Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଧାରପୁର ସରପଞ୍ଚ ନିଜ ଦରମା ରିଲିଫ ପାଣ୍ଠିକୁ ଦାନ କଲେ

1848 250

ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) କରୋନା ମୁକାବିଲା ରେ ସହଯୋଗ କରିବା ପାଇଁ ନିଜର ଛ ମାସର ଦରମା ଦାନ ବରୀ ବ୍ଲକର ଧାରପୁର ସରପଞ୍ଚ ଟି. ରୋଜାଲିନ ଶାନ୍ତି ଦାନ କରିଛନ୍ତି l ସେ ଆଜି ବିଡିଓ ବରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ଛ ମାସର ଦରମା ୧୧, ୨୮୦ ଟଙ୍କା ର ଚେକ୍ ବିଡିଓ ଶାଶ୍ୱତ କୁମାର ଜେନାଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।

ଏହା ବ୍ୟତିତ ସମସ୍ତେ କରୋନା ମୁକାବିଲା ପାଇଁ ଏକଜୁଟ ହେବା ସହ ସରକାରଙ୍କ ନିୟମ ମାନିବାକୁ ସେ ଅନୁରୋଧ କରିଛନ୍ତି । ବିଡିଓଙ୍କୁ ଚେକ୍ ପ୍ରଦାନ ସମୟରେ ବିଜୁ ଯୁବ ବାହିନୀ ର ବ୍ଲକ ସମ୍ପାଦକ ତୁଷାରକାନ୍ତ ଶାନ୍ତି, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ମନୋରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ସୁରକ୍ଷିତ ଆମେ ସୁରକ୍ଷିତ ତୁମେ ଅଭିଯାନ ” ର ସଂପର୍କରେ ଭରଚୁଆଲ ମିଟିଂ

Posted by - June 13, 2021 0
ନବରଙ୍ଗପୁର 🙁 ବେଣୁ ଗୋପାଳ ରାଓ) ସୁରକ୍ଷିତ ଆମେ ସୁରକ୍ଷିତ ତୁମେ ଅଭିଯାନ  ” ର ସଂପର୍କରେ ଆଜି ଭରଚୁଆଲ ରେ ନିତି ଆୟୋଗଙ୍କ ଦ୍ୱାରା ଅନୁମୋଦିତ…

ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗରେ ଶୋକ ସଭା

Posted by - July 25, 2021 0
ସୋନପୁର :(ଅଜିତ କୁମାର ପୂଜାରୀ)ସହରର କସ୍ତୁରୀ ହୋଟେଲ ସଭାଗୃହରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା ବଲାଙ୍ଗୀର ସାଂସଦ ନିତ୍ୟାନନ୍ଦ…

ଲୁହସିଂହା ଧାନ ମଣ୍ଡିକୁ ଉପଖଣ୍ଡ ଯୋଗାଣ ଅଧିକାରୀଙ୍କ ଗସ୍ତ

Posted by - December 25, 2021 0
ଖପ୍ରାଖୋଲ ;(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଲୁହସିଂହା ଧାନ ମଣ୍ଡିକୁ ପାଟଣାଗଡ଼ ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ ଶନିବାର ଗସ୍ତ କରିଥିଲେ । ଗସ୍ତ…

YCDA ର ପଂଚାୟତ ସ୍ତରୀୟ ଦିନିକିଆ ଶିଶୁସୁରକ୍ଷା କର୍ମଶାଳା ବୈଠକ

Posted by - September 23, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ରିଖ ଆଜି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ YCDA ର Early childhood Intervetion programme ଚଳୁଥିବା ବୌଦ୍ଧ ବ୍ଲକ ର ମୁଣ୍ଡlପଡ଼ା ଗ୍ରାମପଂଚାୟତ ର ପଂଚାୟତ…

ରାସ୍ତା ଉପରେ ନର୍ଦ୍ଦମା ପାଣି, ଦୁର୍ଗନ୍ଧ ରେ ଅତିଷ୍ଠ କେବିଡି ବାସୀ

Posted by - November 5, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଗ୍ରାମ ସହରକୁ ସ୍ଵଚ୍ଛ ଓ ନିର୍ମଳ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ଯୋଜନାମାନ ପ୍ରସ୍ତୁତ କରି ବହୁ କୋଟି ଟଙ୍କା…

There are 250 comments

  1. Everything said made a ton of sense. But, what about this?

    what if you added a little content? I ain’t saying
    your content is not solid, however suppose you added a title that makes people want more?
    I mean ଧାରପୁର ସରପଞ୍ଚ ନିଜ
    ଦରମା ରିଲିଫ ପାଣ୍ଠିକୁ
    ଦାନ କଲେ – Aei Odisha is kinda boring.
    You could look at Yahoo’s home page and see how they create
    news headlines to get people interested. You might add a
    video or a related pic or two to grab readers excited about everything’ve got to say.
    In my opinion, it could bring your posts a
    little livelier.

  2. Hello there I am so delighted I found your web site, I
    really found you by accident, while I was browsing on Aol for
    something else, Anyways I am here now and would just like to say kudos for a tremendous post and a all round exciting
    blog (I also love the theme/design), I don’t have time to
    read it all at the minute but I have saved it and also
    added your RSS feeds, so when I have time I will be back
    to read much more, Please do keep up the superb work.

  3. Pretty nice post. I just stumbled upon your blog and wanted
    to say that I have really enjoyed browsing your blog
    posts. After all I’ll be subscribing to your feed
    and I hope you write again soon!

  4. Woah! I’m really digging the template/theme of this website.
    It’s simple, yet effective. A lot of times it’s
    very difficult to get that “perfect balance” between user friendliness
    and appearance. I must say you’ve done a fantastic job
    with this. Additionally, the blog loads very quick
    for me on Opera. Superb Blog!

  5. Hi, I do think this is a great site. I stumbledupon it 😉 I am going to return yet again since
    I saved as a favorite it. Money and freedom is the greatest way to change, may you be rich and continue to help other people.

  6. Hi! Would you mind if I share your blog with my facebook
    group? There’s a lot of folks that I think would really appreciate your
    content. Please let me know. Cheers

  7. Spot on with this write-up, I truly believe this site needs
    far more attention. I’ll probably be returning to read through more,
    thanks for the information!

  8. Very nice post. I just stumbled upon your
    weblog and wished to say that I’ve really enjoyed surfing around your blog
    posts. After all I will be subscribing to your feed and I hope
    you write again soon!

Leave a comment

Your email address will not be published.