ଲଜ୍ଜାଜନକ ଘଟଣା,ଗଣଦୁଷ୍କର୍ମ ପୀଡିତା ଆଖି ବୁଜିଲେ

64280 8,453

ମହିଳାଙ୍କ ସ୍ବାମୀ ମାନସିକ ରୋଗୀ ହୋଇଥିବା ବେଳେ ସେହିଗାଁର ଦୁଇ ଜଣ ଯୁବକ ତାଙ୍କ ଘରେ ପଶି ଗଣଦୁଷ୍କର୍ମ କରିଥିଲେ । ଗତ ୫ ତାରିଖରେ ଘଟିଥିଲା ଏଭଳି ଏକ ଲଜ୍ଜାଜନକ ଘଟଣା । ଗୁରୁତର ଅବସ୍ଥାରେ ଜୟପୁର ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ସେ କୋମାକୁ ପଳାଇଥିଲେ । ତେବେ ଆଜି ସେ ଆଖି ବୁଜିଛନ୍ତି । ଦୁଇ ଅଭିଯୁକ୍ତ କମଳୁ ଲୋଚନ ଦଣ୍ଡସେନା ଓ ରମେଶ ଦଣ୍ଡସେନାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Related Post

ମାଁ ପାଟଣେଶ୍ୱରୀଙ୍କ ସୁନାବେଶ

Posted by - October 13, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ପବିତ୍ର ସପ୍ତମୀ,ମହାଷ୍ଟମୀ ଓ ନବମୀ ତିଥିରେ ସମ୍ବଲପୁର ସହରର ବିଭିନ୍ନ ଶକ୍ତିପୀଠ ରେ ମାଁ ଙ୍କ ବିଶେଷ ପୁଜାର୍ଚ୍ଚନା କରାଯାଉଛି । ସମ୍ବଲପୁର ସହରର ଅନ୍ୟତମ…

ବିକାଶ କାର୍ଡ ଖେଳି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ।

Posted by - February 17, 2019 0
ଭଦ୍ରକ ରାଣୀତାଲ୍‌ରେ ଆୟୋଜିତ ଦଳର ଶକ୍ତିକେନ୍ଦ୍ର ପ୍ରମୁଖ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରି ଓଡ଼ିଶାରେ କାହିଁକି ବିକାଶ ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ ରାଜନାଥ।ସ୍ଥାୟୀ ସରକାର ସତ୍ତ୍ୱେ…

ଯାଜପୁର ପୌରପାଳିକା ରେ ସ୍ଵଛସାଥି ମାନଙ୍କୁ ସମ୍ବର୍ଦ୍ଧିତ

Posted by - September 17, 2021 0
ଯାଜପୁର ପୌରପାଳିକା ରେ ସ୍ଵଚ୍ଛତା କୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ସ୍ଵଚ୍ଛତା ରକ୍ଷା କରିବା ପାଇଁ ନିୟମିତ ସ୍ଵଛ ସାଥି ମାନଙ୍କୁ ତାଲିମ ର ବ୍ୟବସ୍ଥା କରାଯାଉଛି।ସ୍ଵଚ୍ଛତା ରକ୍ଷା କ୍ଷେତ୍ର ରେ ପ୍ରତ୍ୟେକ ସହରବାସୀ ଙ୍କ ଅବଦାନ ରହିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଆଜି ପୌର କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ଡି ଆର ଡି ଏ ପ୍ରକଳ୍ପ ନିର୍ଦ୍ଦେଶକ, ନିର୍ବାହୀ ଅଧିକାରୀ ସୁର୍ୟମଣି ପାଟଜୋଶୀ  ପ୍ରମୁଖ ଯୋଗ ଦେଇ ସ୍ଵଛସାଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସର ରେ ବଡଖାନାର ଆୟୋଜନ କରଯାଇଥିଲା      

ପ୍ରଧାନମନ୍ତ୍ରୀ କେୟାର ଫର୍ ଚିଲ୍ଡରେନ୍ ଯୋଜନାର ହିତାଧକାରୀଙ୍କୁ ବୃତ୍ତିଅର୍ଥ ବିତରଣ

Posted by - June 1, 2022 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଏନ୍ ଆଇ ସି ଭିଡିଓ କନଫରେନ୍ସ ହଲ ରେ ସକାଳ ୧୦.୩୦ ମି…

ଟିଟିଲାଗଡ ରେ କଂଗ୍ରେସ ତରଫରୁ ୬ ଘଣ୍ଟିଆ ବନ୍ଦ ପାଳନ

Posted by - November 13, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସାରାରାଜ୍ୟରେ ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ନିଆଁ ଜଳୁଥିବା ବେଳେ ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ମନ୍ତ୍ରୀ…

There are 8,453 comments