ମସଜିଦ ଗୁଡିକରେ ହେଉଥିବା ସମୁହ ନମାଜ ପାଠ ବନ୍ଦ ପାଇଁ ନିଷ୍ପତି

1332 270

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲା ପ୍ରଶାସନ ତାର ଉଦ୍ୟମ ଜାରି ରଖିଛି । ଗତକାଲି ଯାଜପୁରର   ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦୀରରେ ସର୍ବସାଧାରଣ ଦର୍ଶନକୁ ବନ୍ଦ ପାଇଁ ପ୍ରଶାସନ ନିଷ୍ପତି ନେବା ପରେ ଆଜି ମସଜିଦ ଗୁଡିକରେ ହେଉଥିବା ସମୁହ ନମାଜ ପାଠ ବନ୍ଦ ପାଇଁ ନିଷ୍ପତି ହୋଇଛି ।

ଏ ନେଇ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଅଂଚଳର ସଂଖ୍ୟାଲଘୁ ସଂପ୍ରଦାୟର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ନମାଜ ପାଠ କରିବାକୁ ଚାହୁଁଥିବା ବ୍ୟକ୍ତି ମସଜିଦକୁ ନ ଆସି ନିଜ ଘରେ ଘରେ ରହି ନମାଜ ପାଠ କରିବାକୁ ପରାମର୍ଶ ଦିଆଯାଇଥିଲା । ସାହି ମସଜିଦ ପକ୍ଷରୁ କୋରୋନା ସଚେତନତା କାର୍ଯ୍ୟକ୍ରମ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଏଥିସହିତ ଯେଉଁମାନେ ଦେଶ ବାହାରୁ ଆସୁଛନ୍ତି ସେମାନଙ୍କ ସୂଚନା ପ୍ରଶାସନକୁ ଜଣାଇବାକୁ ନିବେଦନ କରାଯାଇଛି । ସେମାନେ ହୋମ କ୍ୱାରାଂଟାଇନ ଭାବେ ୧୪ ଦିନ ରହିଲେ ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ । ପ୍ରଶାସନର ଏପରି ନିଷ୍ପତିକୁ ସଂଖ୍ୟା ଲଘୁ ସଂପ୍ରଦାୟ ପକ୍ଷରୁ ଗ୍ରହଣ କରାଯାଇଥିଲା ।

Facebook Notice for EU! You need to login to view and post FB Comments!

Related Post

ରାଜ୍ୟସ୍ତରୀୟ ଜାତୀୟ ହସ୍ତ ତନ୍ତ ଦିବସ ପାଳିତ

Posted by - August 7, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଆଜି ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହୋଇଯାଇଛି ରାଜ୍ୟସ୍ତରୀୟ ଜାତୀୟ ହସ୍ତ ତନ୍ତ ଦିବସ । ଏ ପରିପେକ୍ଷିରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର କହିଛନ୍ତି…

ପ୍ରାଥମିକ ଶିକ୍ଷକ ସଂଘର ସାଂଗଠନିକ ସଭା

Posted by - November 15, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ପବିତ୍ର ଶିଶୁ ଦିବସ ଅବସରରେ ପ୍ରାଥମିକ ଶିକ୍ଷକ ଫେଡରେସନ ହରିପୁର ରୋଡ କଟକ – 1 ଶାଖା ପକ୍ଷରୁ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ…

ବିଧାୟିକାଙ୍କ ଦ୍ୱାରା ବରୀର ଟପ୍ପର ଛାତ୍ରୀ ସଂବର୍ଦ୍ଧିତ

Posted by - August 17, 2020 0
ଯାଜପୁର ଅଫିସ :ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଧିନ ହରିପୁର ଗ୍ରାମର ଗୁଣନିଧି ସାହୁଙ୍କ ଝିଅ ସୁଶ୍ରୀ ସଂଗୀତା ସାହୁ ଚଳିତ +୨ ବିଜ୍ଞାନ ପରୀକ୍ଷାରେ ୫୫୮…

ଫୁର୍ଲିଝରଣ ପାଣିରେ ବୁଡି ପର୍ଯ୍ୟଟକ ମୃତ

Posted by - December 24, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଫୁରୁଳିଝରଣ ଜଳ ପ୍ରପାତକୁ ବୁଲିବାକୁ ଆସିଥିବା…

ମାହେଶ୍ୱରୀ ଗୋଶାଳା ଦନ୍ତାପାଲିରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

Posted by - May 1, 2022 0
ବୌଦ୍ଧ: (ଚିତ୍ତ ରଞ୍ଜନ ସିଂହ) ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତାପାଲି ସ୍ଥିତ ମାହେଶ୍ୱରୀ ଗୋଶାଳାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି ।…

There are 270 comments

  1. Howdy! I could have sworn I’ve been to this blog before but after checking through some of the post I realized it’s new to me.
    Anyhow, I’m definitely glad I found it and I’ll be
    bookmarking and checking back frequently!

  2. I’m really enjoying the theme/design of your web site.
    Do you ever run into any web browser compatibility problems?

    A handful of my blog readers have complained about my blog not working correctly in Explorer but looks great in Chrome.
    Do you have any advice to help fix this problem?

  3. Do you have a spam issue on this website; I also am a blogger, and
    I was wondering your situation; many of us have created some
    nice methods and we are looking to swap techniques with other folks, please shoot me
    an email if interested.

  4. Link exchange is nothing else except it is only placing the other person’s web site
    link on your page at appropriate place and other person will
    also do same in favor of you.

  5. I’m not sure why but this website is loading incredibly slow
    for me. Is anyone else having this issue or is it a problem on my end?
    I’ll check back later and see if the problem still exists.

  6. Hey there would you mind letting me know which
    webhost you’re working with? I’ve loaded your blog in 3 different internet browsers and I must say this blog
    loads a lot quicker then most. Can you recommend a good internet hosting provider at a reasonable price?
    Cheers, I appreciate it!

  7. Aw, this was an exceptionally nice post. Taking a few minutes
    and actual effort to generate a good article… but what can I
    say… I procrastinate a lot and never seem to get nearly anything
    done.

  8. At this time it looks like Movable Type is the best blogging platform
    out there right now. (from what I’ve read) Is that what you’re
    using on your blog?

Leave a comment

Your email address will not be published.