Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

‘ବିଜେପି ମୁକ୍ତ’ ହେବ ଦେଶ: ନିରଞ୍ଜନ ପଟନାୟକ

3804 32

ଭୁବନେଶ୍ୱର: ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମ ଭୋଟ୍‌ ଗଣତିକୁ ଦୃଷ୍ଟିରେ ରଖି ଓଡ଼ିଶାର କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଭାରତ ‘ବିଜେପି ମୁକ୍ତ’ ହେବାକୁ ଯାଉଛି ବୋଲି ମତ ରଖିଛନ୍ତି। ଏହା ସହିତ କଂଗ୍ରେସକୁ ପୂର୍ବାପେକ୍ଷା ବେଶି ସମର୍ଥନ କରିଥିବାରୁ ଶ୍ରୀଯୁକ୍ତ ପଟ୍ଟନାୟକ ଏହି ୫ଟି ରାଜ୍ୟବାସୀଙ୍କୁ ଧନ୍ୟବାଦ୍‌ ମଧ୍ୟ ଜଣାଇଛନ୍ତି। ଗତ ଚାରି ବର୍ଷ ହେବ ଶାସନ କ୍ଷମତାରେ ଥିବା କେନ୍ଦ୍ର ସରକାଙ୍କୁ ଭଲ ଭାବେ ଚିହ୍ନି ସାରିବା ପରେ ହିଁ ଲୋକମାନେ କଂଗ୍ରେସକୁ ସମର୍ଥନ କରିଛନ୍ତି ବୋଲି ସେ ମତ ରଖିଛନ୍ତି। ୩ଟି ରାଜ୍ୟରେ କଂଗ୍ରେସର ବିଜୟ ସମ୍ଭାବନା ଯୋଗୁଁ ଓଡିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି | ବାଣ ଓ ବାଜା ସହିତ କଂଗ୍ରେସ କର୍ମୀମାନେ ବିଜୟ ପାଳନ କରୁଥିବା ଦେଖିବାକୁ ମିଳିଛି | କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ଉତ୍ସବ ପାଳନରେ ସାମିଲ ହୋଇଛନ୍ତି | ବିଶେଷକରି ପଡୋଶୀ ଛତିଶଗଡ଼ରେ ବିଜେପିର ବିପର୍ଯ୍ୟୟ ନେଇ କଂଗ୍ରେସ ନେତାମାନେ ଉତ୍ଫୁଳିତ ଅଛନ୍ତି | ଛତିଶଗଡ଼ରେ ଥିବା ରମଣ ସିଂ ସରକାର ମହାନଦୀ ଜଳ ବିଭାଜନ ପ୍ରସଙ୍ଗରେ ଯେଉଁଭଳି ଟାଳଟୁଳ ନୀତି ଅବଲମ୍ବନ କରିଥିଲେ ସେଥିରେ ଓଡ଼ିଶାବାସୀ କ୍ଷୁବ୍ଧ ଅଛନ୍ତି | କଲମା ଠାରେ ବ୍ୟାରେଜ ନିର୍ମାଣ କରି ଓଡିଶାର ସ୍ୱାର୍ଥକୁ ସେ କୁଠାରାଘାତ କରି ଆସିଛନ୍ତି ବୋଲି ଏହି ନେତାମାନେ କହିଛନ୍ତି | କଂଗ୍ରେସ ଭବନ ଠାରେ ଚାଲିଥିବା ଉତ୍ସବ ବେଳେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ, ରମଣ ସିଂ ତାଙ୍କ କୃତ କର୍ମର ଫଳ ଭୋଗିଲେ |

Related Post

୯ ଲୋକସଭା ଓ ୩୪ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି ଦଳ ,ସମୀକ୍ଷା ଆରମ୍ଭ

Posted by - May 27, 2019 0
ଭୁବନେଶ୍ୱର : ବିଜେଡିରେ ଆରମ୍ଭ ହୋଇଛି ପରାଜୟ ସମୀକ୍ଷା। ୯ଲୋକସଭା ଆସନରେ କାହିଁକି ଜିତିଲେନି ଦଳୀୟ ପ୍ରାର୍ଥୀ। ହାରିଥିବା ଲୋକସଭା ସିଟକୁ ନେଇ ସିରିୟସ ନବୀନ ।…

ମଶାଲ ଶୋଭାଯାତ୍ରା” କରି ଆନ୍ଦୋଳନକୁ ତୀବ୍ରତର କରିବାକୁ ଆହ୍ୱାନ କଲା ରାଜ୍ୟ ଓବିସି ମଞ୍ଚ

Posted by - August 10, 2022 0
ସମ୍ବଲପୁର: (ରମାକାନ୍ତ ବିଶ୍ଵାଳ) ଭାରତ ଛାଡ ଆନ୍ଦୋଳନର ୮୧ତମ ବର୍ଷ ପୂର୍ତ୍ତୀ ଅବସରରେ ରାଜ୍ୟ ଓବିସି ମଞ୍ଚ ଓଡିଶା ପକ୍ଷରୁ ଅନୁଷ୍ଠିତ ହୋଇଛି ମଶାଲ ଶୋଭାଯାତ୍ରା I…

ଶେଷରେ ସ୍ଥାନାନ୍ତର ହେଲା ନରହନ୍ତା ହାତୀ

Posted by - January 28, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଶେଷରେ ସ୍ଥାନାନ୍ତର ହେଲା ନରହନ୍ତା ହାତୀ।ଗତ ୧୦ଦିନ ଧରି ଯାଜପୁର ଜିଲାରେ ଆତଙ୍କ ସୃଷ୍ଟି କରି ୪ ଜଣଙ୍କୁ ହତ୍ୟା କରିଥିବା ଏହି ଦନ୍ତାହାତୀକୁ…

There are 32 comments

  1. Its like you read my mind! You seem to know so much about this, like you wrote the book in it or something. I think that you could do with some pics to drive the message home a bit, but instead of that, this is fantastic blog. A great read. I will definitely be back.

  2. In this grand design of things you’ll receive a B+ for effort. Exactly where you actually misplaced me was on your specifics. You know, people say, details make or break the argument.. And that could not be much more accurate here. Having said that, allow me say to you what exactly did do the job. The article (parts of it) is highly persuasive and this is probably why I am making the effort in order to opine. I do not really make it a regular habit of doing that. 2nd, even though I can easily notice the jumps in logic you make, I am not convinced of exactly how you appear to connect the details which in turn help to make the final result. For the moment I will, no doubt yield to your point however hope in the foreseeable future you actually connect the dots better.

Leave a comment

Your email address will not be published.