Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ଆର ଏମ ସି ତରଫ ରୁ ଉଠା ଦୋକାନୀ ଙ୍କୁ ପାଲ ବଣ୍ଟନ

485 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବାଳାଶ୍ରମ ପଡିଆରେ ଆରମ୍ଭ ହୋଇଥିବା ଅସ୍ଥାୟୀ ମାର୍କେଟରେ ସମସ୍ତ ବ୍ୟବସାୟୀଙ୍କୁ ଆରଏମସି ପକ୍ଷରୁ ପାଲ ବଂଟନ କରାଯାଇଥିଲା ।

P ଯାଜପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ,ଯାଜପୁର ବିଡିଓ ସୌରଭ ଚକ୍ରବର୍ତି,ଯାଜପୁର ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ବ୍ୟବସାୟୀ ମାନଙ୍କୁ ପାଲ ବଂଟନ କରିଥିଲେ ।

କୋରୋନା କଟକଣା ପାଇଁ ବ୍ୟବସାୟୀ ମାନଙ୍କୁ ଅସ୍ଥାୟୀ ଭାବେ ବାଳାଶ୍ରମ ପଡିଆରେ ବ୍ୟବସାୟ କରିବାକୁ ଅନୁମତି ଦିଆଯାଇଛି । ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବଢୁଥିବା ସମୟରେ ପ୍ରଶାସନର ଏପରି କାର୍ଯ୍ୟକୁ ପରିବା ବ୍ୟବସାୟୀ ମାନେ ବେଶ ପ୍ରସଂଶା କରିଛନ୍ତି ।

Facebook Notice for EU! You need to login to view and post FB Comments!

Related Post

ନାଟ୍ୟକ୍ଷେତ୍ର ଅନୁଷ୍ଠାନ ଓ ଆଜାଦୀ କା ଅମୃତ ମହୋତ୍ସବ ଦ୍ଵାରା ଦେଶାତ୍ମବୋଧକ ପ୍ରତିଯୋଗୀତା ଅନୁଷ୍ଠିତ

Posted by - March 6, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାରେ ସମୃଦ୍ଧି କଳାହାଣ୍ଡି, ଏହାର ପ୍ରାକୃତିକ ପରିବେଶ ରେ ରୁଦ୍ଧିମନ୍ତ କଳା ଦେଶ ବିଦେଶରେ ନିଜର ସ୍ଵତନ୍ତ୍ର ପ୍ରତିଭା ରଖିଛି।…

ପୁରୁଣା କଟକ ରେ ୯୯ ଜଣଙ୍କୁ ଭୀମ ଭୋଇ ଭିନ୍ନକ୍ଷମ ପ୍ରମାଣ ପତ୍ର ବଣ୍ଟନ

Posted by - December 24, 2021 0
ବୌଦ୍ଧ:( ଚିତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି…

ଚାଲି ଚାଲି ଆସୁଥିବା ଶ୍ରମିକଙ୍କୁ ଉଦ୍ଧାର କଲେ ଗାଙ୍ଗପୁର ସରପଞ୍ଚ

Posted by - June 9, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଦିଗପହଣ୍ଡି ଅଞ୍ଚଳରୁ ଚାଲି ଚାଲି ଆସୁଥିବା ଏକ ସାତ ଜଣିଆ ଶ୍ରମିକ ଗୋଷ୍ଠୀଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କ ଅନୁରୋଧ କ୍ରମେ ସେମାନଙ୍କୁ…

ସ୍ୱେଚ୍ଛାସେବୀ ମାନଙ୍କ ପକ୍ଷରୁ ଜଳଛତ୍ର

Posted by - April 25, 2022 0
ଯାଜପୁର କାଳୀମେଘାରେ ସ୍ଥାନୀୟ ଅଂଚଳର ସ୍ୱେଚ୍ଛାସେବୀ ମାନଙ୍କ ପକ୍ଷରୁ ଏକ ଜଳଛତ୍ର ଖୋଲାଯାଇଛି । ସହରରେ ଦିନକୁ ଦିନ ରୌଦ୍ରତାପ ବୃଦ୍ଧି ପାଉଥିବାରୁ ସ୍ୱେଚ୍ଛାସେବୀ ମାନେ ପଥିକଙ୍କ…

 ଜଳିଗଲା ଚଳନ୍ତା  ମ୍ୟାଜିକଭ୍ୟାନ ଅଳ୍ପକେ ବର୍ତିଲେ ଡ୍ରାଇଭର

Posted by - February 25, 2020 178
ମୟୁରଭଞ:25/02(ସୀତାରାମ ଦୀକ୍ଷିତ) ଚଳନ୍ତା ଅବସ୍ଥାରେ ନିଆଁ ଲାଗି ରାସ୍ତାରେ ଜଳିଗଲା ମ୍ୟାଜିକ ଭ୍ୟାନ। ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର।ଏଭଳି ଏକ ଅଭାବନୀୟ ଘଟଣା ଆଜି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା…

There are 1 comments

Leave a comment

Your email address will not be published.