ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସ୍ୱତନ୍ତ୍ର ପଂଜିକା ଅନୁଯାୟୀ ହୋଲି ପର୍ବ  ପାଳନ

470 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଆଜି ଠାରୁ ରାଧାକୃଷ୍ଣ ଦୋଳ ବିମାନରେ ବାହାରିଥାନ୍ତି । ଦୋଳ ପୂର୍ଣ୍ଣମା ରେ ରଂଗର ପର୍ବ ହୋଲି ଖେଳାଯାଇଥାଏ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସ୍ୱତନ୍ତ୍ର ପଂଜିକା ଅନୁଯାୟୀ ଏହି ହୋଲି ପର୍ବ  ପାଳନ ହୋଇଥାଏ । ଚଳିତ ବର୍ଷ ବିଦେଶୀ ରଂଗ ବଦଳରେ କେବଳ ଅବିରରେ ହୋଲି ଖେଳିଛନ୍ତି ଯାଜପୁର ବାସୀ ।

ପରସ୍ପରକୁ ଅବିର ବୋଳି ହୋଲିର ଶୁଭେଚ୍ଛା ଜଣାଇ ମିଠା ଖୁଆଇ ହୋଲି ପର୍ବ ପାଳନ କରିଛନ୍ତି ସମସ୍ତେ । କେକେକ ସ୍ଥାନରେ ଭୋଜି ଭାତର ଆୟୋଜନ ମଧ୍ୟ କରାଯାଇଛି । ଏହି ହୋଲି ପର୍ବରେ ଛୋଟ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଛନ୍ତି ଏହି ରଂଗର ପର୍ବରେ । ଚଳିତ ବର୍ଷ କୋରୋନାର ପ୍ରଭାବ ଯୋଗୁଁ ଅନେକ ହୋଲି ଖେଳରୁ ଦୂରେଇ ରହିଛନ୍ତି । ବିଦେଶୀ ରଂଗ ବଦଳରେ ଅବିର ବ୍ୟବହାର ନେଇ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି ।

Related Post

ନବରଙ୍ଗପୁର NiPA ଅନୁଷ୍ଠାନ ତରଫରୁ ଭାରତୀୟ କ୍ରିଷ୍ଟିଆନ ଦିବସ ପାଳନ

Posted by - July 6, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ଭାରତୀୟ କ୍ରିଷ୍ଟିଆନ ଦିବସ ପାଳନ ଅବସରରେ ଆଜି ନବରଙ୍ଗପୁର NiPA ଅନୁଷ୍ଠାନ ତରଫରୁ ଗରିବ, ଅସହାୟ, ବୃଦ୍ଧା ମାନଙ୍କୁ ନବରଙ୍ଗପୁର ଭାଟିସାଲଗୁଡା…

ରେଡ ଜୋନ ଯାଜପୁର ରୁ ରାତିରେ ଘରକୁ ପଳେଇଲେ,କେଉଁଝର ରିମୂଳି ରେ ଧରାପଡିଲେ

Posted by - May 6, 2020 256
କେନ୍ଦୁଝର :(ସୀତାରାମ ଦୀକ୍ଷିତ)ଗତକାଲି ୫ ତାରିଖ ବିଳମ୍ବିତ ରାତି ପ୍ରାୟ ୨ଟା ରୁ ୩ ଟା ମଧ୍ୟରେ ଯାଜପୁର ଜିଲ୍ଲା ର ଡୁବୁରୀ ଅଂଚଳରୁ ଦୁଇଜଣ ଯୁବକ…

ବୈମାନ ଟିକ୍ରାରେ ସଡକ ଦୁର୍ଘଟଣା,ଟ୍ରକ ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ

Posted by - November 17, 2021 0
ବରଗଡ/ଅତାବିରା:ଅତାବିରାରେ ଚୋରି ଡକାୟତି, ହତ୍ୟା,ଦୁର୍ଘଟଣା ଆଦି ଅସାମାଜିକ କାର୍ଯ୍ୟକଲାପ ଦିନକୁ ଦିନ ହୁ ହୁ ହେଇ ବଢିବାକୁ ଲାଗିଥିବା ବେଲେ ଅତାବିରା ପୋଲିସ ତଥା ପ୍ରଶାସନ ଏ…

ବେଲଗୁଣ୍ଠାରେ ଧାନମଣ୍ଡି ଉଦ୍ଘାଟିତ

Posted by - December 31, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଗଞ୍ଜାମ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ଉଦ୍ଘାଟିତ ଉଦ୍ଘାଟିତ ହୋଇଥିବା ବେଳେ ବେଲଗୁଣ୍ଠା ଠାରେ…

ମନମୁଣ୍ଡା ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Posted by - January 6, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ମନମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଜାତୀୟ ପକ୍ଷୀ ଦିବସ ଉପଲକ୍ଷେ ଓଡିଶା ମୋ ପରିବାର…

Leave a comment

Your email address will not be published.