଦାମରେ ମଦ ବିକ୍ରି ହେଉଥିବା ନେଇ ସାଂଘାତିକ ଅଭିଯୋଗ,କୋଭିଡ଼ ଟିକସ ପରେ ଗୁପ୍ତ ଟିକସ

Posted by - May 27, 2020 0
ଭୁବନେଶ୍ୱର: ଅନ୍‌ଲାଇନ୍‌ ମଦ ବେପାରରେ ସ୍ଥିତି ସୁଧୁରୁନି। ଗତ କାଲି ଭଳି ଆଜି ମଧ୍ୟ ବିଭିନ୍ନ ମଦ ଦୋକାନ ସାମ୍ନାରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି। ପୁଲିସ-ମଦ୍ୟପଙ୍କ…

ରୋଗୀଙ୍କୁ ଡାକ୍ତରଙ୍କ ଆକ୍ରମଣ ଭିଡିଓ ଭାଇରାଲ

Posted by - March 14, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଡାକ୍ତର ଙ୍କ ନିସ୍ତୁକ ମାଡ ମାରିବା ଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା…

ମାଲକାନଗିରି ଜିଲ୍ଲା ଛାତ୍ର ଛାତ୍ରୀ ଓ ଅଭିଵାଭକ ଙ୍କ ଦ୍ୱାରା ସ୍କୁଲ ଖୋଲାଯିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ

Posted by - August 12, 2021 0
ମାଲକାନଗିରି: ଜିଲ୍ଲାର ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଵାଭକ ମାନେ ଆଜି ମାଲକାନଗିରି ଜିଲ୍ଲାପାଳ ଙ୍କ ଜରିଆରେ ସମସ୍ତ ପ୍ରାଥମିକ ଓ ଉଚପ୍ରାଥମିକ ବିଧ୍ୟାଳୟ ଖୋଲାଯିବା ନିମନ୍ତେ…

ଆଜି ରାତି ୧୦ଟାରୁ ୬୦ ଘଣ୍ଟା ପାଇଁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ସଟଡାଉନ୍

Posted by - April 23, 2020 0
ଭୁବନେଶ୍ବର:ଗୁରୁବାର ସନ୍ଧ୍ୟାରେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।ଆଜି ରାତି ୧୦ ଟା ଠାରୁ ଆସନ୍ତା ୨୬ ତାରିଖ ଦିନ ୧୦ଟା…

ବାଲେଶ୍ବର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ, ନୀଳଗିରି ରେ ବନ୍ଦ ର ପ୍ରଭାବ

Posted by - October 30, 2021 0
ନୀଳଗିରି:(ସୌମ୍ୟା ସାଇ ବାରିକ)ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ, ଘଟଣାରେ ସଂପୃକ୍ତ ରାଜ୍ଯ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବୀ ସହିତ,…

Leave a comment

Your email address will not be published.