କୋରୋନା ମୁକାବିଲା ପାଇଁ ଜିଲାପାଳଙ୍କୁ ଆର୍ଥିକ ସହଯୋଗ

588 2

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ରେ କୋରନା ମୁକାବିଲା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନ ପକ୍ଷରୁ ଜିଲା ପ୍ରଶାସନ ମାଧ୍ୟମରେ ଆର୍ଥିକ ସହଯୋଗ କରାଯାଇଛି । ଆଜି ପଣସା ସରପଂଚ ମୋନାଲିସା ପତି ନିଜର ବର୍ଷକର ଦରମା ପ୍ରଦାନ କରିଛନ୍ତି । ସେହିଭଳି ଅବସରପ୍ରାପ୍ତ ହିନ୍ଦି ଶିକ୍ଷକ ରବି ଶତପଥି ନିଜର ପେନସନ ଅର୍ଥରୁ ୫ ହଜାର ଟଙ୍କା ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି ।

 

ସେହିଭଳି ମାଳଆନନ୍ଦପୁର ପଂଚାୟତର ମୂଳାପାଳ ସ୍ଥିତ ଲିଙ୍ଗେଶ୍ୱର ଉନ୍ନୟନ କମିଟି ପକ୍ଷରୁ କୋରୋନା ମୁକାବିଲ ପାଇଁ ଜିଲାପାଳଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥ ଜିଲାର କୋରୋନା ମୁକାବିଲା ପାଇଁ ଖର୍ଚ୍ଚ ହେବ । ଏହି ବଦାନ୍ୟ ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯିବା ସହିତ ଅନ୍ୟ ମାନଙ୍କୁ ସାହାଯ୍ୟ ଯୋଗାଇ ଦେବା ପାଇଁ ନିବେଦନ କରାଯାଇଛି ।

Related Post

ରାଜ୍ୟ ସ୍ୱାସ୍ଥ୍ୟ ଟିମ୍‌ର ଯାଜପୁର ଜିଲ୍ଲା ଗସ୍ତ ଓ କରୋନା ସମୀକ୍ଷା

Posted by - June 25, 2020 0
ଯାଜପୁର ଅଫିସ :୨୫ା୬ରାଜ୍ୟ ସ୍ୱାସ୍ଥ୍ୟ ଟିମ୍‌ର ଗୋଟିଏ ଦଳ ଯାଜପୁର ଜିଲ୍ଳ୍‌ା ଗସ୍ତରେ ଆସି କରୋନା ସ୍ଥିତିର ସମୀକ୍ଷା କରିଚ୍ଥନ୍ତି । ଗୁରୁବାର ପୂର୍ବାହ୍ନରେ ଏହି ଟିମ୍…

ଧର୍ମଗଡ଼ ବ୍ରାହ୍ମଣ ସମାଜ ତରଫରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ

Posted by - June 24, 2022 0
ଧର୍ମଗଡ଼:କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜ ତରଫରୁ ଏକ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ସ୍ଥାନୀୟ ଗାୟତ୍ରୀ ମନ୍ଦିର ଠାରେ କରାଯାଇଥିଲା । ଏହି…

ସଙ୍କୁଳ ସ୍ତରୀୟ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଜାପିତ

Posted by - June 30, 2022 0
ମୁନିଗୁଡା :(ରମାକାନ୍ତ ପଢାଳ)ଅମ୍ବାଦଳା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୪ ଦିନ ଧରି ଚାଲିଥିବା ସଙ୍କୁଳ ସ୍ତରୀୟ ଆଚାର୍ଯ୍ୟ କର୍ମଶାଳା ଆଜି ଉଦ୍ଜାପିତ ହୋଇଯାଇଛି। ଉଦଯାପନୀ…

ଜିଲ୍ଲାର ନାର୍ଯ୍ୟ ଦାବୀ ହାସଲ ପାଇଁ ନାଗରୀକ କମିଟି ର ତତ୍ପରତା

Posted by - October 24, 2021 0
ବୌଦ୍ଧ :(ସାମରେଶ ମିଶ୍ର ) ଅପରାହ୍ନ ୪ ଘଣ୍ଟା ସମୟରେ ବୌଦ୍ଧ ସହର ସ୍ଥିତ ମାତଙ୍ଗେଶ୍ଵର ମନ୍ଦିର ପରିସର ମଧ୍ୟରେ ବୌଦ୍ଧ ନାଗରୀକ କମିଟି ସମ୍ପାଦକ ଶ୍ରୀ…

Leave a comment

Your email address will not be published.