Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ଯାଜପୁର କଳିଙ୍ଗନଗର ରେ ମୁଖ୍ୟମନ୍ତ୍ରୀ,କହିଲେ ବିଜୁ ବାବୁ ଙ୍କ ସ୍ଵପ୍ନ ସତ ହେଇଛି

1537 2

ଯାଜପୁର: ପାଂଚ ଦିବସୀୟ କଳିଙ୍ଗନଗର ମହୋତ୍ସବକୁ ଉଦ୍‌ଘାଟନ କରି ନବୀନ କହିଛନ୍ତି ଯେ ସାଧାରଣ ଜନତାଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର କାମ କରୁଛନ୍ତି। ଆଗାମୀ ୫ ବର୍ଷ ମଧ୍ୟରେ ୬ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କହିଛନ୍ତି। ବିଜୁବାବୁଙ୍କ ସ୍ୱପ୍ନ ସାକାର ହୋଇଛି ଏବଂ ଏଠାରେ କଳିଙ୍ଗ ନଗର ଭଳି ବିଶାଳ କାରଖାନା ଗୁଡ଼ିକ ପ୍ରତିଷ୍ଠା ହୋଇପାରିଛି।

ରାଜ୍ୟ ସରକାର କୃଷି ଓ କୃଷକଙ୍କୁ ଗୁରୁତ୍ୱ ଦେଇ ଶୁକ୍ରବାର ‘କାଳିଆ’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଦ୍ୱାରା ଚାଷୀମାନେ ଅଧିକ ଲାଭବାନ ହେବେ।ମହୋତ୍ସବରେ ଖାଦ୍ୟ ଓ ବ୍ୟବସାୟ ମେଳା ପ୍ରଦର୍ଶନୀ ହୋଇଥିବା ବେଳେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଉଦ୍‌ଘାଟନୀ ମହୋତ୍ସବରେ ବଡ଼ଚଣା ବିଧାୟକ ଅମର ଶତପଥୀ, ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡେଇ, କୋରେଇ ବିଧାୟକ ଆକାଶ ଦାଶ ନାୟକ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବରୀ ବିଧାୟକ ଦେବାଶିଷ ନାୟକ, ବିଝାରପୁର ବିଧାୟିକା ପ୍ରମିଳା ମଲିକ, ସାଂସଦ ରୀତା ତରାଇ ଉପସ୍ଥିତ ଥିଲେ। ଜିଲ୍ଲାପାଳ ନରେଶ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ କଳିଙ୍ଗନଗର ଉପ-ଜିଲ୍ଲାପାଳ ସନ୍ତୋଷ ମିଶ୍ର ଧନ୍ୟବାଦ ଜଣାଇଥିଲେ।

Related Post

କରୋନା କଟକଣାରେ ନୀଳଗିରି ଉପଖଣ୍ଡ ସ୍ତରୀୟ ୭୪ ତମ ସ୍ଵାଧୀନତା ଦିବସ ପାଳିତ।

Posted by - August 15, 2020 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ମହାମାରୀ କରୋନା କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି, ଦେଶ ବ୍ୟାପି ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଠିକ୍ ସେହି ଭଲି ନୀଳଗିରି…

ଆଦର୍ଶ ଗ୍ରାମ ର ଆଦର୍ଶ ରାସ୍ତା ଉନ୍ନତି ନାମରେ ଖର୍ଚ୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା ଖରାଦିନେ ବି ରାସ୍ତା ର ଅବସ୍ଥା ବେହାଲ,

Posted by - April 6, 2022 0
ବୌଦ୍ଧ: ୫/୪(ଚିତରଞ୍ଜନ ସିଂ) ସରକାର ଗ୍ରାମାଞ୍ଚଳର ବିକାଶ କୁ ଅଧିକ ରୁ ଅଧିକ କରିବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ଏପରିକି ରାସ୍ତା ଘାଟ, ପୋଖରୀ,…

ରାଜ୍ୟର ପଞ୍ଚମ ଆକ୍ରାନ୍ତଙ୍କ ଟ୍ରାଭେଲ ତଥ୍ୟ ପ୍ରକାଶ କଲେ ରାଜ୍ୟ ସରକାର

Posted by - April 3, 2020 0
ଭୁବନେଶ୍ୱର:ରାଜ୍ୟର ପଞ୍ଚମ ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରା ଙ୍କ ଟ୍ରାଭେଲ ତଥ୍ୟ ପ୍ରକାଶ କଲେ ରାଜ୍ୟ ସରକାର,ସେ ମାର୍ଚ୍ଚ ୫ ତାରିଖରେ ପ୍ରଦୀପ ସୂର୍ଯ୍ୟନଗର ମହାଶକ୍ତି କ୍ଲିନିକ୍‌ ଯାଇଥିଲେ। ମାର୍ଚ୍ଚ ୧୨ ତାରିଖରେରେ…

ଠିକାଦାର-ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା,କାଗଜପତ୍ରରେ ବିଦ୍ୟୁତ ପୋଲ ସିପିଟିଙ୍ଗ କରି ଅର୍ଥ ଚଳୁ

Posted by - March 31, 2022 0
ହରଭଙ୍ଗା:ତା୩୧/୩,:(ଚିତ୍ତରଂଜନସିଂ)ହରଭଙ୍ଗା-ଛତ୍ରଙ୍ଗ ପୂର୍ତ୍ତରାସ୍ତା ସମ୍ପ୍ରସାରଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ୪ବର୍ଷ ବିତିଗଲାଣି।ହେଲେ ରାସ୍ତା ପାର୍ଶ୍ଵରେ ରହିଥିବା ବିଦ୍ୟୁତ ପୋଲ ଗୁଡିକ ଏବେ ମଧ୍ୟ ବିପଦ ସଙ୍କୁଳ…

ପାଣି ପାଇଁ ହନ୍ତସନ୍ତ ହେଉଥିବା ମହିଳାଙ୍କ ଗରା ଓ ବାଲ୍‌ଟି ଧରି କଟକ-ନରସିଂହପୁର ରାସ୍ତା ଅବରୋଧ

Posted by - March 22, 2021 0
ନରସିଂହପୁର: ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ କେନ୍ଦୁପଲ୍ଲୀ ଇନ୍ଦିରା କଲୋନିରେ ପାନୀୟଜଳର ଉତ୍କଟ ସମସ୍ୟା ନେଇ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏକମାତ୍ର ନଳକୂପ ଅଚଳ ହେବା…

There are 2 comments

  1. My brother recommended I would possibly like this website. He was once totally right. This put up actually made my day. You cann’t imagine simply how much time I had spent for this info! Thank you!|

  2. fantastic points altogether, you just received a brand new reader.
    What could you recommend in regards to your submit that you just made a few days ago?
    Any positive?

Leave a comment

Your email address will not be published.