ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶାରେ ଗସ୍ତ ସମୟରେ ବିଜେପିରେ ଯୋଗ ଦେଇପାରନ୍ତି ବୈଜୟନ୍ତ ପଣ୍ଡା

1060 0

ଭୁବନେଶ୍ବର:ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପିରେ ଯୋଗ ଦେଇପାରନ୍ତି ବିଜେଡିରୁ ବିତାଡିତ ହୋଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଆଉ ଏହି ଚର୍ଚ୍ଚା ସେତେବେଳେ ଜୋର ଧରିଛି, ଯେତେବେଳେ ଆରଏ୍ଏସ୍ ମୁଖ୍ୟ ମୋହନ ଭାଗବତକୁ ଭେଟିଛନ୍ତି ବୈଜୟନ୍ତଙ୍କ ପତ୍ନୀ ଜାଗିମଙ୍ଗତ ପଣ୍ଡା ।

ବିଜେଡିରୁ ଇସ୍ତଫା ଦେବା ଘଟଣାକୁ ପ୍ରାୟ ୪ ମାସ ବିତିଗଲାଣି । ହେଲେ ଏଯାଏଁ ବୈଜୟନ୍ତ ପଣ୍ଡା ତାଙ୍କ ପରବର୍ତୀ ରାଜନୈତିକ କାର୍ଯ୍ୟପନ୍ଥା ନେଇ କୌଣସି ନିଷ୍ପତି ନେଇ ନାହାଁନ୍ତି । କିନ୍ତୁ ସବୁ ବିକଳ୍ପ ଖୋଲା ଅଛି ବୋଲି କହି ବୁଲୁଛନ୍ତି । ଠିକ୍ ଏତିକି ବେଳେ ବୈଜୟନ୍ତଙ୍କ ପତ୍ନୀ ଆରଏସଏସ୍ ମୁଖ୍ୟଙ୍କୁ ଭେଟିବା ଚର୍ଚ୍ଚାକୁ ଆହୁରୀ ବଢ଼ାଇ ଦେଇଛି । ଆରଏସ୍ଏସ୍ ହେଉଛି ସେହି ସଂଗଠନ, ଯାହାକୁ ବିଜେପିର ମାର୍ଗଦର୍ଶକ ଅନୁଷ୍ଠାନ ବୋଲି କୁହାଯାଏ । ତେଣୁ ଜାଗୀ-ମୋହନଙ୍କ ଭେଟ୍ ଘାଟ ଚର୍ଚ୍ଚା ବଢ଼ାଇବା ସ୍ୱାଭାବିକ ।

Facebook Notice for EU! You need to login to view and post FB Comments!

Related Post

ବିଜେପି ତରଫରୁ ବ୍ଳକ୍ ରେ ବିକ୍ଷୋଭ ଏବଂ ମୁଖ୍ୟମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ

Posted by - November 9, 2021 0
ଜଳେଶ୍ୱର:(ପ୍ରଭାକର ମଲ୍ଲିକକ)ଳାହାଣ୍ଡି ଜିଲ୍ଲାର ମହାଳିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଉଦାସୀନତା , ଉକ୍ତ ଘଟଣାରେ ସ୍କୁଲର…

ଆରଏମସି ରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ବିଜେପିର ଦାବୀ ପତ୍ର

Posted by - July 27, 2021 0
ଯାଜପୁର :(ଅନାଣ୍ଡ ଚନ୍ଦ୍ର ସାହୁ )ଯାଜପୁର ନିୟନ୍ତ୍ରୀତ ବଜାର କମିଟି ବା ଆରଏମସି ରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ବିଜେପି ପକ୍ଷରୁ ଜିଲାପାଳଙ୍କୁ ଏକ ଦାବୀ ପତ୍ର…

ଦରଦାମ ବୃଦ୍ଧି ବିରୋଧରେ ମହିଳା ବିଜେଡିର ଆନ୍ଦୋଳନ

Posted by - November 2, 2021 0
ମାଥିଲି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ର ଶତାଧିକ ମହିଳା ମାଥିଲି ବ୍ଲକ କାର୍ଯାଳୟ ସମ୍ମୁଖରେ ଧାରଣା ଦେବା ସହ କେନ୍ଦ୍ର…

ବୈଦ୍ୟନାଥ ମହାନନ୍ଦିଆ ବୌଦ୍ଧ ଜିଲ୍ଲା କଂଗ୍ରେସ ଦଳିତ ସେଲ ଅଧକ୍ଷ ମନୋନୀତ

Posted by - December 4, 2021 0
ବୌଦ୍ଧ :(ସମରେଶ ମିଶ୍ର) ବୌଦ୍ଧ ଜିଲ୍ଲାର ଅବସର ପ୍ରାପ୍ତ କୃଷି ଅଧିକାରୀ ଶ୍ରୀ ବୈଦ୍ୟନାଥ ମହାନନ୍ଦିଆ ଙ୍କୁ ବୌଦ୍ଧ ଜିଲ୍ଲା କଂଗ୍ରେସ ଦଳିତ ବିଭାଗର ଜିଲ୍ଲା ଅଧ୍ୟକ୍ଷ…

ଯାଜପୁର ରେ ଛୋଟ ଛୋଟ ଦଳ ପକ୍ଷରୁ ସମାଜକୁ ସ୍ୱତନ୍ତ୍ର ବାର୍ତା ପ୍ରଚାର ।

Posted by - April 26, 2019 261
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଚାଲିଛି ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ । ଏହା ଏମିତି ଏକ ପର୍ବ ଯେଉଁଥିରେ ପ୍ରତ୍ୟେକ ନାଗରିକ ହୋଇଥାନ୍ତି ସାମିଲ । ବର୍ତମାନ ସାଧାରଣ…

There are 1 comments

  1. Pingback: 2facilities

Leave a comment

Your email address will not be published.