ସୁଧୁରିବେନି ଲୋକେ, ପୋଲିସ ସିଲ କରିଥିବା ରାସ୍ତା ଖୋଲିଦେଲେ

854 0

ବରୀ :(ସ୍ନେହାଂଶୁ ଶେଖର ମହାନ୍ତି) ଗତ 30ତାରିଖ ଦିନ ଯାଜପୁର ଜିଲ୍ଲା ପ୍ରଶାସନ ଙ୍କ ନିର୍ଦେଶକ୍ରମେ ବରୀ ପ୍ରଶାସନ ଯାଜପୁର – କେନ୍ଦ୍ରାପଡା ଜିଲ୍ଲା ର ସୀମାନ୍ତ କୁ ସିଲ କରିଥିଲା ।ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ଗମୁ ଓ କେନ୍ଦ୍ରାପଡା ଜିଲ୍ଲା ଇନ୍ଦୁପୁର କୁ ସଂଯୋଗ କରୁଥିବା ବିରୂପା ନଦୀ ଉପରେ ବାଉଁଶ ବନ୍ଧାଯାଇ ସିଲ କରିଥିବା ବେଳେ ଆଜି କେହି ଦୁର୍ବୁତ୍ତ ସେହି ବାଉଁଶ ବନ୍ଧା ସିଲକୁ ଭାଙ୍ଗି ନଦୀ ଗର୍ଭକୁ ଫୋପିଡ଼ି ଦେଇଥିବା ଦେଖା ଯାଇଥିଲା ।

 

ଭାଙ୍ଗିବା ପରେ ପୁଣି ନୂଆକରି ତିଆରି କରିବା ଫୋଟୋ

ସେହି ଯାଗାକୁ ଯାଇଥିବା ବରୀ ରାମଚନ୍ଦ୍ର ପୁର ଥାନା କର୍ମଚାରୀ ମନୋରଞ୍ଜନ ରାଉତ ଦେଖିବାକୁ ପାଇଥିଲେ । କର୍ମୀଚାରି ଜଣଙ୍କ ତତ୍କ୍ଷଣାତ ବରୀ ଥାନାକୁ ଖବର ଦେଇଥିଲେ । ପରେ ସେହି କର୍ମଚାରୀ ଜଣଙ୍କ ନିଜେ ଓ ସ୍ଥାନିୟ ଲୋକଙ୍କ ସହଯୋଗରେ ପୁଣି ବାଉଁଶ ବନ୍ଧି ଦୁଇ ଜିଲ୍ଲାର ର ସୀମାନ୍ତ ଙ୍କୁ ବନ୍ଦ କରିଥିବାର ଦେଖା ଯାଇଛି । ଏହି କାର୍ଯ୍ୟରତ କର୍ମଚାରୀ ଙ୍କୁ ସାଧାରଣ ରେ ବେଶ ପ୍ରଶ୍ନସା ମିଳିଛି ।

Facebook Notice for EU! You need to login to view and post FB Comments!

Related Post

ଦୂତୀୟ ଥର ପାଇଁ ବଙ୍ଗୋମୁଣ୍ଡା ବ୍ଳକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ରଞ୍ଜୁଵାଲା ବେହେରା

Posted by - March 13, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀ ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକରେ ଦୁତୀୟ ଥର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ଅଲଣ୍ଡା ପଞ୍ଚାୟତ ସମିତି ସଭ୍ୟା କଂଗ୍ରେସ ସମର୍ଥୀତ ରଞ୍ଜୁଵାଲା ବେହେରା ୧୭…

ଆସନ୍ତାକାଲି ପବିତ୍ର ମକର ସଂକ୍ରାନ୍ତି

Posted by - January 14, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତାକାଲି ପବିତ୍ର ମକର ସଂକ୍ରାନ୍ତି । ଏଥିପାଇଁ ଯାଜପୁର ଜିଲା ବିଂଝାରପୁରର ବାବା ବରୁଣେଶ୍ୱରଙ୍କ ପୀଠ ହୋଇ ଉଠିଛି ଚଳଚଂଚଳ । ପବିତ୍ର ମକର…

ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ- ପାଳନ କରନ୍ତି :-ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପହଂଚିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ଆସିଥିବା ମତାମତ ବାକ୍ସ

Posted by - March 26, 2019 0
ଭୁବନେଶ୍ୱର:୨୬/୦୩ ଚଳିତ ମାସ ୫ ତାରିଖ ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଏହି ଅଭିନବ…

ବୌଦ୍ଧ ଆଦର୍ଶ ପୋଲିସ ଥାନାରେ ଚାଇଡ ଲାଇନ ବନ୍ଧୁତା ଦିବସ ପାଳିତ

Posted by - November 21, 2021 0
ବୌଦ୍ଧ: ଚାଇଲଡ଼ ଲାଇନ ବୌଦ୍ଧ ପକ୍ଷରୁ ଆଦର୍ଶ ପୋଲିସ ଥାନା ରେ ଶିଶୁ ଦିବସ ଉପଲକ୍ଷେ ଚାଇଲଡ଼ଲାଇନ ସହ ବନ୍ଧୁତା ଦିବସ ପାଳନ କରାଯାଇଛି ଏହି ସମୟରେ…

ନବରଙ୍ଗପୁର ସ୍ଥିତ ସାପ୍ତାହିକ ହାଟ RMC ବଜାର ପରିସରରେ ସଫେଇ କାର୍ଯ୍ୟକ୍ରମ

Posted by - October 9, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ସ୍ଥିତ ସାପ୍ତାହିକ ହାଟ RMC ବଜାର ପରିସରରେ ସଫେଇ କାର୍ଯ୍ୟକ୍ରମ ସ୍ବଛ ଭାରତ 0.2 ଭାରତ ସରକାରଙ୍କ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ “କ୍ଲିନ ଇଣ୍ଡିଆ…

Leave a comment

Your email address will not be published.