କରୋନା ପାଇଁ ସଚେତନ ହେଉଛନ୍ତି ବରୀ ବ୍ଲକର ୨୯ ପଂଚାୟତର ଲୋକେ

47239 5,381

ବରୀ:୨୭ /୩(ସ୍ନେହାଂଶୁ ଶେଖର ମହାନ୍ତି ) କରୋନା ଭାଇରସ ସଚେତନତା ପାଇଁ ବରୀ ବ୍ଲକର ୨୯ ପଂଚାୟତର ଲୋକେ ସଚେତନତା ହେଉଥିବା ଶୁକ୍ରବାର ଦେଖିବାକୁ ମିଳିଛି । ବରୀ ଅଂଚଳର ସମସ୍ତ ମୁଖ୍ୟ ରାସ୍ତାରେ କର୍ଫୁ ଜାରି ହୋଇଥିଲାବେଳେ ରାସ୍ତାଘାଟ ଶୂନସାନ ହୋଇଯାଇଛି । ସକାଳ ୭ଟାରୁ ପୂର୍ବାହ୍ନ ୯ ପର୍ଯନ୍ତ ଓ ଅପରାହ୍ନ ୩ ଟାର ୫ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରି ଦୋକାନ ଖୋଲା ରହୁଥିଲାବେଳେ ଅନ୍ୟାନ୍ୟ ସବୁ ଦୋକାନ ବଜାର ବନ୍ଦ ହୋଇଯାଇଛି ।

ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଉନଥିଲାବେଳେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଦିନମଜୁରୀଆ,ଶ୍ରମିକ ୫ ଦିନ ହେଲା ଲକଡାଉନରେ ଛନ୍ଦି ହୋଇ ରହିଥିଲାବେଳେ ଅଧିକାଂଶ ଭୋକ ଓପାସରେ ଦିନ କାଟୁଥିବା ଜଣାପଡିଛି । ବରୀ ବିଧାୟିକା ସୁନନ୍ଦା ଦାସ କରୋନା ମୁକାବିଲା ପାଇଁ ନିଜ ଆଂଚଳିକ ପାଣ୍ଠିରୁ ବରୀ ନିର୍ବାଚନ ମଣ୍ଡଳୀ ପାଇଁ ୨ କୋଟି ଟଙ୍କା ଯାଜପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଚିଠି ମାଧ୍ୟମରେ ଜଣାଇଛନ୍ତି । ଏଥି ସହିତ ୧ଲକ୍ଷ ଟଙ୍କାର ଚେକ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫି ପାଣ୍ଠିକୁ ଦାନ କରିଥିବା ବିଧାୟିକା ଦାସ କହିଛନ୍ତି । ଏଥି ସହିତ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଲକ ଡାଉନ ନିୟମକୁ ପାଳ କରିବା ପାଇଁ ବରୀ ନିର୍ବାଚନ ମଣ୍ଡଳିର ସମସ୍ତ ଜନସାଧାରଣଙ୍କୁ ନିବେଦକ କରିଥିବା କହିଛନ୍ତି ।

ଯାଜପୁର ଜିଲ୍ଲାପାଳ ଗୁରୁବାର ବରୀ ପରିଦର୍ଶନରେ ଆସି ଫେରିଯାଇଥିଲାବେଳେ ଶୁକ୍ରବାର ବ୍ଲକ ପ୍ରଶାସନ ପକ୍ଷରୁ ୨୯ଟି ପଂଚାୟତର ସରପଂଚ ମାନଙ୍କୁ ଡାକି କରୋନା ଭାଇରସ ସଚେତନତା ଉପରେ କର୍ମଶାଳା କରାଯାଇଥିବା ଜଣାପଡିଛି । ପ୍ରତ୍ୟେକ ପଂଚାୟତରେ ଗୋଟିଏ ଲେଖାଁ ସୁରକ୍ଷିତ କେନ୍ଦ୍ର ଖୋଲାଯିବ ବୋଲି ନିଷ୍ପତି ହୋଇଛି । ଏନେଇ ପ୍ରତ୍ୟେକ ପଂଚାୟତକୁ ୫ ଲକ୍ଷ ଟଙ୍କା ଲେଖା ଅନୁଦାନ ମିଳିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ୧୯୮ ବିଦ୍ୟାଳୟର ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦରେ ଚାଉଳ ଅବିଭାବକ ମାନଙ୍କୁ ମିଳିବ ବୋଲି ସୂଚନା ମିଳିଛି ।

