Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମଣିଷର ସେବା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆନ୍ତରିକ ଧନ୍ୟବାଦ

2130 256

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ବିରୋଧରେ ଯୁଦ୍ଧ ଲଢ଼ୁଛି ସାରା ବିଶ୍ୱ । ଭାରତରେ ମଧ୍ୟ କୋରୋନା ବିରୋଧରେ ଲଢ଼େଇ ଜାରି ରହିଛି । ଆଜି ଦିନ ତମାମ ଏଥିପାଇଁ ଜନତା କର୍ପୁଂ୍ୟର ଡାକରା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହିତ କୋରୋନାର ମୁକାବିଲା କରୁଥିବା ଡାକ୍ତର,ପୋଲିସ,ସରକାରୀ କର୍ମଚାରୀ,ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନିବେଦନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ଏହି ଅବସରରେ ସଂଧ୍ୟା ୫ଟା ସମୟରେ ଯାଜପୁରରେ ପ୍ରତ୍ୟେକ ଗାଁ ଠାରୁ ସହର ରେ ଲୋକେ ଏକାଠି ହୋଇ ଘଂଟ,ହୁଳହୁଳି,ତାଳି ମାରି ସେହି କୋରୋନା ଯୋଦ୍ଧା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜ ବାସଭବନର ବାଲକୋନିରେ ଠିଆ ହୋଇ କୋରୋନା ଯୋଦ୍ଧା ମାନଙ୍କୁ ତାଳିମାରି ଧନ୍ୟବାଦ ଦେଇଥିଲେ । ଭଗବାନ ରୁପରେ ଆସି ମଣିଷର ସେବା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେ ଆନ୍ତରିକ ଧନ୍ୟବାଦ ଦେଇଥିଲେ ।

Facebook Notice for EU! You need to login to view and post FB Comments!

Related Post

ପରଲୋକରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ

Posted by - October 4, 2020 0
ଭୁବନେଶ୍ୱର:ରାଜନୀତି ର ମହାରଥୀ , ବିଜେଡି ନେତା , ପିପିଲି ବିଧାୟକ ତଥା ପୂର୍ବତନମନ୍ତ୍ରୀ ପ୍ରଦୀପ ମହାରଥୀ ଙ୍କ ପରଲୋକ । ଏକ ଘରୋଇ ହସ୍ପିଟାଲରେ ବିଳମ୍ବିତ…

ମନମୁଣ୍ଡା ରେ ଜଳ ଯୋଗାଣ ଠପ ,ପାଣି ପାଇଁ ଲୋକେ ତ୍ରାହି ତ୍ରାହି

Posted by - March 14, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ସରକାର କହୁଛନ୍ତି ପ୍ରତ୍ୟେକ ଗ୍ରାମ କୁ ବିଶୁଦ୍ଧ ଜଳ ଯୋଗାଣ କରାଯିବ।ଖରା ଦିନ ରେ ଜଳ କଷ୍ଟ କେହି ଭୋଗିବେ ନାହିଁ।ସେହି ମର୍ମ ରେ…

ଡମକୋଚ ଡ୍ୟାମରେ ୮ ଫୁଟ ଲମ୍ବର ମାଈ କୁମ୍ଭୀର ମୃତ

Posted by - March 22, 2022 0
ହରଭଙ୍ଗା :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଚ ତଳଗାଁ ଫରେଷ୍ଟ ସେକ୍ସନ ଡମକୋଚ ଡ୍ୟାମରେ ଗତକାଲି ଏକ 8ଫୁଟ ଲମ୍ବ ର କୁମ୍ଭୀର…

ବଣଧୂଳିର ଫୁଲ ଓ ଗୁଞ୍ଜ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ଅଭିନବ ପ୍ରୟାସ,ଶାଳବଣି ରେ ଆଦିବାସୀ ଙ୍କ ମୌସୁମୀ ଖାଦ୍ୟ ପ୍ରଦର୍ଶନୀ।

Posted by - September 18, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ବଣ ପାହାଡ଼ ଘେରା ଏକ ଆଦିବାସୀ ଗାଁ ରେ, ବର୍ଷାକାଳୀନ ଆଦିବାସୀଙ୍କ ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ସୂଚନାରୁ ଜଣାପଡିଛି, ବାଲେଶ୍ଵର ଜିଲ୍ଲା, ନୀଳ ଗିରି…

ଓଡ଼ିଶା ବଜେଟ୍‌ : ମୋଟ ବ୍ୟୟ ବରାଦ ୧ ଲକ୍ଷ ୭୦ ହଜାର କୋଟି

Posted by - February 22, 2021 0
ଭୁବନେଶ୍ବର: ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି।ବଜେଟ୍ ଉପସ୍ଥାପନ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।…

There are 256 comments

  1. We’re a group of volunteers and opening a brand new scheme in our community.

    Your site provided us with useful info to work on. You’ve performed an impressive task and our entire community might be grateful to
    you.

  2. Hey there! I just wish to give you a huge thumbs up for the great information you have got right here on this post.
    I will be returning to your site for more soon.

  3. I am really enjoying the theme/design of your website.
    Do you ever run into any web browser compatibility issues?

    A couple of my blog audience have complained about my blog not operating correctly in Explorer but looks great in Chrome.

    Do you have any recommendations to help fix this issue?

  4. You really make it seem so easy with your presentation but I find this topic to be really something that I think I would never understand.
    It seems too complex and very broad for me. I’m looking forward for
    your next post, I will try to get the hang of
    it!

  5. Hello to every body, it’s my first pay a quick visit of this webpage; this webpage includes awesome and really excellent material designed for readers.

  6. I know this web page gives quality dependent content and additional stuff, is there any other
    web site which provides these kinds of things in quality?

  7. This is very attention-grabbing, You are an excessively professional blogger.
    I’ve joined your rss feed and look ahead to searching for more of your wonderful post.

    Also, I’ve shared your site in my social networks

  8. Do you mind if I quote a couple of your posts as long as I provide credit and sources back to your weblog?
    My blog site is in the very same niche as yours and my users would certainly benefit from some of the information you provide here.
    Please let me know if this okay with you. Thanks a lot!

  9. Hi, I think your website might be having browser compatibility issues.
    When I look at your website in Safari, it looks fine
    but when opening in Internet Explorer, it has some overlapping.
    I just wanted to give you a quick heads up! Other then that, wonderful blog!

  10. It’s the best time to make some plans for the longer term
    and it’s time to be happy. I’ve learn this put up
    and if I may I want to recommend you some attention-grabbing things
    or suggestions. Perhaps you could write subsequent
    articles referring to this article. I desire to read more things about it!

  11. Actually when someone doesn’t be aware of after that its up to other users that they will assist, so here it occurs.

  12. Анонимная ССЫЛКА “наркологическая клиника ССЫЛКА “Нарко Рехаб” – работает в премиальном сегменте по доступным для пациентов ценам. Многолетний опыт специалистов центра анонимной наркологии и высший уровень медицинского оснащения больницы – позволяют оказывать качественные лечебные услуги для наркоманов и алкоголиков. Для пациентов нашего круглосуточного стационара 24/7 открыта бесплатная горячая линия по вопросам лечения, кроме того, чтобы вызвать нарколога на дом за 5 минут – и согласовать необходимую помощь с дежурным доктором. Статистика показывает, что наиболее востребованы среди населения Москве следующие услуги наркологической клиники.
    Наркологическая клиника

Leave a comment

Your email address will not be published.