ଅନେକ ବଦାନ୍ୟ ବ୍ୟକ୍ତି ଓ ସ୍ୱେଚ୍ଛାସେବୀଙ୍କ ମୁଖ୍ୟମନ୍ତ୍ରୀ ରିଲିପଂ ପଂଣ୍ଡ ଏବଂ ପ୍ରଧାନମନ୍ତ୍ରୀ କେୟାର ପଂଣ୍ଡକୁ ଦାନ

301 0

ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ) କୋରୋନା ମୁକାବିଲା ପାଇଁ ଯାଜପୁର ଜିଲାରେ ଅନେକ ବଦାନ୍ୟ ବ୍ୟକ୍ତି ଓ ସ୍ୱେଚ୍ଛାସେବୀ ମୁଖ୍ୟମନ୍ତ୍ରୀ ରିଲିପଂ ପଂଣ୍ଡ ଏବଂ ପ୍ରଧାନମନ୍ତ୍ରୀ କେୟାର ପଂଣ୍ଡକୁ ଦାନ କରୁଛନ୍ତି । ରସୁଲପୁର ବ୍ଲକ ହରିପୁର ଅଂଚଳର ବିଶିଷ୍ଟ ବ୍ୟବସାୟୀ ଅଶୋକ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ୨୫ ହଜାର ଟଙ୍କା ଯାଜପୁର ଜିଲାପାଳ ରଂଜନ କୁମାର ଦାସଙ୍କ ମାଧ୍ୟମରେ ପଠାଇଛନ୍ତି ।

ସେହିଭଳି ଯାଜପୁର ବିଭିନ୍ନ  ସ୍ୱେଚ୍ଛାସେବୀ ପ୍ରଧାନମନ୍ତ୍ରୀ କେୟାର ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ଚେକ ଯାଜପୁର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି ।ଯାଜପୁର ଜିଲାପାଳ ରଂଜନ କୁମାର ଦାସ ଦେଶର ଏହିଭଳି ବିପଦ ସମୟରେ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ ।

Related Post

ଶଙ୍କରଡ଼ା ଠାରେ ସପ୍ତମ ବାର୍ଷିକ ଉତ୍ସବ ଓ଼ ଅଷ୍ଟପ୍ରହରୀ ନାମ ଯଜ୍ଞ

Posted by - February 9, 2022 0
ବୌଦ୍ଧ; (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଂକୁଲୋଇ ପଂଚାୟତ ଶଙ୍କରଡ଼ା ଗ୍ରାମରେ ସପ୍ତମ ବାର୍ଷିକ ଉତ୍ସବ ଓ଼ ଅଷ୍ଟ ପ୍ରହାର ନାମ ଯଜ୍ଞ ଅନୁଷ୍ଠିତ…

ଶିକ୍ଷା ମନ୍ତ୍ରୀଙ୍କ ବୋଡେ଼ନ ବ୍ଲକର ବିଭିନ୍ନ କାର୍ଯ୍ୟରେ ଯୋଗଦାନ

Posted by - November 11, 2021 0
ଓଡ଼ିଆ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ସ୍ମାଟ କାର୍ଡ ବଣ୍ଟନ ନେଇ ରାଜ୍ୟ ସରକାରଙ୍କ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନୂଆପଡା ଜିଲ୍ଲା…

ସଟ ଡାଉନ ସ୍ଥିତିର ସମୀକ୍ଷା ପାଇଁ ଯାଜପୁରରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ

Posted by - April 24, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ସଟ ଡାଉନ ସ୍ଥିତିର ସମୀକ୍ଷା ପାଇଁ ଯାଜପୁର ଜିଲା ଗସ୍ତ ରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ । ଜିଲ୍ଲାର ବିରାଜାପୁର…

ପେଟ୍ରୋଲ୍ ଢାଳି ନିଶାସକ୍ତ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

Posted by - November 9, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ଘରୋଇ କଳହର କରୁଣ ପରିଣତି !ନିଶାସକ୍ତ ସ୍ବାମୀଙ୍କୁ ନିଶାଖାଇବାରୁ ସ୍ତ୍ରୀ ବାରଣ କରିବାରୁ ସ୍ବାମୀ ନିଶାରେ ଥିବା ଅବସ୍ଥାରେ ଦେହରେ ପେଟ୍ରୋଲ ଢାଳି ହୋଇ ଆତ୍ମହତ୍ୟା…

Leave a comment

Your email address will not be published.