Related Post

ବର୍ଷା ର ପ୍ରକୋପ କମିବା ପରେ ମାଁ ଦୂର୍ଗା ଙ୍କ ଦର୍ଶନ କରିବାକୁ ବାଲିପଦର ଅଞ୍ଚଳ ବାସୀଙ୍କ ମନରେ ଉଛାହ

Posted by - October 6, 2022 0
ବୁଗୁଡ଼ା:ଲଘୁଚାପ ର ପ୍ରଭାବ ଓ ବର୍ଷା ର ପ୍ରକୋପ କମିବା ପରେ ମାଁ ଦୂର୍ଗା ଙ୍କ ରୂପ ଦର୍ଶନ କରିବାକୁ ବାଲିପଦର ତଥା ଅଞ୍ଚଳ ବାସୀ ଙ୍କ…

କପସିପାଲି ଗାଁ ଆଶ୍ରମ ବିଦ୍ୟାଳୟ ରେ ଆଠ ଟି ଶ୍ରେଣୀ ରେ ତିନି ଜଣ ଶିକ୍ଷକ , ବିଳମ୍ବରେ ଶିକ୍ଷୟତ୍ରୀ ପହଞ୍ଚିବା ନେଇ ଚାପ ଉତ୍ତେଜନା

Posted by - November 5, 2022 0
ଖପ୍ରାଖୋଲ : ( ତାପସ ରଞ୍ଜନ ବେହେରା ) ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ କପସିପାଲି ଆଶ୍ରମ ବିଦ୍ୟାଳୟ ରେ ଆଠ ଟି ଶ୍ରେଣୀ କୁ ତିନି…

ମାଟିଲଗ୍ନା ତରଫରୁ ଶୀତକାଳୀନ ଅଧିବେଶନ 

Posted by - December 16, 2021 0
ମାଲକାନଗିରି: ମାଲକାନଗିରି ଜିଲ୍ଲାର ବାଙ୍କେଟିଗୁଡା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ମାଟିଲଗ୍ନା ସାହିତ୍ଯ ସଂସଦର ଦ୍ବାରା ଶିକ୍ଷାର୍ଥୀ ମାନଙ୍କୁ ନେଇ ଏକ ଭାଷା ଭିତ୍ତିକ ସଚେତନତା ଅଧିବେଶନକୁ ସଂସଦର…

ବୌଦ୍ଧ ତହସିଲର ତିନି କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Posted by - June 30, 2022 0
ବୌଦ୍ଧ : (ଚିତ୍ତ ରଂଜନ ସିଂ) ବୌଦ୍ଧ ତହସିଲର ତିନିଜଣ କର୍ମଚାରୀ ଗୋଟିଏ ଦିନରେ ଅବସର ଗ୍ରହଣ କରିଛନ୍ତି । ସୂଚନା ମୁତାବକ ବୌଦ୍ଧ ତହସିଲର ସଂସ୍ଥାପନା…

There are 5,381 comments

  1. 18 sohbet sex hatları seks numaraları ile bir numaralı cinsel boşalma numaraları. ateşli hissedeceğiniz anlarda sımsıcak numaralar. boşalmaya başlayın zevkle

