Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ସଚେତନ ନହେଲେ ନିଆଁ ଭଳି ମାଡ଼ିଯିବ କରୋନା:-ସୁବ୍ରତ ବାଗ୍‌ଚୀ

1443 155

ଭୁବନେଶ୍ୱର,୩୧।୩(ବ୍ୟୁରୋ): ଭାରତରେ ଘାତକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ଶହ ଟପିଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୩ରେ ରହିଛି।ରାଜ୍ୟରେ ୩୨ ହଜାର ୫୩୮ ଶଯ୍ୟା ବିଶିଷ୍ଟ ୩୭୭ କ୍ବାରାଣ୍ଟାଇନ ସେଣ୍ଟର କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଶିବିରରେ ୧୯ ହଜାର ୮୩୮ ଶ୍ରମଜୀବୀଙ୍କୁ ରଖାଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ ଜଣ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ରୋଗୀଙ୍କ ସଂଖ୍ୟା ବୃଦ୍ଧି ନ ପାଇବାରେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଶ୍ରେୟ ଦେଇଛନ୍ତି। କାରଣ ସେମାନେ ଶୃଙ୍ଖଳାର ସହିତ ଲକ୍ ଡାଉନକୁ ମାନିଛନ୍ତି। ଲକ୍‌ଡାଉନ୍‌ ସମୟରେ ପୁଅଝିଅମାନେ ସବୁଠାରୁ ବେଶି ତ୍ୟାଗ ଏବଂ ଧୌର୍ଯ୍ୟ ପ୍ରଦର୍ଶନ କରିଛନ୍ତି।

ରାସ୍ତାଘାଟରେ ଛୋଟପିଲା ନଜର ଆସୁନାହାନ୍ତି। ସେମାନେ ଘରେ ରହି ବଡ଼ମାନଙ୍କ ପାଇଁ ଶୁଙ୍ଖଳାର ନିଦର୍ଶନ ଦେଇଛନ୍ତି।ସେ ଦୃଷ୍ଟିରେ ଦେଖିଲେ ଓଡ଼ିଶାର ୧୦ଟି ସ୍ଥାନ ସମ୍ବେଦନଶୀଳ ରହିଛି। ଏ ମଧ୍ୟରେ ସବୁଠାରୁ ଆଗରେ ରହିଛି ପୂରୀ ତାପଛକୁ ଭୁବନେଶ୍ବର। ସେହପରି ଜୟପୁର ଭଳି ଛୋଟ ସହରରେ ମଧ୍ୟ ଜନସଂଖ୍ୟା ଘନତ୍ବ ରୋମଠାରୁ ଅଧିକ।ରୋଗୀଙ୍କ ସଂଖ୍ୟା ବୃଦ୍ଧି ନ ପାଇବାରେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଶ୍ରେୟ ଦେଇଛନ୍ତି। କାରଣ ସେମାନେ ଶୃଙ୍ଖଳାର ସହିତ ଲକ୍ ଡାଉନକୁ ମାନିଛନ୍ତି। ସେହିପରି ଛୋଟ ଛୋଟ ପିଲାଙ୍କର ଯତ୍ନ ନେବା ଲାଗି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।

Facebook Notice for EU! You need to login to view and post FB Comments!

Related Post

ଜିଲ୍ଲାପାଳଙ୍କ ଦ୍ବାରା ବିଶିଷ୍ଟ ଲେଖିକା ଦେବହୁତି କରଙ୍କ ୩ଟି ପୁସ୍ତକ ଲୋକାର୍ପିତ

Posted by - March 18, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅମଲା ଭବନ ପରିସରରେ ଗାଳ୍ପିକା ଦେବହୂତି କରଙ୍କ ‘ ସୁନା ଝିଅର ଘର’ , ‘ମୋ…

ଚିକିତ୍ସା ଅବହେଳା ରୁ ଯୁବକ ର ମୃତ୍ୟୁ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପ୍ରବଳ ଉତ୍ତେଜନା

Posted by - February 1, 2021 0
ବାଲେଶ୍ଵର(ସମରେନ୍ଦ୍ର ବାରିକ) ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ, ଯୁବକ ର ମୃତ୍ୟୁ କୁ ନେଇ ଉତ୍ତେଜନା । ଟାୟାର ଜାଳି ରାସ୍ତା ଅବରୋଧ କଲେ ସାଥୀ ଓ ପରିବାର ବର୍ଗ…

ଟିଟିଲାଗଡ ବ୍ଲକରେ ବିଜେଡ଼ିର ୩ ଜିଲ୍ଲା ପରିଷଦ ପ୍ରାର୍ଥୀ୍ ବିଜୟୀ

Posted by - March 1, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ବ୍ୟାପି ବିଜେଡ଼ି ଦଳର ପ୍ରଦର୍ଶନ ଇତିହାସ ରଚି ଦେଲା। ଚଳିତ ପଞ୍ଚାୟତ ନିର୍ବାଚନରେ ପାଖାପାଖି ଶତକଡା ୯୦ ପ୍ରତିଶତ…

ସୁସ୍ଥ ହେଲେ ୨୭ ସଂକ୍ରମିତ,ଦେଖନ୍ତୁ ଓଡିଶା ରେ କୋରୋନା ଅପଡେଟ (ମଇ ୧୩ ତାରିଖ ୧୫.୨୫ମି)

Posted by - May 13, 2020 711
ଭୁବନେଶ୍ବର :ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ସାଙ୍ଗର ନିଶା ଦ୍ରବ୍ୟ ଭାଗ କମିଯିବାରୁ ୨ ସାଙ୍ଗଙ୍କ ଉପରେ ପେଟ୍ରୋଲ ପକାଇ ନିଆ ଲଗାଇ ଦେଲା ସାଙ୍ଗ

Posted by - March 31, 2022 0
ବାରଙ୍ଗ :(ସନ୍ତୋଷ ରାଉତ )ଏମିତି ଏକ ଅଭାବ ନୀୟ ଘଟଣା ଘଟିଛି ବାରଙ୍ଗ ଥାନା ଅଂଚଳରେ । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାଇ ଏହି ଥାନା ଅନ୍ତର୍ଗତ…

There are 155 comments

  1. Thank you for the auspicious writeup. It in fact was a amusement
    account it. Look advanced to more added agreeable from you!

    By the way, how could we communicate?

  2. If some one desires expert view concerning blogging and site-building after that i advise him/her to visit this weblog, Keep
    up the fastidious job.

  3. You can certainly see your skills in the article you write.
    The arena hopes for even more passionate writers like you who aren’t afraid to say how they believe.

    Always go after your heart.

Leave a comment

Your email address will not be published.