ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି

761 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାରେ କୋରୋନାର ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି । ଜିଲାର ବ୍ୟାସନଗର ଓ ଯାଜପୁର ଟାଉନ ସହରକୁ ସାନିଟାଇଜ କରିବା ପାଇଁ କ୍ଲୋରିନ ପାଣିରେ ପରିସ୍କାର କରାଯାଇଛି ।

ଅଗ୍ନିଶମ ବାହନି ପକ୍ଷରୁ ଉଭୟ ସହରକୁ ପରିସ୍କାର କରାଯାଇଛି । ପ୍ରତ୍ୟେକ ପଂଚାୟତ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କ୍ୱାରେନଟାଇନ ସେଂଟର ହୋଇଥିବା ବେଳେ ଏନସି କଲେଜର ନୂତନ ବିଲ୍ଡିଂରେ ୫୦୦ ଶଯ୍ୟା ବିଶିଷ୍ଟ କ୍ୱାରେନଟାଇନ କେନ୍ଦ୍ର ନିର୍ମାଣ ଚାଲିଛିି ।

ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହୋଇଥିବା ୨୫୦ ଶଯ୍ୟା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ବାକି ୨୫୦ ଶଯ୍ୟା ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ନିର୍ମାଣ କାର୍ଯ୍ୟକୁ ବରିଷ୍ଠ ଓଏସ ଅଧିକାରୀ ମାନେ ତଦାରଖ କରୁଛନ୍ତି ।

ସେହପରି ଜିଲାରେ କୌଣସି ରୋଗୀ କୋରୋନା ରୋଗରେ ଆକ୍ରାନ୍ତ ହେଲେ ସେମାନଙ୍କୁ ଯାଜପୁର ସଦର ମହକୁମା ଓ କଳିଙ୍ଗନଗର ଟାଟା ମେଡିକା ହସ୍ପିଟାଲରେ ଭର୍ତି କରାଯିବ । ଚିକିତ୍ସା ପଇଁ ଆବଶ୍ୟକ ଅର୍ଥ ଟାଟାର ସି ଏସ ଆର ପାଣ୍ଠିରୁ ଖର୍ଚ୍ଚ ହେବ ବୋଲି ନିଷ୍ପତି ହୋଇଛି ।

Related Post

ବିହାରୀ ସମ୍ପ୍ରଦାୟର ଲୋକ ମାନଙ୍କ ଦ୍ୱାରା ଛଟ ପୂଜା ପାଳିତ

Posted by - November 13, 2021 0
ମୁନିଗୁଡା:(ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ବିହାରୀ ସମ୍ପ୍ରଦାୟର ଲୋକ ମାନଙ୍କ ଦ୍ୱାରା ପବିତ୍ର ଛଟ ପୂଜା ମହା ଆଡମ୍ବରର ସହ ପାଳିତ ହୋଇଯାଇଛି l ଏହି…

ମନମୁଣ୍ଡା ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Posted by - January 6, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ମନମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଜାତୀୟ ପକ୍ଷୀ ଦିବସ ଉପଲକ୍ଷେ ଓଡିଶା ମୋ ପରିବାର…

ଆଦର୍ଶ ଗ୍ରାମ ରେ ପଲ୍ଲୀସଭା ଅନୁଷ୍ଠିତ

Posted by - June 9, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଦେଢ଼ଗାଁ ପଞ୍ଚାୟତର ପୁଡାପାଳି ଗାଁ ମୁଣ୍ଡ ବରଗଛ ମୂଳଠାରେ ଆଜି ଚଳିତ ଆର୍ଥିକ ବର୍ଷ ବ୍ୟୟ ବରାଦ ଅଟକଳ…

ଗଣମାଧ୍ୟମ ବିରୋଧରେ କଂଗ୍ରେସ ନେତ୍ରୀଙ୍କ ମନ୍ତବ୍ୟକୁ, ଦୃଢ ନିନ୍ଦା କଲା ଧର୍ମଶାଳା ପ୍ରେସ୍ କ୍ଲବ

Posted by - March 17, 2020 0
ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ)ଗଣମାଧ୍ୟମ ବିରୋଧରେ ଧର୍ମଶାଳା କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହିଙ୍କ ହୀନ ମନ୍ତବ୍ୟକୁ ଦୃଢ ନିନ୍ଦା କରିଛି ଧର୍ମଶାଳା ପ୍ରେସ କ୍ଲବ୍ । ବିଛାଖଣ୍ଡି…

ନୀଳାଚଳ ଇସ୍ପାତ କାରଖାନାକୁ ଘରୋଇ କରଣ ପ୍ରତିବାଦରେ ଆନ୍ଦୋଳନ

Posted by - March 14, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାର କଳିଂଗନଗର ଶିଳ୍ପାଳରେ ଥିବା ନୀଳାଚଳ ଇସ୍ପାତ କାରଖାନାକୁ କେନ୍ଦ୍ର ଓ ରାଜ୍ୟ ସରକାର ଘରୋଇ କରଣ ନିଷ୍ପି ନେଇଛନ୍ତି ।…

There are 1 comments

  1. 5 Cara Bermain Slot Online untuk Pemula,Jangan bingung kecuali ingin bermain slot online karena caranya terlalu mudah. Selain itu, tidak butuh waktu lama, hanya beberapa langkah saja sudah bisa langsung dimainkan

Leave a comment

Your email address will not be published.