  2. Сообщить о поступлении Для продукта была выбрана восковая основа, но это не водостойкий вариант. Тушь высыхает мгновенно, плотно фиксируя нужный изгиб. В списке компонентов присутствуют не только витамины, но и масло черной розы. Это говорит об уходе за волосками даже при нанесении макияжа. P.S.: Надеюсь мой отзыв про Тушь для ресниц Faberlic » 3 в 1″ поможет Вам определиться с покупкой! Мы в соц-сетях: Читай также:  Пять косметических средств, которые помогут быстро собраться утром Это полезно для значительного удлинения, утолщения, разделения и скручивания каждой ресницы до объемного совершенства. Действительно эта тушь делает объём и изгиб ресниц. Тушь обещает эффект накладных ресниц за счет необычной щеточки, которая имеет изогнутую форму и густые мягкие щетинки. Щеточка захватывает необходимое количество туши и равномерно окрашивает каждый волосок. Благодаря закругленному кончику, щеточка окрашивают даже труднодоступные и короткие реснички. https://osavivecostarica.org/community-forum/profile/qbdrebekah1924/ Последнее время стала мазать его вечером дома и на брови, волоски не выпадают, так, просто для ухода. Пока прошло мало времени, чтобы говорить об эффекте на бровях, но, думаю, поможет, если волоски там выпадают. Бальзам-укрепление Bielita с касторовым маслом для ресниц и бровей. Касторовое масло для роста ресниц оказывает положительное воздействие на волосяные и кожные покровы: Масло для укрепления бровей и ресниц Elma, цена: 208 руб. звоните нам:8-800-707-13-32 Масло – натуральный продукт для регулярного ухода за ресницами и бровями. Основное свойство этого средства заключается в укреплении волосков. Что еще может масло: Имеет высокую прочность на разрыв и подходит для мелирования любого типа волос. 18 мкм, 100 метров. В качестве средства для роста и укрепления ресниц благородное масло из плодов оливы применялось еще в Древней Греции. Думаю, все согласятся с тем, что мода на брови постоянно меняется и сейчас очень популярны именно естественные бровки. Но некоторые девушки столкнулись с тем, что длительное выщипывание бровей привело к истощению волосинок. Для того чтобы справиться с возникшей проблемой на помощь приходит кокосовое масло для бровей, которое помогает волоскам восстановиться.

  3. Le bilan de compГ©tences A partir du mois de janvier et jusque fin mars, les lycéens en classe de terminale sont amenés à formuler leurs vœux sur la plateforme ParcourSup. Le BUT est une formation sélective qui s’adresse surtout aux bacheliers de la filière générale et ceux de la filière technologique ayant obtenu un bac avec mention bien ou très bien dans un domaine professionnel compatible (admission de droit). En dehors de ce parcours, d’autres Г©tablissements peuvent vous demander un CV classique dans votre dossier d’admission. C’est le cas par exemple des grandes Г©coles (commerce, ingГ©nieur). Si vous ГЄtes concernГ©s, consultez nos conseils pour la prГ©paration de votre CV lycГ©en ou de votre demande d’admission en Г©cole. https://beckettfxnb086531.mybuzzblog.com/17162926/fiche-de-revision-brevet-francais-a-imprimer Pendant la pГ©riode du В« Moyen Г‚ge central В», le monde rural reprГ©sente 90 % de la population europГ©enne, pour l’essentiel composГ©e de paysans. La vie des communautГ©s… Il faut immГ©diatement cerner la nature du document, dans le but de dГ©terminer qui est le destinataire du document. Selon le destinataire, ciblГ©, la nature du document change, et le vocabulaire employГ© change donc aussi. Un discours politique est destinГ© en gГ©nГ©ral au peuple, tandis qu’un dГ©cret qui apparaГ®t dans un bulletin officiel est destinГ© aux professionnels concernГ©s. Pour prГ©senter le ou les documents, il faut commencer par expliquer les Г©lГ©ments qui contribuent Г  sa/ leur comprГ©hension Г  l’aide de questions prГ©cises pour relever les informations.