ଭୁବନେଶ୍ବର:ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପିରେ ଯୋଗ ଦେଇପାରନ୍ତି ବିଜେଡିରୁ ବିତାଡିତ ହୋଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଆଉ ଏହି ଚର୍ଚ୍ଚା ସେତେବେଳେ ଜୋର ଧରିଛି, ଯେତେବେଳେ ଆରଏ୍ଏସ୍ ମୁଖ୍ୟ ମୋହନ ଭାଗବତକୁ ଭେଟିଛନ୍ତି ବୈଜୟନ୍ତଙ୍କ ପତ୍ନୀ ଜାଗିମଙ୍ଗତ ପଣ୍ଡା ।
ବିଜେଡିରୁ ଇସ୍ତଫା ଦେବା ଘଟଣାକୁ ପ୍ରାୟ ୪ ମାସ ବିତିଗଲାଣି । ହେଲେ ଏଯାଏଁ ବୈଜୟନ୍ତ ପଣ୍ଡା ତାଙ୍କ ପରବର୍ତୀ ରାଜନୈତିକ କାର୍ଯ୍ୟପନ୍ଥା ନେଇ କୌଣସି ନିଷ୍ପତି ନେଇ ନାହାଁନ୍ତି । କିନ୍ତୁ ସବୁ ବିକଳ୍ପ ଖୋଲା ଅଛି ବୋଲି କହି ବୁଲୁଛନ୍ତି । ଠିକ୍ ଏତିକି ବେଳେ ବୈଜୟନ୍ତଙ୍କ ପତ୍ନୀ ଆରଏସଏସ୍ ମୁଖ୍ୟଙ୍କୁ ଭେଟିବା ଚର୍ଚ୍ଚାକୁ ଆହୁରୀ ବଢ଼ାଇ ଦେଇଛି । ଆରଏସ୍ଏସ୍ ହେଉଛି ସେହି ସଂଗଠନ, ଯାହାକୁ ବିଜେପିର ମାର୍ଗଦର୍ଶକ ଅନୁଷ୍ଠାନ ବୋଲି କୁହାଯାଏ । ତେଣୁ ଜାଗୀ-ମୋହନଙ୍କ ଭେଟ୍ ଘାଟ ଚର୍ଚ୍ଚା ବଢ଼ାଇବା ସ୍ୱାଭାବିକ ।
I get pleasure from, lead to I found just what I used to be looking for.
You have ended my four day long hunt! God Bless you man. Have a nice
day. Bye
discounted menopause relief with rapid delivery
over the counter estrogen therapy options
women’s organic supplements for mood support
low-priced hormone supplements for menopause