ଅଚିହ୍ନା ଯୁବକର ମୃତ ଦେହ ଉଦ୍ଧାର

490 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲା ବୈରୀ ପୋଲିସ୍ ଟ୍ରେନିଂ କ୍ୟାମ୍ପ ନିକଟ ଖୋଲା ପଡିଆରୁ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ। ଯୁବକଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀ, ସକାଳ ସମୟରେ ନିୟମିତ ବ୍ୟାୟାମ କରିବାକୁ ଯାଉଥିବା କିଛି ଲୋକ ପଡ଼ିଆରେ ଯୁବକଙ୍କୁ ଏଭଳି ଅବସ୍ଥାରେ ପଡିରହିଥିବା ଦେଖି ପୋଲିସକୁ ଜଣାଇଥିଲେ। ମୃତ ଯୁବକ ଜଣକ ଶରୀରର ସମ୍ମୁଖ ଓ ପଛ ପାର୍ଶ୍ୱର କିଛି ଅଂଶ ପୋଡି ଯାଇଥିବା ଦେଖିବାକୁ ମିଳିଥିଲା। ଯୁବକ ଜଣକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି। ବୈରୀ ପୋଲିସ୍ ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

Related Post

ଶଶୁର ଓ ଶଳାର ଠେଙ୍ଗାମାଡରେ ଜୋଇ ର ମୃତ୍ୟୁ

Posted by - July 12, 2019 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ଥାନା ଅନ୍ତର୍ଗତ ଅନ୍ୟସପୁର ପଞ୍ଚାୟତ ର ଅନ୍ୟାସପୁର ଗ୍ରାମର ସୁରେନ୍ଦ୍ର ସେଠୀଙ୍କ ଘରେ ଜ୍ୱାଇଁ ସନ୍ତୁ ସେଠି ଙ୍କ ର ମୃତ୍ୟୁ ଘଟିଛି…

ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କଲେ କୁଆଖିଆ ପୋଲିସ

Posted by - December 6, 2019 482
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଏକ ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କରିଛି କୁଆଖିଆ ପୋଲିସ। ଘଟଣାରେ ୪ଜଣ ଡକାୟତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୩ଟି…

ମିଳିଲା ରାଜଧାନୀରୁ ମହିଳାଙ୍କ କଟାମୁଣ୍ଡ। ପ୍ରେମିକର ସାଙ୍ଘାତିକ କାରନାମା

Posted by - December 20, 2018 0
ଭୁବନେଶ୍ବର:- ରାଜଧାନୀରେ ଦିନକୁ ଦିନ ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଗତ ୬ମାସ ମଧ୍ୟରେ ରାଜଧାନୀରେ ୯ଟି ହତ୍ୟାକାଣ୍ଡ ସଂଗଠିତ ହୋଇଛି । କେତେକ…

ବନ୍ଧୁକ ଚୋରା ଚାଲାଣ ଅଭିଯୋଗ ରେ ୪ ଗିରଫ

Posted by - December 29, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ରେ ବନ୍ଧୁକ ଚୋରା ଚାଲାଣ ଅଭିଯୋଗ ରେ ସମ୍ବଲପୁର ରେଙ୍ଗାଲି ପୋଲିସ ଦ୍ୱାରା ୪ ଗିରଫ। ଗିରଫ ଅଭିଯୁକ୍ତ ମାନେ ହେଲେ ନେପାଳ…

ଛାତ୍ରୀମାନଙ୍କ ଆକ୍ରମଣର ଶିକାର ରୋଡ଼ରୋମିଓ

Posted by - September 25, 2019 0
ମୟୁରଭଞ୍ଜ:-ଛେଚା ଖାଇଲେ ରୋଡ଼ ରୋମିଓ। ଏକତରଫା ପ୍ରେମ ସାଙ୍ଗକୁ କମେଣ୍ଟ ମାରିବା ହେଲା କାଳ। ରୋଡ଼ରୋମିଓର ଏଭଳି ନିତିଦିନିଆ ବ୍ୟବହାରରେ ଅତିଷ୍ଠ ହୋଇ ଗୋଡାଇ ଗୋଡାଇ ଛେଚିଲେ…

Leave a comment

Your email address will not be published.