ପ୍ରବାସୀ ଓଡ଼ିଆ ସଂଗଠନକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ,‘ଖର୍ଚ୍ଚ ଦିଆଯିବ, ଫସିଥିବା ଓଡ଼ିଆଙ୍କୁ ସାହାଯ୍ୟ କର’

1436 193

ଭୁବନେଶ୍ବର: କରୋନା ମୁକାବିଲା ସମୟରେ ରାଜ୍ୟ ବାହାରେ ବହୁ ଓଡ଼ିଆ ଲୋକ ବିଭିନ୍ନ ସ୍ଥାନରେ ଫସିଥିବାର ଖବର ମିଳିଛି। ଏହି ସମୟରେ ରାଜ୍ୟ ବାହାରେ ଫସିଥିବା ଓଡ଼ିଆମାନଙ୍କୁ ସହାୟତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟନାୟକ ଅନୁରୋଧ କରିଛନ୍ତି।କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଏଥିରେ ହଜାର ହଜାର ସଂଖ୍ୟାରେ ଓଡ଼ିଆ ବାହାରେ ଫସି ରହିଛନ୍ତି।

ସେମାନଙ୍କୁ ସହାୟତା ଲାଗି ପ୍ରବାସୀ ଓଡ଼ିଆ ସଂଗଠନ ସହ ଅନ୍ୟ ପ୍ରତିପକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଆହ୍ବାନ ଦେଇଛନ୍ତି। ଏହି ଉପଲକ୍ଷେ ଏକ ଭିଡିଓ ଜାରି କରି ଫସି ରହିଥିବା ଓଡ଼ିଆଙ୍କୁ ଖାଦ୍ୟ, ଔଷଧ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ପାଖରେ କିପରି ଖାଦ୍ୟ, ଔଷଧ ପହଞ୍ଚି ପାରିବ, ତାର ବ୍ୟବସ୍ଥା କରିବାକୁ ଏହି ଭିଡିଓ ମାଧ୍ୟମରେ ସେ ଅପିଲ କରିଛନ୍ତି। ସେ ବାବଦ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯିବ ବୋଲି କହିଛନ୍ତି ନବୀନ।

Related Post

ଦରବୃଦ୍ଧି ପ୍ରତିବାଦରେ ବାମପନ୍ଥି ସଂଗଠନ ପକ୍ଷରୁ ୬ ଘଂଟିଆ ଓଡିଶା ବନ୍ଦ

Posted by - July 15, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ ) )ଦେଶରେ ପେଟ୍ରୋଲ ଡିଜେଲ ର ଅହେତୁକ ଦରବୃଦ୍ଧିକୁ ତିବ୍ର ସମାଲୋଚନା କରିଛି ବାମପନ୍ଥି ସଂଗଠନ ଓ କଂଗ୍ରେସ ଦଳ । ଦରବୃଦ୍ଧି ପ୍ରତିବାଦରେ…

ଭୁବନେଶ୍ବର ରେ ହୋଇ ନାହି ତ ଗୋଷ୍ଠୀ ସଂକ୍ରମଣ,ପଢନ୍ତୁ ଏହି ରିପୋର୍ଟ

Posted by - July 21, 2020 0
ଭୁବନେଶ୍ବର :ଦିନ କୁ ଦିନ ଭୁବନେଶ୍ବର ପରିସ୍ଥିତି ଖରାପ ହେବାରେ ଲାଗିଛି । ବିଏମ୍‌ସି ପକ୍ଷରୁ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ତାଲିକା ପ୍ରକାଶ ପାଉଥିବା ବେଳେ ଏଥିରୁ…

ମୃତକଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ ଦାବୀରେ ଯାଜପୁର ଜିଲାପାଳଙ୍କୁ ଦାବୀ ପତ୍ର

Posted by - November 16, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ମୃତକଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ ଦାବୀରେ ଯାଜପୁର ଜିଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ । ମଂଗଳପୁର ପୁର ଥାନା ଦୁଦୁରାଂଟା…

ପଞ୍ଚଦଶ ବିଧାନସଭାର ଶେଷ,ବଜେଟ୍ ଅଧିବେଶନରେ ଚାଷୀ ଓ ନିଯୁକ୍ତି ତାତି

Posted by - February 8, 2019 698
ଭୁବନେଶ୍ବର:ବିଧାନସଭା ଶେଷ ଦିନରେ ବି ଗୃହରେ ତାତି । ଶାସକ ଓ ବିରୋଧି ସବୁଥର ଭଳି ନାରାବାଜି, କଥାକଟାକଟିରେ ପରସ୍ପରକୁ ବ୍ୟାକ ଫୁଟରେ ରଖିବାକୁ ଚେଷ୍ଟା କରିଛନ୍ତି…

ହିସାବ ଟା ଭୁଲ ହୋଇଗଲା । ଲୋକେ ଗ୍ରହଣ କଲେନାହିଁ, ମୁଁ ହାରିଗଲି-ଦାମୋଦର ରାଉତ

Posted by - May 25, 2019 230
ଭୁବନେଶ୍ୱର:ପରାଜୟ ପରେ ବିଜେପିର ବରିଷ୍ଠ ନେତା ଦାମ ରାଉତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ମନରେ ଏବେବି ବିଜୁବାବୁଙ୍କ ପ୍ରତି ଅନୁରାଗ ରହିଛି। ନିର୍ବାଚନ…

There are 193 comments

Leave a comment

Your email address will not be published.