Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଯାଜପୁର କେନ୍ଦ୍ରାପଡା ଜିଲ୍ଲା ସୀମା ସିଲ କଲା ଯାଜପୁର ପ୍ରଶାସନ

3714 0

ବରୀ:( ସ୍ନେହାଂଶୁ ଶେଖର ମହାନ୍ତି) ବରୀ ତହସିଲ ତରଫରୁ ଆଜି ଯାଜପୁର ଜିଲ୍ଲା ଓ କେନ୍ଦ୍ରାପଡା ଜିଲ୍ଲା ସୀମା ର ସଯୋଗୀକରଣ ରାସ୍ତାକୁ ଆଜି ବରୀ ତହସିଲଦାର ସରୋଜ କାନ୍ତ ନାୟକ ସିଲ୍ କରି ଦେଇଛନ୍ତି ।

ଗତକାଲି କେନ୍ଦ୍ର ସରକାର ରାଜ୍ୟ ଓ ଜିଲ୍ଲା ସୀମାକୁ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଆଜି ସକାଳୁ ବରୀ ତହସିଲଦାର ଶ୍ରୀ ନାୟକ, ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ରଙ୍କ ସହ ପୋଲିସ ନେଇ ବିରୂପା ନଦୀ ଉପରେ ଉଭୟ ଜିଲ୍ଳା କୁ ସଂଯୋଗ କରୁଥିବା ବିରୂପା ସେତୁ ଉପରେ ବାଡ ବସାଇବା ସହ ସୀମାକୁ ସିଲ୍ କରିଥିବା ଜଣାପଡିଛି ।

Facebook Notice for EU! You need to login to view and post FB Comments!

Related Post

ବୌଦ୍ଧ ଜିଲାରେ ନିଯୁକ୍ତି ମେଳା ୨୦୨୧-୨୨ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Posted by - December 29, 2021 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ଜିଲାପାଳ ବୌଦ୍ଧ ଶ୍ରୀ ଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଅଧକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବୌଦ୍ଧ ଜିଲାର ନିଯୁକ୍ତି ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ…

ଧନୁପାଲି ସମନ୍ୱୟ ନାଗରିକ କମିଟି ପୁନଃଗଠିତ

Posted by - October 3, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ଅବସରରେ ଧନୁପାଲି,ଭତ୍ରା,ଗୋବିନ୍ଦତୋଳା ଓ ପୁଟିବନ୍ଧ ର ନାଗରିକ ମାନଙ୍କୁ ଙ୍କୁ ନେଇ ଗଠିତ ନାଗରିକ ସମନ୍ୱୟ ସମିତି…

କେନ୍ଦ୍ର ରେଳମନ୍ତ୍ରୀଙ୍କ ମାଲକାନଗିରି – ଭଦ୍ରାଚଲମ୍ ପ୍ରସ୍ତାବିତ ରେଳ ପ୍ରକଳ୍ପ ର ସମୀକ୍ଷା ବୈଠକ

Posted by - April 23, 2022 0
ଭୁବନେଶ୍ୱର: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ  ଶୁକ୍ରବାର ଦିନ ମାଲକାନଗିରି ଗସ୍ତ ରେ ଆସି ପ୍ରସ୍ତାବିତ ମାଲକାନଗିରି…

ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟରେ ଗାନ୍ଧୀଜୟନ୍ତୀ ପାଳିତ,

Posted by - October 2, 2019 0
କେନ୍ଦୁଝର,୨/୧୦ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟ ରେ ଗାନ୍ଧୀଜୀ ଙ୍କର ୧୫୦ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ…

ଶିଶୁ ମନ୍ଦିର ରେ ଗଣିତ ମେଳା

Posted by - December 23, 2019 16
କେନ୍ଦୁଝର:ଭଦ୍ରାସାହି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରବିବାର ଜାତୀୟ ଗଣିତ ଦିବସ ପାଳିତ ହୋଇଛି l ଏହି ଉପଲକ୍ଷେ ବିଦ୍ୟାଳୟ ରେ ଗଣିତ ମେଳା ର…

Leave a comment

Your email address will not be published.